Latest Odisha News

BREAKING NEWS

Yearly Archives

2018

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଡ଼ଃ ଅକ୍ଷୟ କୁମାର ମିଶ୍ର ଓ ଶତ୍ରୁଘ୍ନ ପୂଜାରୀଙ୍କ ଶପଥ ଗ୍ରହଣ

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ଆଇନ ଅଧିକାରୀ ଡ଼ଃ ଅକ୍ଷୟ କୁମାର ମିଶ୍ର ଏବଂ ଅତିରିକ୍ତ ବିଚାରପତି ଶତ୍ରୁଘ୍ନ ପୂଜାରୀ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ ଏସ ଜାଭେରୀ ଓଡ଼ିଶା ହାଇକୋର୍ଟ ପରିସରରେ ଅନୁଷ୍ଠିତ…

ଆଜିଠୁ ପଞ୍ଚୁକ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ

ଭୁବନେଶ୍ୱର: ଆଜି ପବିତ୍ର କାର୍ତିକ ମାସର ଶେଷ ସୋମବାର ଏବଂ ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ମହାପଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳାୁଙ୍କ ଆଗମନରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ଶ୍ରୀମନ୍ଦିରରେ ମହାପ୍ରଭୁ ଏହି ଦିନରୁ ପାଂଚ ଦିନ ଧରି ବିଭିନ୍ନ ସ୍ୱତନ୍ତ୍ର ବେଶରେ…

ସାବରିମାଲା ମନ୍ଦିର ପ୍ରସଙ୍ଗ: ଦର୍ଶନ ପାଇଁ ନାରୀ ନେତ୍ରୀଙ୍କୁ ମିଳିଲା ଅନୁମତି

ଥିରୁବନନ୍ତପୁରମ୍: କେରଳର ପ୍ରସିଦ୍ଧ ଭଗବାନ ଅୟପ୍ପାଙ୍କ ଦର୍ଶନ ପାଇଁ ମନ୍ଦିରରେ ପ୍ରବେଶକୁ ନେଇ ଶନିବାର ଦିନ ହିନ୍ଦୁ ଐକ୍ୟ ବେଦିର ନେତ୍ରୀ କେ ପି ଶଶିକଳାଙ୍କୁ ଗିରଫ କରାଯାଇଥିବାବେଳେ ଆଜି ତାଙ୍କୁ ପାମ୍ବା ବେସ୍ କ୍ୟାମ୍ପକୁ ଯିବା ଲାଗି ଅନୁମତି ମିଳିଛି। “ଏକ ଲିଖିତ ପ୍ରତିଶୁତି ଦେବା…

ରଙ୍ଗୀନ ଆଲୋକରେ ଆଲୋକିତ ହେଲା ଐତିହାସିକ ବିନ୍ଦୁସାଗର, ଲେଜର୍ ଶୋ’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ଓଲଡ଼ ଟାଉନରେ ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍ -୨୦୧୮’ କୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ରବିବାର ସନ୍ଧ୍ୟାରେ ଐତିହାସିକ ପୁଷ୍କରିଣୀ ବିନ୍ଦୁସାଗର ପରିସରରେ ଅତ୍ୟାଧୁନିକ ଲେସର୍ ଲାଇଟ୍ ଓ ଶୋ’କୁ ଉଦଘାଟନ…

ଅନୁଗୁଳରେ ପୋଲିସ ଏନକାଉଣ୍ଟର, ଅପରାଧି ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିକଟସ୍ଥ ଡେରେଜାଙ୍ଗ ପ୍ରୋଜେକ୍ଟ ନିକଟରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଏନକାଉଣ୍ଟରରେ ଜଣେ ଅପରାଧି ଗୁରୁତର ଆହତ ହୋଇଛି । ଅପରାଧିଜଣଙ୍କ ବିଲୁ ଖାନ ବୋଲି ଜଣାପଡିଥିବାବେଳେ ତାର ବାମ ଗୋଡ଼ରେ ଗୁଳି ବାଜିଛି । ଚିକିତ୍ସା ନିମନ୍ତେ ତାକୁ ଅନୁଗୁଳ ମୁଖ୍ୟ…

