କାଠମାଣ୍ଡୁରେ ବ୍ୟାଡ଼ମିଣ୍ଟନ୍ ଡବଲ୍ସ ରୌପ୍ୟ ଜିତିଲେ ଓଡ଼ିଆ ଖେଳାଳି ଋତୁପର୍ଣ୍ଣା ପଣ୍ଡା
ଭୁବନେଶ୍ୱର: ଅନ୍ତର୍ଜାତୀୟ ଓଡ଼ିଆ ବ୍ୟାଡ଼ମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡା କାଠମାଣ୍ଡୁଠାରେ ରୌପ୍ୟ ପଦକ ଜିତିଛନ୍ତି ।
ଋତୁପର୍ଣ୍ଣା ନେପାଳ ରାଜଧାନୀ କାଠମାଣ୍ଡୁଠାରେ ଅନଷ୍ଠିତ ହୋଇଥିବା ‘ନେପାଳ ଇଣ୍ଟରନ୍ୟାସନାଲ୍ ଚ୍ୟାଲେଞ୍ଜ’ ବ୍ୟାଡ଼ମିଣ୍ଟନ୍ ଚାମ୍ପିୟନସିପର ଡବଲ୍ସ ବିଭାଗରେ ରନର୍ସ ଅପ…