ମ୍ୟାଟ୍ରିକ ପରବର୍ତ୍ତୀ ‘ଛାତ୍ରବୃତ୍ତି ପାଣ୍ଠି’ କେନ୍ଦ୍ରର କାଟ୍ ପ୍ରତିବାଦରେ ବିଜେଡିର ଧାରଣା
ଭୁବନେଶ୍ୱର : ରାଜ୍ୟରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପାଣ୍ଠି କେନ୍ଦ୍ର ସରକାର କାଟ୍ କରିବା ପ୍ରତିବାଦରେ ଶନିବାର ଦିନ ବିଜୁ ଜନତା ଦଳ ରାଜଭବନ ସମ୍ମୁଖରେ ୧୨ ଘଣ୍ଟିଆ ପ୍ରତୀକାତ୍ମକ ରିଲେ ଅନଶନରେ ଧାରଣ ଦେଇଛି ।
ଏହି ଧାରଣା ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା,…