ରିଲିଜ୍ ହେଲା ‘ତୁ ମୋ ସୁନା ଚଢେଇ’ର ଅଡ଼ିଓ…

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ଥିବା ଚର୍ଚ୍ଚିତ ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡ଼ିଓ ରିଲିଜ୍ ଇତିମଧ୍ୟରେ ହୋଇଯାଇଛି । ଗୀତ ଗୁଡ଼ିକ ସୋସିଆଲ୍ ମିଡ଼ିଆରେ ରିଲିଜ୍ ହେବା ପରେ ଦର୍ଶକମାନେ ବେଶ୍ ପସନ୍ଦ କରିଥିବାର ଦେଖାଯାଇଛି । ଏହି ଫିଲ୍ମଟିରେ ଦୁଇ ନାୟିକା ଏଲସା ଘୋଷ ଏବଂ ଶ୍ରେୟା ଆକ୍ଟର୍…

‘ଶକ୍ତି ସଂରକ୍ଷଣ’କୁ ନେଇ ‘ଏନଟିପିସି’ ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା, ଭାଗ ନେଲେ ୬ ଲକ୍ଷ…

ଭୁବନେଶ୍ୱର: ଓଡିଶାରେ ଶକ୍ତି ସଂରକ୍ଷଣକୁ ନେଇ ଆୟୋଜିତ ଏକ ବିଦ୍ୟାଳୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ରାଜଧାନୀରେ ଏନଟିପିସି ପକ୍ଷରୁ ଆୟୋଜିତ ହୋଇଯାଇଛି । ରାଜ୍ୟର ୨୨ଟି ଜିଲ୍ଲାରୁ ୬ ଲକ୍ଷରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଏଥିରେ ସମସ୍ତ ପୁରସ୍କାର ବିଜୟୀ ଛାତ୍ରଛାତ୍ରୀମାନେ…

୩ୟ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତା: ୪ର୍ଥ ଦିନରେ ଜୁଡୋ ଓ ତାଇକୋଣ୍ଡୋ ପ୍ରତିଦ୍ୱନ୍ଦିତା

କଟକ : କଟକ ଠାରେ ଚାଲିଥିବା ୩ୟ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତାର ୪ର୍ଥ ଦିନର ଜୁଡୋ ଓ ତାଇକୋଣ୍ଡୋ ବିଭାଗରେ ଉଭୟ ପୁରୁଷ ଓ ମହିଳା ବର୍ଗ ପ୍ରତିଯୋଗିତାର ଫଳାଫଳ ନିର୍ଣ୍ଣାୟକ ହୋଇଛି । ଆଜିର ଏହି ପ୍ରତିଯୋଗିତାରେ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡର ଅଧ୍ୟକ୍ଷ ତଥା…

ଉଦଘାଟନୀ ଉତ୍ସବର ‘ଅନଲାଇନ ଟିକଟ ବିକ୍ରି’ ନଭେମ୍ବର ୨୦ ତାରିଖରୁ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ହକି ପୁରୁଷ ବିଶ୍ୱକପ ଭୁବନେଶ୍ୱର ୨୦୧୮ର ଗ୍ରାଣ୍ଡ୍ ଅଦଘାଟନୀ ଉତ୍ସବର ଟିକଟ ଅନଲାଇନରେ ବିକ୍ରି ନଭେମ୍ବର ୨୦ରୁ ଆରମ୍ଭ ହେବ ବୋଲି ରବିବାର ଦିନ ‘ହକି ଇଣ୍ଡିଆ’ ଘୋଷଣା କରିଛନ୍ତି । ଏହି ଅନଲାଇନ ଟିକଟ ବିକ୍ରି ୨୦ ତାରିଖ ଦିନ ୧୨ଟାରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏହି…

ପ୍ରଥମ ‘ଜିଏସଟି କାଲକୁଲେଟର’ ଏବେ ବଜାରରେ ଉପଲବ୍ଧ

ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଲା ପ୍ରଥମ 'ଜିଏସଟି କାଲକୁଲେଟର' । ଦୋକାନୀ ଏବଂ ବ୍ୟବସାୟୀଙ୍କ ମାନୁଆଲ ଇନଭଏସିଂ କରିବାର ଏକମାତ୍ର ସମାଧାନ ରୂପେ ସହାୟକ ହେବ । ବିଗତ ବର୍ଷ ଦେଶରେ ଲାଗୁ ହୋଇଥିବା ଦ୍ରବ୍ୟ ଓ ସେବା କର(ଜିଏସଟି) ହିସାବ ପାଇଁ ଲୋକମାନେ ଅଳ୍ପବହୁତ ଅସୁବିଧାର…