Latest Odisha News

BREAKING NEWS

Yearly Archives

2019

ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଆଇଟିଏଫ ଜୁନିୟର ଟାଇଟଲ୍ ଜିତିଲେ କବୀର ହଂସ

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଟେନିସ ଖେଳାଳି କବୀର ହଂସ ଓଡ଼ିଶା ଟେନିସ ଜଗତରେ ଇତିହାସ ରଚିଛନ୍ତି । ଆସାମର ଗୌହାଟୀଠାରେ ଚାଲିଥିବା ଆଇଟିଏଫ ବିଶ୍ୱ ଜୁନିୟର ର‌୍ୟାଙ୍କିଂ ଟେନିସ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ ଟାଇଟଲ୍ ଜିତି ଏହି ଗୌରବ ଅର୍ଜନ କରିଛନ୍ତି କବୀର । ଏଥିସହିତ କବୀର ଏହି…

ପ୍ରେମିକା ସହ ସ୍ୱାମୀଙ୍କ ବାହାଘର କରାଇଲେ ପତ୍ନୀ

ମାଲକାନଗିରି: ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କମାରପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ମିଳିଥିବା ସୂଚନା ଅନୁସାରେ ଗାୟତ୍ରୀ କବାସି ତାଙ୍କ ସ୍ୱାମୀ ରାମ କବାସୀ ଅନ୍ୟ ଜଣେ ମହିଳା ଆଇତି ମାଡ଼କାମୀଙ୍କୁ…

ଶିବସେନାରୁ ଚୟନ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ : ମାଣିକରାଓ ଠାକରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଜି ଘୋଷଣା ହେବକୁ ଥିବା କୁହାଯାଉଛି । ତେବେ ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ପକ୍ଷରୁ ଆସିଛି ଏହିଭଳି ମନ୍ତବ୍ୟ । "ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହେବ । ରାଜ୍ୟସ୍ତରୀୟ ବୈଠକରେ ଏନସିପି ଏହି ପଦ ପାଇଁ…

ଚର୍ଚ୍ଚାରେ ଓଡ଼ିଶା ପୋଲିସ ମୁଖ୍ୟ ପଦବୀ; ୧୯ ବର୍ଷରେ ୧୫ ଡ଼ିଜିପି !

କଟକ: ଓଡ଼ିଶାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୋଲିସ ମହାନିର୍ଦ୍ଦେଶକ ପଦବୀକୁ ନେଇ ରାଜ୍ୟରେ ବେଶ୍ ଚର୍ଚ୍ଚା ଚାଲିଛି । ଏମିତି କେଉଁ କାରଣ ଯୋଗୁଁ ବିଗତ ୧୯ ବର୍ଷରେ ୧୫ ଜଣ ଡ଼ିଜିପି ବଦଳି ହୋଇ ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି? ଏହା ସ୍ୱାଭାବିକ ଭାବେ ଚର୍ଚ୍ଚାର ପରିସରକୁ ଆସିଛି କାରଣ ଯେଉଁପରି…

ଅଗ୍ନିଶମ ବିଭାଗର ଅକ୍ଲାନ୍ତ ଚେଷ୍ଟା ପରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତରୁ ଉଦ୍ଧାର ହେଲେ ଯୁବକ

ଭୁବନେଶ୍ୱର: ଦୀର୍ଘ ୩ ଘଣ୍ଟାରୁ ଊର୍ଧ୍ବ ପ୍ରଚେଷ୍ଟା ପରେ ଅଗ୍ନିଶମ ବିଭାଗ ଉତ୍କଳ ବିଶ୍ବବିଦ୍ୟାଳୟର ଛାତରେ ଚଢି ଆତ୍ମାହତ୍ୟା ଧମକ ଦେଉଥିବା ଯୁବକକୁ ଉଦ୍ଧାର କରିବାରେ ସଫଳ ହୋଇଛି । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ସହିଦ ନଗର ପୋଲିସ ଷ୍ଟେସନର ଆଇଆଇସି ହାଇଡ୍ରୋଲିକ ସିଡ଼ିରେ ଉପରକୁ…

ଲାଞ୍ଚ ନେବା ବେଳେ ଭିଜିଲାନସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

କଟକ: କଟକ ଜିଲ୍ଲା ଗୋଡିସହି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଭବାନୀ ଶଙ୍କର ମହନ୍ତ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ଉପଭୋକ୍ତାଙ୍କୁ ନିଜର କଟକ ତ୍ରିଶୂଳିଆଠାରେ ନିର୍ମିତ ଘରେ ବିଦ୍ୟୁତ ସଂଯୋଗ ଲାଗି ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଭବାନୀ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଓ ଅନ୍ୟଜଣେ ଗୁରୁତର

ଯାଜପୁର: ଯାଜପୁର ଟାଉନ ଥାନା ଅଧୀନସ୍ଥ କୁସୁମା ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ  ଙ୍କର ମୃତ୍ୟୁ ଘଟିବା ସହ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମୃତ ନାବାଳିକା ଜଣକ ସ୍ଥାନୀୟ ଅଞ୍ଚଳସ୍ଥ ଶିବ ମୁଣ୍ଡାଙ୍କ ଝିଅ ତୁଳସୀ ଚାମ୍ପିଆ (ବୟସ ୧୦)ବୋଲି ଜଣାପଡିଛି ।…

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାମ୍ବାଦିକଙ୍କ ସହାୟତା ନିମନ୍ତେ ଗୋଟିଏ ପାଦ ଆଗକୁ ଆସିଛନ୍ତି ରାଜ୍ୟସରକାର । ଶୁକ୍ରବାର ଦିନ ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନି ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିରେ ସାମିଲ ହେଲେ ସାଂସଦ ସ୍ବାଧୀ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ଭୋପାଳର ସାଂସଦ ତଥା ବିଜେପି ନେତ୍ରୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିରେ ସାମିଲ ହୋଇଛନ୍ତି ।ଏହି ୨୧ ସଦସ୍ୟ ବିଶିଷ୍ଟ ପାନେଲର ନେତୃତ୍ୱ ନେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହାସହ ବିରୋଧୀ ନେତା…

‘ସୋଲେ’ର ବୀରୁ ପରି ଛାତ ଉପରେ ଚଢିଲେ ଯୁବକ, ଦେଲେ ଆତ୍ମହତ୍ୟା ଧମକ

ଭୁବନେଶ୍ୱର: ବଲିଉଡ ଫିଲ୍ମ ‘ସୋଲେ’ରେ ଯେଭଳି ଧର୍ମେନ୍ଦ୍ର (ବୀରୁ) ନିଜ ପ୍ରେମକୁ ପାଇବା ଲାଗି ଛାତ ଉପରକୁ ଚଢି ଆତ୍ମହତ୍ୟା କରିବା ଲାଗି ଧମକ ଦେଇଥିଲେ । ଠିକ୍ ସେହିଭଳି ଏକ ଘଟଣା ଶୁକ୍ରବାର ଦିନ ଦେଖିବାକୁ ମିଳିଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ । ମିଳିଥିବା ସୂଚନାନୁଯାୟୀ…