Latest Odisha News

BREAKING NEWS

Yearly Archives

2018

କଂଗ୍ରେସ ଇସ୍ତାହାର କମିଟି: ଶ୍ରୀକାନ୍ତଙ୍କ ସ୍ଥାନ ନେଲେ ଗଣେଶ୍ୱର ବେହେରା

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୧୯ ପରିପ୍ରେକ୍ଷୀରେ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଗୁରୁବାର ଇସ୍ତାହାର କମିଟି ଘୋଷଣା କରାଯାଇଛି। ଏହି ଇସ୍ତାହାର କମିଟିରେ ବରିଷ୍ଠ କଂଗ୍ରେସ ନେତା ତଥା ଏହି କମିଟିର ଅଧ୍ୟକ୍ଷ ରହିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ…

ଯୌନ ଶୋଷଣ: ସେଲଟର୍ ହୋମ ଏମଡ଼ିଙ୍କୁ ପୁଣି ରିମାଣ୍ଡରେ ନେଲେ ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଏକ ସେଲଟର୍ ହୋମରେ ନାବାଳିକାଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ ଗିରଫ ହୋଇଥିବା ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ଏନଜିଓର ଏମଡ଼ି ଫୟାଜ୍ ଅହମ୍ମଦଙ୍କୁ ପୁଣି ୨ଦିନିଆ ରିମାଣ୍ଡରେ ନେଇଛନ୍ତି ସଦର ପୋଲିସ । ପୂର୍ବରୁ ଅଧିକ ଦୁଇ ଦିନିଆ ରିମାଣ୍ଡର ଅବଧି ପୂରଣ ହେବା ପରେ…

ମାଲକାନଗିରି: ଚିତ୍ରକୋଣ୍ଡାରେ ମାଓବାଦୀ ପୋଷ୍ଟର ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଗୁରୁବାର ମାଓବାଦୀ ପୋଷ୍ଟର ଜବତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗୁମ୍ମା ଅଞ୍ଚଳରେ ସିପିଆଇ ମାଓବାଦୀ ସଂଗଠନ ତରଫରୁ ପଣସପୁଟ ଓ ଗାଜଲ ମାଲୁଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଛି। ନିରୀହ ଆଦିବାସୀମାନଙ୍କ…

ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଡିସେମ୍ବରରେ ଓଡିଶା ଗସ୍ତ କରିବେ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଚଳିତ ଡିସେମ୍ବରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । କଟକ ଜିଲ୍ଲାସ୍ଥିତ ସାଲେପୁର ବ୍ଲକ୍ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ଜନସମ୍ପର୍କ ପଦଯାତ୍ରାରେ ଗୁରୁବାର ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇ…

ଡ଼ଟ୍ ଫେଷ୍ଟ୍: ନୃତ୍ୟାଙ୍ଗନାଙ୍କ ମନଛୁଆଁ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର: ରାଜଧାନୀ ବାସିନ୍ଦା ହକି ସାଙ୍ଗକୁ ଏବେ ନୃତ୍ୟ-ଗୀତର ତାଳେ ତାଳେ ଛନ୍ଦି ହୋଇପଡ଼ିଛନ୍ତି । ପ୍ରତିଟି ସନ୍ଧ୍ୟା ଏବେ ରାଜଧାନୀରେ ରଙ୍ଗୀନ ହୋଇଉଠୁଛି । ସେପଟେ କଳିଙ୍ଗ ଷ୍ଟାଡ଼ିୟମରେ ଦର୍ଶକ କରତାଳି ସହିତ ହକିର ମଜା ଉଠାଉଥିବା ବେଳେ ଏପଟେ ଡ଼ଟ୍ ଫେଷ୍ଟରେ ମନଛୁଆଁ ଗୀତ ନାଚ ବେଶ୍…

