ବାତ୍ୟାର ରୂପ ନେଉଛି ଅବପାତ, ଓଡ଼ିଶା ସମେତ ୬ଟି ରାଜ୍ୟକୁ ସତର୍କ ସୂଚନା
ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅନୁଭୁତ ହୋଇଥିବା ଅବପାତ କ୍ରମେ ବାତ୍ୟାର ରୂପ ନେଉଛି । ଶୁକ୍ରବାର ରାତି ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅବପାତ ଆନ୍ଧ୍ର ରାଜ୍ୟର…