Latest Odisha News

BREAKING NEWS

Yearly Archives

2018

ଗିରଫ ହେଲେ ଅଭିଜିତ ମିତ୍ର, ଗୃହ କମିଟି ଆଗରେ କ୍ଷମା ମାଗିଲେ

ଭୁବନେଶ୍ୱର : ଅଭିଜିତ ଆୟାର ମିତ୍ରଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । ପୂର୍ବରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଦିଆଯାଇଥିବା ଏତଲାକୁ ଭିତ୍ତିକରି ଆଜି ବିଧାନସଭା ଗୃହ କମିଟିରେ ହାଜର ହେବା ପରେ କମିଶନରେଟ ପୋଲିସ ଅଭିଯୁକ୍ତ ଅଭିଜିତଙ୍କୁ ଗିରଫ କରିଛନ୍ତି । ମହାପ୍ରଭୁ…

ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ଡ଼ମ୍ବରୁଧର ମାଝି ବିଜେପିରେ ମିଶିଲେ

ଭୁବନେଶ୍ୱର: ନବରଙ୍ଗପୁରର ପୂର୍ବତନ ବିଜେଡ଼ି ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଡ଼ମ୍ବରୁଧର ମାଝୀ ସୋମବାର ଦିନ ବିଜେପିରେ ଯୋଗଦାନ କରିଛନ୍ତି । ମିଳିଥିବା ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲା ସଉରାସାହି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏକ ଉତ୍ସବରେ ତାଙ୍କର ଅନେକ ସମର୍ଥକଙ୍କ ସହିତ ଭାରତୀୟ ଜନତା…

ଗଞ୍ଜାମରେ କଲେଜ ଛାତ୍ରୀଙ୍କୁ ହତ୍ୟା, ଅଭିଯୁକ୍ତର ଆତ୍ମସମର୍ପଣ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜରଦା ଥାନା ଅନ୍ତର୍ଗତ ଖରିଆଗୁଡା ପଞ୍ଚାୟତ ନିକଟବର୍ତ୍ତି ଏକ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଏକ ଯୁବକ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ଭବାନୀ ବେହେରା ଓ ସେ ପୁରୀର ବାସିନ୍ଦା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଭବାନୀ ନିଜ…

ଦୀପାବଳି ଲାଗି ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ, ବାଣ ଫୁଟା ଓ ବିକ୍ରି ଅନୁମତି ମିଳିଲା

ନୂଆଦିଲ୍ଲୀ : ସାରା ଦେଶରେ ଦୀପାବଳି ଉପଲକ୍ଷେ ବାଣ ବିକ୍ରିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ପ୍ରତୀକ୍ଷିତ ରାୟ ପ୍ରଦାନ କରିଛନ୍ତି । ଏହି ରାୟ ଅନୁଯାୟୀ ସାରା ଦେଶରେ ବାଣ ବିକ୍ରି ତଥା ଫୁଟାଇବା ପାଇଁ ଅନୁମତି ମିଳିବା ସହ ଏହା ଉପରେ ସାମାନ୍ୟ କଟକଣା ଲଗାଇଛନ୍ତି । ବାଣ ଗୁଡିକର…

ହାଜର ହେଲେ ଅଭିଜିତ, ବିଧାନସଭା ଗୃହ କମିଟିରେ ଚାଲିଛି ଜେରା

ଭୁବନେଶ୍ୱର: ବିଧାନସଭା ଗୃହ କମିଟିରେ ହାଜର ହୋଇଛନ୍ତି ଅଭିଜିତ ଆୟାର ମିତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶାର ବିଧାୟକ, ସାମ୍ବାଦିକ ତଥା ଓଡ଼ିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ କ୍ଷମା ମାଗିଥିବା ସ୍ତମ୍ଭକାର ଅଭିଜିତ ଆୟାର ମିତ୍ର ଆଜି…

