Latest Odisha News

BREAKING NEWS

Yearly Archives

2019

କଥାକୁହା ଫଟୋ: ବାତ୍ୟା ବୁଲବୁଲ୍ ମାଡ଼ରେ ପାଚି ଆସୁଥିବା ଧାନବିଲ ଶୋଇଯାଇଛି, ଉପକୂଳବର୍ତ୍ତୀ ଚାଷୀକୂଳ ଏବେ…

ଭୁବନେଶ୍ୱର: ବିଲରେ ଧାନ ପାଚି ଆସୁଥିଲା । ଧାନକେଣ୍ଡା ପତ୍ର କୋଣରୁ ଫୁଟି ଆକାଶମୁହାଁ ହୋଇ ପଡ଼ି ପାଚିବାକୁ ବସିଥିଲେ । ଦୁର୍ଗାପୂଜା ପରେ ଦୀପାବଳୀ ସରିଗଲା, ଏବର୍ଷ ଓଡ଼ିଶାର ଉପକୂଳବର୍ତ୍ତୀ ଚାଷୀକୂଳ ଅଧିକ ଅମଳ ଆଶାରେ ବେଶ୍ ଆନନ୍ଦିତ ଓ ଉଲ୍ଲସିତ ଅନୁଭବ କରୁଥିଲେ । ଗତକିଛି ବର୍ଷ ଠାରୁ…

ପଞ୍ଚୁକ ଚତୁର୍ଦ୍ଦଶୀ ଅବସରରେ ଲକ୍ଷ୍ମୀ-ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ : ଆଜି ପଞ୍ଚୁକର ଚତୁର୍ଥ ଦିନ ଅର୍ଥାତ ପଞ୍ଚୁକ ଚତୁର୍ଦ୍ଦଶୀ ଅବସରରେ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଏହି…

ଆଜି କାର୍ତ୍ତିକ ମାସର ଶେଷ ସୋମବାର; ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର: ପବିତ୍ର କାର୍ତିକ ମାସର ଆଜି ଶେଷ ସୋମବାର ହୋଇଥିବାରୁ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ । ଆଉ ମାତ୍ର ଗୋଟିଏ ଦିନପରେ ପଞ୍ଚୁକ ଶେଷ ହେଉଥିବାରୁ ମହାପଭୁଙ୍କ ଦର୍ଶନ ପାଇଁ ମଧ୍ୟ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଆଜି ବଡି ଭୋରୁ ବିଭିନ୍ନ ଶୈବପୀଠଗୁଡିକର…

ମହିଳା ଟି-୨୦: ୧୫ ବର୍ଷିୟା ସେଫାଳୀ ବର୍ମାଙ୍କ ଦମଦାର୍ ବ୍ୟାଟିଂ, ଭାରତ ୧୦ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କଲା !

ସେଣ୍ଟଲୁସିଆ: କ୍ରିକେଟରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ଦଳ କମାଲ୍ କରୁଛନ୍ତି । ରବିବାର ଦିନ ନାଗପୁରଠାରେ ବାଂଲାଦେଶକୁ ପରାସ୍ତ କରି ଭାରତ ଟି-୨୦ ଶୃଙ୍ଖଳା ହାତେଥିବା ବେଳେ ଏବେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ମହିଳା ଭାରତୀୟ ଦଳ ଦିନିକିଆ ସିରିଜ୍ ଜିତିବା ପରେ ଏବେ ଟି-ଟ୍ୱେଣ୍ଟିରେ ବିଜୟ…

ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୧ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ଅନେକ ଦିନଧରି ଅଭିଯୁକ୍ତ ଅଜୟ ବାଗ ସମ୍ପୃକ୍ତ କଲେଜ ଛାତ୍ରୀଙ୍କୁ ପିଛା କରିବା ସହ ହଇରାଣ ହରକତ ମଧ୍ୟ କରୁଥିଲେ । ଗତ ରାତିରେ…

ପ୍ରବାସୀ ଓଡିଆ ବ୍ରହ୍ମା ମହାନ୍ତି ହେଲେ ବ୍ରିିଟିଶ ସାଂସଦ ପ୍ରାର୍ଥୀ

ଲଣ୍ଡନ: ୟୁନାଇଟେଡ୍ କିଙ୍ଗଡମ୍(ୟୁକେ)ରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନ ଲଢିବାକୁ ଯାଉଛନ୍ତି ଭାରତର ମୂଳ ବାସିନ୍ଦା ବ୍ରହ୍ମା ମିହିର ମହାନ୍ତି । ଆସନ୍ତା ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଲେବର୍ ପାର୍ଟି ପକ୍ଷରୁ ଦକ୍ଷିଣ ପୂର୍ବ ଇଂଲଣ୍ଡର ଏକ…

ପୂର୍ବତନ ନିର୍ବାଚନ କମିଶନର ଟିଏନ୍ ଶେଷାନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ ନିର୍ବାଚନ କମିଶନର(ସିଇସି) ଟିଏନ୍ ଶେଷନଙ୍କ ଚେନ୍ନାଇସ୍ଥିତ ବାସଭବନରେ ରବିବାର ଦିନ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ ୧୦ତମ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ଦାୟିତ୍ୱ ନିର୍ବାହ କରିଥବଲେ । ଆହୁରି ମଧ୍ୟ ସ୍ୱର୍ଗତଃ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୧-୧୧-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୧୧ ରିଖ ସୋମବାର ତୁଳା ୨୫ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-:…

ଚାହରଙ୍କ ହ୍ୟାଟ୍ରିକ ସହ ବୋଲରଙ୍କ ଘାତକ ବୋଲିଂ; ବାଂଲାଦେଶକୁ ୩୦ ରନରେ ପରାସ୍ତ କରି ଭାରତ ସିରିଜ୍ ବିଜୟୀ…

ନାଗପୁର: ଭାରତୀୟ ବୋଲରଙ୍କ ଘାତକ ବୋଲିଂ ପ୍ରଦର୍ଶନରେ ବାଂଲାଦେଶ ଧରାଶାୟୀ ହୋଇପଡ଼ିଛି । ଦୀପକ ଚାହରଙ୍କ ଚମତ୍କାର ହ୍ୟାଟ୍ରିକ ଭାରତର ବିଜୟକୁ ଅଧିକ ମଜବୁତ କରିପାରିଛି । ଭାରତ ନାଗପୁରଠାରେ ଖେଳାଯାଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ବାଂଲାଦେଶ ଦଳକୁ ୩୦ ରନରେ ପରାସ୍ତ କରି ଶୃଙ୍ଖଳା…

ରାମଜନ୍ମଭୂମି ବିବାଦରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କ’ଣ କହିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଜାଣନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର: ଶ୍ରୀରାମ ଜନ୍ମଭୂମି ସଂପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିଷ୍ପତ୍ତିକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ୱାଗତ କରିବା ସହିତ ଏହା ଦେଶର ଜନସାଧାରଣଙ୍କ ଭାବନା, ଆସ୍ଥା ଏବଂ ଶ୍ରଦ୍ଧାପ୍ରତି ଏକ ସମ୍ମାନ ବୋଲି ସରସଂଘଚାଳକ ଡ.ମୋହନ ଭାଗବତ ସାମ୍ବାଦିକ ସମ୍ମିଳନୀରେ…