Latest Odisha News

BREAKING NEWS

Yearly Archives

2018

ଡ଼ିସେମ୍ବର ୧୧ ପରେ ଏଆଇସିସି ଓଡ଼ିଶା ପ୍ରାର୍ଥୀ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବ

ଭୁବନେଶ୍ୱର: ପାଞ୍ଚଟି ରାଜ୍ୟର ନିର୍ବାଚନ ଭୋଟ ଗଣତି ପରେ ଜାତୀୟ କଂଗ୍ରେସ କମିଟି (ଏଆଇସିସି) ଓଡ଼ିଶା ବିଧାନସଭା ଲାଗି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ । ଗଣମାଧ୍ୟମକୁ ସୂଚନା ଦେଇ ମଙ୍ଗଳବାର ଦିନ ଓଡ଼ିଶା ପ୍ରଦେଶ କମିଟି (ଓପିସିସି)ର ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,…

ଅଭିଜିତ ଆୟାର ମିତ୍ରଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଜେଲରୁ ମୁକୁଳିବା ଲାଗି ଅଭିଜିତ ଆୟାର ମିତ୍ରଙ୍କ ରାସ୍ତା ଏବେ ପରିଷ୍କାର ହୋଇଛି । ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ରଙ୍କ ଉପରୁ ସମସ୍ତ ଆପରାଧିକ ମାମଲା ଗୁଡ଼ିକୁ ଓଡ଼ିଶା ରାଜ୍ୟ ସରକାର ପ୍ରତ୍ୟାହାର କରିବା ନେଇ ନିଷ୍ପତ୍ତି ନେବା ପରେ ଏବେ ସେ ଜେଲରୁ ମୁକୁଳିପାରିବେ ।…

ମଧ୍ୟାହ୍ନ ଭୋଜନ ଗାଇଡ଼ଲାଇନ ଉଲ୍ଲଂଘନ: ଓଡ଼ିଶା ସମେତ ୫ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଜୋରିମାନା

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ଗାଇଡ଼ଲାଇନ ଉଲ୍ଲଂଘନ କରିଥିବା ନେଇ ଯେଉଁ ୬ଟି ରାଜ୍ୟକୁ ଜୋରିମାନା ଦେବାକୁ ପଡ଼ିବ ସେଥିମଧ୍ୟରେ ଓଡ଼ିଶାର ନାମ ଅନ୍ତଭୃକ୍ତ ରହିଛି । ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ମେଘାଳୟ ଏବଂ ଜମ୍ମୁ ଓ କାଶ୍ମୀର ରାଜ୍ୟ ଉପରେ…

ପ୍ରତି ପଞ୍ଚାୟତରେ ଖୋଲିବ ମିଶନ ଶକ୍ତି ଗୃହ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୭ ଟି ବ୍ଲକ ପାଇଁ ୨୬.୮୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏଥିସହିତ ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି । ଏହି ବ୍ଲକ…

ବାଲୁକା ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୋଣାର୍କ ନୃତ୍ୟ ଉତ୍ସବ ଅବସରରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଆୟୋଜିତ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହିତ ସଚିବାଳୟରେ ଆୟୋଜିତ ହୋଇଥିବା ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ…

ଡିସେମ୍ବର ୭ରୁ ଭୁବନେଶ୍ୱର-ରାଞ୍ଚି ସିଧାସଳଖ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରରୁ ରାଞ୍ଚି କୁ ଡିସେମ୍ବର ୭ତାରିଖରୁ ସିଧାସଳଖ ବିମାନ ଉଡାଣ ସେବା ଆରମ୍ଭ ନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏକ ଟ୍ୱିଟ ମାଧ୍ୟମରେ ଏୟାର ଲାଇନ୍ କର୍ତ୍ତୃପକ୍ଷ କହିଛନ୍ତି, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା…

ମିଥ୍ୟା ଖବର ଓ ଗୁଜବ ବିରୋଧରେ ହ୍ୱାଟ୍ସଆପ୍ କରିବ କ୍ୟାମ୍ପେନ୍

ନୂଆଦିଲ୍ଲୀ : ଦେଶର ସର୍ବବୃହତ ମେସେଜିଂ ପ୍ଲାର୍ଟଫର୍ମ ହ୍ୱାଟ୍ସଆପ୍ ଫେକ୍ ନ୍ୟୁଜ ବା ମିଛ ଖବର ସମ୍ପର୍କରେ ଖୁବ୍ ଶୀଘ୍ର ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଏହାର ମୂଳ ଉଦ୍ଦେଶ୍ୟ ଗୁଜବ ଓ ମିଛ ଖବର ପ୍ରସାରିତ ହେବାରୁ ଅଟକାଇବା । ମିଥ୍ୟା କଥା ପ୍ରଚାର ହେବା ଫଳରେ…

ଯୌନ ଶୋଷଣ ଘଟଣା: ସେଲଟର୍ ହୋମ୍ ଏମଡ଼ିଙ୍କୁ ୨ ଦିନିଆ ରିମାଣ୍ଡରେ ନେଲେ ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଥିବା ଏକ ସେଲଟର୍ ହୋମରେ ହୋଇଥିବା ଯୌନ ଶୋଷଣ ଅଭିଯୋଗକୁ ଭିତ୍ତି କରି ମଙ୍ଗଳବାର ଦିନ ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ ନାମକ ଏକ ଏଜିଓ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ (ଏମଡ଼ି) ଫୟାଜ୍ ରେହମାନଙ୍କୁ ପଚରାଉଚରା ନିମନ୍ତେ ସଦର ପୋଲିସ ୨ଦିନିଆ ରିମାଣ୍ଡରେ ନେଇଛନ୍ତି…

କେନ୍ଦୁଝର: ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଦିନ ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାମ ଝୁନୁମୁଣ୍ଡା ଓ ସେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଶୁଆକାଠି ଗ୍ରାମର ଯୋଗେନ୍ଦ୍ର ମୁଣ୍ଡାଙ୍କ ପତ୍ନୀ ବୋଲି…

ରତ୍ନଭଣ୍ଡାର ଚାବି ୧୯୬୦ ପରଠାରୁ ରାଜ୍ୟ ସରକାରଙ୍କ ନିକଟରେ ରହିଛି: ପୂର୍ବତନ ମନ୍ଦିର ଅଧିକାରୀ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳଙ୍କ ପୂର୍ବରୁ ଅବସ୍ଥାପିତ ହୋଇଥିବା ନୀତି ପ୍ରଶାସକ ପ୍ରଦୀପ ଦାଶ ସୋମବାର ଦିନ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକାଠି ୧୯୬୦ ମସିହା ପରଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇ ନାହିଁ ।…