ବିଦେଶ ଗସ୍ତ ବାବଦକୁ କେତେ ଖର୍ଚ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ୨୦୧୪ ମସିହାରେ ନରେନ୍ଦ୍ର ଦାମୋଦର ମୋଦି ଦେଶର ଶାସନଭାର ଗ୍ରହଣ କରିବାର ସାଢ଼େ ଚାରି ବର୍ଷ ମଧ୍ୟରେ ପ୍ରାୟ ୮୪ଟି ବିଦେଶ ଗସ୍ତ ବାବଦକୁ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।
ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଦେବାକୁ ଯାଇ ଏହି ତଥ୍ୟ…