ରାଜଧାନୀରେ ମିନିବସ୍ ଓଲଟି ୨୦ ଜଣ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ଶିଶୁପାଳଗଡ଼ ଛକରେ ଏକ ମିନିବସ୍ ରାସ୍ତାରେ ଓଲଟି ପଡ଼ିବା ଫଳରେ ସେଥିରେ ଥିବା ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଭୁବନେଶ୍ୱର-ପୁରୀ ବାଇପାସ ଟଙ୍କପାଣି ସାଇ ମନ୍ଦିର ନିକଟରେ ଘଟିଥିôବା ସୂତ୍ରରୁ ଜଣାପଡ଼ିଛି । ରାସ୍ତାରେ…

କେଶର ଯତ୍ନ ଲାଗି କିଛି ଘରୋଇ ଟିପ୍ସ…

ଭୁବନେଶ୍ୱର: ବର୍ଷା ହେଉ କି ଖରା ସବୁ ସମୟରେ କେଶ ମୂଳ କୁଣ୍ଡେଇ ହେବା ସାଧାରଣ କଥା । ଅଧିକାଂଶ ଲୋକଙ୍କୁ ଲାଗେ ଯେ ଉକୁଣୀ କିମ୍ବା ରୁପି ଯୋଗୁଁ ଏପରି ହୁଏ । କିନ୍ତୁ କେଶମୂଳ ଶୁଷ୍କ, ସାମ୍ପ୍ୟୁ, ଖାଦ୍ୟ-ପାନୀୟରେ ଅନିୟମିତତା, କେଶରୁ ଝାଳ ବାହାରିବା, ଜୀବାଣୁ ସଂକ୍ରମଣ ଯୋଗୁଁ କେଶ ମୂଳ…

ତିତଲି ବାତ୍ୟା: ଗ୍ୟାସ ହଜିଥିବା ବିପିଏଲ ପରିବାରକୁ ୨୦୦ ଓ ଏପିଏଲ ପରିବାରକୁ ୧୨୦୦ଟଙ୍କାରେ ଗ୍ୟାସ ଯୋଗାଣ ଚାଲିଛି –…

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାରେ ସାମୁଦ୍ରିକ ଝଡ ତିତଲି ଓ ଏହା ସହ ଆସିଥିବା ବର୍ଷା ଓ ବନ୍ୟାରେ ପ୍ରଭାବିତ ଗଜପତି, ରାୟଗଡା ଓ ଗଞ୍ଜାମ ଆଦି ଜିଲ୍ଲାର ଏଲପିଜି ଉପଭୋକ୍ତମାନଙ୍କ ପାଇଁ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତଥା ତୈଳ ବିପଣନ କମ୍ପାନୀମାନେ ତ୍ୱରିତ ପଦକ୍ଷେପ ନେଇଛନ୍ତି ବୋଲି…

ସାଉଦି ଆରବରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଓଡ଼ିଶା ଆସିବ ମରଶରୀର

ଭୁବନେଶ୍ୱର: ସାଉଦି ଆରବରେ ଜଣେ ଓଡ଼ିଆ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମୃତ ଓଡ଼ିଆ ଶ୍ରମିକ ଜଣକ ଖୋର୍ଦ୍ଧା ଜିଲ୍ଲା ଆୟତପୁର ପଞ୍ଚାୟତ ଗୋପୀନାଥ ପ୍ରସାଦ ଗ୍ରାମର ନରେନ୍ଦ୍ର ପଲେଇ ବୋଲି ଚିହ୍ନଟ ହୋଇଛନ୍ତି । ସାଉଦି ଆରବର ଏକ ଘରୋଇ କମ୍ପାନୀରେ ପାଣି ପାଇପ ଶ୍ରମିକ ଭାବେ…

ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ହାସଲ କଲେ ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍

ଭୁବନେଶ୍ୱର: ଗ୍ରୀସର ହେଲ୍ଲାସଠାରେ ଓଡ଼ିଶା ମହିଳା ବ୍ୟାଡ଼ମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡା ତାଙ୍କର ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍ ଡ଼ବଲ୍ସ ବିଭାଗରେ ହାସଲ କରିଛନ୍ତି । ଫାଇନାଲରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ତାଙ୍କ ଡ଼ବଲ୍ସ ଯୋଡ଼ି ଆରତୀ ସାରା ସୁନୀଲଙ୍କୁ ସାଥିକରି…