ଶ୍ରୀମନ୍ଦିର ଭିତରେ ନାବାଳିକାକୁ ଅସଦାଚରଣ ଘଟଣା: ଅଭିଯୁକ୍ତ ପୋଲିସ ନିଲମ୍ବିତ ହେଲେ
ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଭିତରେ ଜଣେ ନାବାଳିକାକୁ ଶନିବାର ଦିନ ଅସଦାଚରଣ କରିଥିବା ଅଭିଯୋଗରେ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଅଭିଯୁକ୍ତ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ।
ପୁରୀ ଶ୍ରୀମନ୍ଦିର ପରିସର ମଧ୍ୟରେ ଅସଦାଚରଣର ଶିକାର ହୋଇଥିବା ନାବାଳିକାଙ୍କ…