ଭାଇରାଲ୍ ହେଉଛି ‘ଓଡିଶା ହକି ବିଶ୍ୱକପ’ ଅଫିସିଆଲ ଗୀତ ‘ଜୟ ହିନ୍ଦ ଇଣ୍ଡିଆ’…

ମୁମ୍ବାଇ : ‘ଓଡିଶା ପୁରୁଷ ହକି ବିଶ୍ୱକପ-୨୦୧୮’ ର ଅଫିସିଆଲ ଭିଡ଼ିଓ ‘ଜୟ ହିନ୍ଦ ଇଣ୍ଡିଆ’ ସଙ୍ଗୀତ କିମ୍ବଦନ୍ତୀ ଏ ଆର ରେହମାନ ଓ ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏବଂ ରାଜ୍ୟ କ୍ରୀଡା ବିଭାଗ ନିର୍ଦ୍ଦେଶକ ଆର୍ ଭିନୀଲ କ୍ରିଷ୍ଣାଙ୍କ ଉପସ୍ଥିତିରେ ମୁମ୍ବାଇରେ ମୁକ୍ତିଲାଭ କରିଛି…

ଆଜିଠୁ ଆରମ୍ଭ ‘ଭୁଫେଷ୍ଟୋ’, କାହାଣୀ କହିବ ରାଜଧାନୀ

ଭୁବନେଶ୍ୱର : କାହାଣୀ ଶୁଣିବାକୁ ଭଲ ପାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ଖୁସିର ଖବର । କାହାଣୀକୁ ନେଇ ହିଁ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଷ୍ଟୋରି ଟେଲିଂ ଫେଷ୍ଟିଭାଲ (ଭୁଫେଷ୍ଟୋ) । ଏଥିରେ ଦେଶ ତଥା ବିଦେଶର ପ୍ରମୁଖ ଗାଳ୍ପିକ ମାନଙ୍କ ଠାରୁ କାହାଣୀ ଶୁଣିବାକୁ ମିଳିବ ।…

ଭାରତର ଦାଗୀ ନେତା ତାଲିକା: ୨ୟ ସ୍ଥାନରେ ଓଡ଼ିଶା !

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଏକ ତଥ୍ୟ ଅନୁଯାୟୀ ଭାରତର ଦାଗୀ ନେତା ତାଲିକାରେ ଓଡ଼ିଶା ରାଜ୍ୟ ୨ୟ ସ୍ଥାନ ଦଖଲ କରିଛି । ନିକଟରେ ସୁପ୍ରିମକୋର୍ଟରେ ଦାଗୀ ନେତାଙ୍କ ସମ୍ପର୍କୀତ ଏକ ମାମଲାରେ ଆମିକସ୍ କ୍ୟୁରୀ ବିଜୟ ହଂସାରିଆ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି । ଏହି ତଥ୍ୟ…

ମହିଳାଙ୍କ ଲାଗି ୩୩ % ସ୍ଥାନ ସଂରକ୍ଷଣ: ବିଜେଡ଼ି ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକୁ ଭେଟିବ

ଭୁବନେଶ୍ୱର: ମହିଳା ମାନଙ୍କ ଲାଗି ସଂସଦ ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ପାଇଁ ଦଳର ପ୍ରତିନିଧିମାନେ ଜାତୀୟ ଏବଂ ଆଞ୍ଚଳିକ ଦଳଙ୍କୁ ଭେଟି ସମର୍ଥନ ଲୋଡ଼ିବାକୁ ବିଜେଡ଼ି ପକ୍ଷରୁ ବୁଧବାର ଦିନ ନିଷ୍ପତ୍ତି ନିଆଯାଇଛି । ନବୀନ ନିବାସଠାରେ ବୁଧବାର ଦିନ ବିଜେଡ଼ି ସଭାପତି ନବୀନ…

‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ ଓଡ଼ିଶାରେ ପଞ୍ଜିକୃତ ହୋଇନାହିଁ: ଓଡ଼ିଶା ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ପୋଲିସ କହିଛନ୍ତି, ଢେଙ୍କାନାଳ ଜିଲ୍ଲାରେ ଏକ ସେଲଟର୍ ହୋମରେ ନାବାଳିକାଙ୍କ ଉପରେ ହୋଇଥିବା ଯୌନ ଶୋଷଣ ଅଭିଯୋଗ ସମ୍ପର୍କରେ ସୂଚନା ଦେଇ ବୁଧବାର ଦିନ ଢେଙ୍କାନାଳ ପୋଲିସ କହିଛନ୍ତି, ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ ଏନଜିଓ ଓଡ଼ିଶାରେ ପଞ୍ଜିକୃତ ହୋଇନାହିଁ । ଉପରୋକ୍ତ…