Latest Odisha News

BREAKING NEWS

Yearly Archives

2019

ଚାଷୀଙ୍କ ଧାନବିକ୍ରୀ ଲାଗି ଅନଲାଇନ୍ ଟୋକେନ୍ ବ୍ୟବସ୍ଥା ରହିବ: ମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଟୋକେନ୍ ଉଚ୍ଛେଦ ଲାଗି ଧାନଚାଷୀଙ୍କ ଆନ୍ଦୋଳନ ତେଜୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବୁଧବାର ଦିନ ଅନଲାଇନ ଟୋକେନ୍ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । “ମୁଁ ଗତକାଲି ବିଧାନସଭାର ସଦସ୍ୟମାନଙ୍କୁ ତଥା ଗଣମାଧ୍ୟମର ପ୍ରତିନିଧିଙ୍କୁ…

ଓଡିଶାର ୧୯ଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀର ପ୍ରାୟ ୧୯ଟି ସ୍ଥାନରେ ଜଳ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ପକ୍ଷରୁ ଚିହ୍ନଟ କରାଯାଇଛି । ଏସମ୍ପର୍କରେ ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଜଙ୍ଗଲ ଓ…

ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରରେ ବୃଦ୍ଧି ଏକ ଜାତୀୟ ସମସ୍ୟା: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରରେ ବୃଦ୍ଧି ଘଟିବା ଏକ ଜାତୀୟ ସମସ୍ୟା ବୋଲି ବୁଧବାର ଦିନ ବିଧାନସଭାରେ କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ । ଓଡିଶାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ତୈଳ ଦ୍ରବ୍ୟ, ଆଳୁ ଓ ପିଆଜି ଭଳି…

ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ବସିଲେ ୧୦୫ ବର୍ଷୀୟା ବୃଦ୍ଧା !

ଭୁବନେଶ୍ୱର: ବିଦ୍ୟା ଆହରଣ ଲାଗି କେବେବି ବୟସ ପ୍ରତିବନ୍ଧକ ସାଜେ ନାହିଁ ବୋଲି କେରଳର ଜଣେ ବୟସ୍କା ପରିକ୍ଷାର୍ଥୀଙ୍କ ପାଠ ପ୍ରତି ତାଙ୍କର ଆକର୍ଷଣରୁ ଜଣାପଡ଼ିଛି । ନିକଟରେ କେରଳ ରାଜ୍ୟ ସାକ୍ଷରତା ମିଶନ ପକ୍ଷରୁ ସୂଚନା ମିଳିଛି ଯେ, ୧୦୫ ବର୍ଷ ବୟସ୍କା ଜଣେ ବୃଦ୍ଧା ୪ର୍ଥ ଶ୍ରେଣୀ ପରୀକ୍ଷା…

ଗୋଆରେ ଚମକିଲେ ଓଡିଆ ଝିଅ, ହାତେଇଲେ ସୁପର ମଡେଲ୍ ଟାଇଟଲ୍

କେରାପୁଟ: ଗୋଆରେ ମିସ୍ ସୁପର ମଡେଲ୍ ଟାଇଟଲ୍ ହାସଲ କରି ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି ସୁଦୂର କୋରାପୁଟ ଝିଅ ପ୍ରାଗତିକା ରାୟ । ୧୦ମ ଶ୍ରେଣୀର ଏହି ଛାତ୍ରୀ ଜଣକ ସେମିଳିଗୁଡାର ଡେମଣ୍ଟ ପବ୍ଲିକ୍ ସ୍କୁଲରେ ଅଧୟନରତ । ସ୍ନେହା ଫିଲ୍ମସ୍ ଓ ଏନସେମବଲ୍ ଫ୍ୟାଶନ ପକ୍ଷରୁ ଆୟୋଜିତ ଏହି…

ବାଲେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨୦ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ନୀଳଗିରିସ୍ଥିତ ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ବୁଧବାର ସକାଳେ ଏକ ଯାତ୍ରୀବାହୀ ବସ ରାସ୍ତା କଡରେ ଥିବା ଏକ ଗଛରେ ପିଟିହେବାରୁ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ୫ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା…

ମରାଠା ବୀର ଯୋଦ୍ଧାଙ୍କ ଲୁକରେ ଅଜୟ, ସାମ୍ନାକୁ ଆସିଲା ‘ତାନାଜି: ଦ ଅନସଙ୍ଗ ୱାରିଅର’ର ଟ୍ରେଲର

ମୁମ୍ବାଇ: ବହୁ ପ୍ରତିକ୍ଷିତ ମୋଗଲ ମାନଙ୍କ ଉପରେ ମରାଠା ମାନଙ୍କର ଆକ୍ରମଣ ଉପରେ ପର୍ଯ୍ୟବେସିତ କାହାଣୀକୁ ନେଇ ରୂପେଲି ପରଦାକୁ ଆସୁଛନ୍ତି ଅଜୟ ଦେବଗନ । ଯାହା ଅଜେୟ ଦେୱଗନଙ୍କ ୧୦୦ତମ ଫିଲ୍ମ। ନିକଟରେ ତାଙ୍କ ଅଭିନୀତ 'ତାନାଜି: ଦ ଅନସଙ୍ଗ ୱାରିଅର'ର ହୃଦୟସ୍ପର୍ଶୀ ଟ୍ରେଲର ରିଲିଜ୍…

ଆସନ୍ତାକାଲି ଭୁବନେଶ୍ୱର ଓ କଟକରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତାକାଲି ତଥା ନଭେମ୍ବର ୨୧ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା…

ବଲାଙ୍ଗିରରେ ଆଜିଠୁ ୨ ଦିନିଆ ବନ୍ଦ ଡାକରା, ଜାଣନ୍ତୁ କାହିଁକି

ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ସହ ଅନେକ ଦାବି ନେଇ ଆଜିଠୁ ୨ଦିନିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗିର ଆକ୍ସନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସ୍ ସମେତ ବୀମା ଓ…

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ: ଜଗତର ବଡ଼ଠାକୁର ଶ୍ରୀଜଗନ୍ନାଥ କିପରି ହୁଅନ୍ତି ପଢୁଆଁ, ଜାଣନ୍ତୁ…

ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ‘ ପ୍ରଥମାଷ୍ଟମୀ’ କୁହାଯାଏ । ଓଡ଼ିଆ ପଞ୍ଜିକା ଅନୁସାରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମମାସ ଭାବରେ ଗଣନା କରାଯାଏ । ସେଥପାଇଁ ‘ମାର୍ଗଶିର’ ମାସକୁ ‘ଅଗ୍ରହାୟଣ ମାସ’ ବୋଲି କୁହାଯାଇଥାଏ । ବର୍ଷର ପ୍ରଥମମାସର ପ୍ରଥମ ଅଷ୍ଟମୀକୁ…