Latest Odisha News

BREAKING NEWS

Yearly Archives

2019

ଐତିହାସିକ ବାଲିଯାତ୍ରାର ପ୍ରଥମ ସନ୍ଧ୍ୟା…

କଟକ: ଉଦଘାଟିତ ହେଲା ଐତିହ୍ୟ ଓ ପରମ୍ପରାର ପ୍ରତୀକ କଟକର ଐତିହାସିକ ବାଲିଯାତ୍ରା । ମଙ୍ଗଳବାର ସନ୍ଧ୍ୟାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତି ଏହି ବାଲିଯାତ୍ରାକୁ ଉଦ୍‌ଘାଟନ କରିଛନ୍ତି। ମହାନଦୀ ପଠାରେ ଆୟୋଜିତ ଏହି ଯାତ୍ରା ଆଗାମୀ ଆଠ…

ଏହିସବୁ ସ୍ଥାନରେ ଆକାଶରୁ ଅସ୍ତ ହୁଅନ୍ତି ନାହିଁ ସୂର୍ଯ୍ୟ !

ଭୁବନେଶ୍ୱର: ଦିନ ପରେ ରାତି ଓ ରାତି ପରେ ଦିନ ଏହା ସଂସାରର ନିୟମ । ଦିନରେ ସୂର୍ଯ୍ୟ ଆଉ ରାତିରେ ଚନ୍ଦ୍ର ଆକାଶରେ ଶୋଭା ପାଆନ୍ତି। ସୂର୍ଯ୍ୟ ବୁଡିଲେ ଆକାଶରେ ଚନ୍ଦ୍ର ଦୃଶ୍ୟମାନ ହୁଅନ୍ତି । କିନ୍ତୁ ଏଭଲି ମଧ୍ୟ କିଛି ସ୍ଥାନ ରହିଛି ଯେଉଁଠି ଆକାଶରେ ସୂର୍ଯ୍ୟସ୍ଥ ଘଟେ ନାହିଁ । ଆଜି ଆମେ…

ସରକାରୀ ଅନୁମତି ବିନା ଗାଁରେ ନିର୍ମାଣ କରିହେବ ନାହିଁ ୨ ମହଲା କୋଠା !

ଭୁବନେଶ୍ୱର: ସହର ଭଳି ଏଣିକି ଗାଁରେ ମଧ୍ୟ ଘର ତିଆରି କରିବା ପୂର୍ବରୁ ନେବାକୁ ପଡିବ ସରକାରୀ ଅନୁମତି । ସହରରେ ଯେପରି ଘର ତିଆରି ଲାଗି ବିଭାଗୀୟ ଅନୁମତି ନେବାକୁ ପଡ଼ୁଥିଲା, ଯେମିତିକି ଭୁବନେଶ୍ବରରେ ବିଡିଏ ଏବଂ କଟକରେ ସିଡିଏର ଅନୁମୋଦନ ଆବଶ୍ୟକ ପଡୁଛି । ସେହିଭଳି ଏଣିକି ଗାଁରେ ଘର…

‘ଲୋୟ କ୍ରାଥୋଙ୍ଗ’ ନାମରେ ପାଳିତ ହୁଏ ଥାଇଲାଣ୍ଡରେ ବୋଇତ ବନ୍ଦାଣ ଉତ୍ସବ

ଭୁବନେଶ୍ୱର: ଅନେକଙ୍କୁ ଜଣା ନଥିବ ଓଡିଶା ଭଳି ଥାଇଲାଣ୍ଡରେ ମଧ୍ୟ ପାଳନ ହୁଏ ବୋଇତ ବନ୍ଦାଣ ଉତ୍ସବ । କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ଓଡ଼ିଶାର ପୁରପଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହୁଏ । ପୂର୍ବରୁ ଓଡ଼ିଆ ପୁଅ ମାନେ ବାଣିଜ୍ୟ ପାଇଁ ବାଲି, ଜାଭା, ସୁମାତ୍ରା ଆଦି ଦୀପକୁ ବୋଇତ…

