ଓଡିଶା ବିଧାନସଭା ନଭେମ୍ବର ୨୩ ପର୍ଯ୍ୟନ୍ତ ମୁଲତବୀ
ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନକୁ ଆସନ୍ତା ନଭେମ୍ବର ୨୩ ତାରିଖ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ପ୍ରଦୀପ କୁମାର ଅମାତ ।
ମଙ୍ଗଳବାର ଦିନ ଉପଦେଷ୍ଟା କାର୍ଯ୍ୟକାରୀ କମିଟିର ବୈଠକ ପରେ ବାଚସ୍ପତି ଏହି ଘୋଷଣା କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ନଭେମ୍ବର ୨୧ ଓ ୨୩…