ହକି ବିଶ୍ୱକପ: ଓଡିଶା ପୋଲିସ ନେଲେ ‘କମ୍ୟୁନିକେସନ ସ୍କିଲ’ ଟ୍ରେନିଂ
ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପକୁ ଆଉ ମାତ୍ର କିଛିଦିନ ଥିବାବେଳେ ସମସ୍ତ ପରିଦର୍ଶକ ଓ ଅତିଥିମାନଙ୍କ ସୁରକ୍ଷା ତଥା ଆତିଥ୍ୟତାକୁ ନେଇ କର୍ତ୍ତୃପକ୍ଷ ବ୍ୟାପକ ପ୍ରଚେଷ୍ଟା ଜାରି ରଖିଛନ୍ତି ।
ପାଖାପାଖି ୨୪୦ ପୋଲିସ ଅଧିକାରୀ (ପିଏସଓ) ମାନଙ୍କୁ ଫ୍ରାଙ୍କଲିନ୍ ଏକାଡେମୀ ପକ୍ଷରୁ ସଫ୍ଟ…