କେନ୍ଦୁଝରରେ ଆରଟିଓ କର୍ମଚାରୀଙ୍କ ଉପରକୁ ମାଡ଼ିଗଲା ଟ୍ରକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆରଟିଓ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଉପରେ ମଙ୍ଗଳବାର ଦିନ ଏକ ଟ୍ରକ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଆରଟିଓ କର୍ମଚାରୀଙ୍କ ନାମ ବିଜୟ କୁମାର ମହାନ୍ତି ବୋଲି ଜଣାପଡିଛି । ବିଜୟ କେନ୍ଦୁଝର ଆରଟିଓ କାର୍ଯ୍ୟାଳୟର ଡ୍ରାଇଭର ଭାବେ କାର୍ଯ୍ୟ…

ଭୁବନେଶ୍ୱର ବାଲିଯାତ୍ରା ପାଇଁ କିପରି ରହିଛି ଟ୍ରାଫିକ କଟକଣା, ଜାଣନ୍ତୁ

ଭୁବନେଶ୍ବର: ଓଡିଶାର ଗୌରବମୟ ଇତିହାସକୁ ଆଜିବି ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ମଙ୍ଗଳବାର ସନ୍ଧ୍ୟାରୁ ଆଗାମୀ ୯ ଦିନ ଯାଏଁ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେଉଛି ବାଲିଯାତ୍ରା । ମଞ୍ଚେଶ୍ୱର ଜରିପାଟଣା ଗ୍ରାମ ନିକଟସ୍ଥ କୁଆଖାଇ ନଦୀକୂଳରେ ଏହି ଯାତ୍ରାର ଆୟୋଜନ କରାଯାଇଛି । ପ୍ରବଳ…

ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପ୍ରଶାସନ…

ଓଡିଶାର ପ୍ରଥମ ‘ଡେଲିଭରି ଗାର୍ଲ’ ପ୍ରିୟଙ୍କା

ଭୁବନେଶ୍ୱର: ଆଜିର ଆଧୁନିକ ଯୁଗରେ ସବୁ କାମ ଅନଲାଇନରେ ହେଉଥିବା ବେଳେ ଖାଇବା ଠାରୁ ଆରମ୍ଭ କରି ଡ୍ରେସ୍ ପର୍ଯ୍ୟନ୍ତ କେବଳ ଗୋଟିଏ କ୍ଲିକରେ ଆମ ହାତ ପାହାନ୍ତାରେ ଆସି ପହଞ୍ଚି ଯାଉଛି । ସେସବୁକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାରେ ଗୁରୁ ଦାୟିତ୍ୱ ତୁଲାଇଥାନ୍ତି ‘ଡେଲିଭରି ବୟ’ ମାନେ ।…

ପୁରୀରେ ଜଳିଗଲା ୧୧ଟି ପରିବାରର ଘର, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ପୁରୀ: ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମାଛପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପଖି ୧୧ଟି ପରିବାରର ଘର ଜଳି ଧୂଳିସାତ ହୋଇପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ ଏହି ଗାଁରେ ଅଚାନକ ନିଆଁ…

ଆଜିଠୁ ଐତିହାସିକ ବାଲିଯାତ୍ରା ଆରମ୍ଭ, ଚଳଚଞ୍ଚଳ କଟକ ସହର

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୨ ତାରିଖ ତଥା ଆଜିଠାରୁ ଆରମ୍ଭ ହେଉଛି । ଯାହାଫଳରେ ଏକପ୍ରକାର ଚଳଚଞ୍ଚଳ ହୋଇପଡିଛି କଟକ ସହର । ମିଳିଥିବା ସୂଚନା ଅନୁଯାୟୀ ୮ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ଉଦଘାଟନ କରିବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର…