Latest Odisha News

BREAKING NEWS

Yearly Archives

2019

୧୦୦ ଯାତ୍ରୀ ନେଇ ଯାଉଥିବା ବିମାନ କାଜାକସ୍ତାନରେ ଦୁର୍ଘଟଣାଗସ୍ତ

ନୂଆଦିଲ୍ଲୀ: ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେକ୍ ଏୟାରର ଏକ ବିମାନ ଶୁକ୍ରବାର ଦିନ କାଜାକସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

‘ହାପି ବାର୍ଥ ଡେ’ ଭାଇଜାନ ସଲମାନ; ୫୪ ବର୍ଷରେ ପଦାର୍ପଣ କଲେ

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ୍ ଆଜି ୫୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲେ । ସଲମାନ ଖାନଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନଙ୍କ ପାଖରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ନିକଟ…

ଭିଜିଲାନ୍ସ ଜାଲରେ ଫସିଲେ ବନଅଧିକାରୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରେଞ୍ଜ ଅଧିନରେ କାର୍ଯ୍ୟରତ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗୁରୁବାର ଦିନ ତାଙ୍କ ଘରେ ଚଢାଉ କରିଛି । ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ବାଲିଗୁଡା ଘର ସମେତ ଅନ୍ୟ ସ୍ଥାନରେ…

ଓଡିଶା ଗସ୍ତରେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଓଡିଶା ଗସ୍ତରେ ଶୁକ୍ରବାର ଦିନ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ଆଉ କିଛିସମୟ ପରେ ଉପରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗିରରେ ପହଞ୍ଚିବେ। ସେଠାରୁ ସେ ବଲାଙ୍ଗିରର ବରନିକଣାରେ ନିର୍ମିତ ବିପିଏସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବା…

ନୂଆବର୍ଷରେ ବୁଲିଯାଆନ୍ତୁ ଓଡ଼ିଶାର ଏହିସବୁ ଦର୍ଶନୀୟ ସ୍ଥାନ

ଭୁବନେଶ୍ୱର: ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୭-୧୨-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୨୭ ରିଖ ଶୁକ୍ରବାର ଧନୁ ୧୨ଦିନ ପୌଷ ମାସ ଶୁକ୍ଳ ପକ୍ଷ ପ୍ରତିପଦା ଭୁକ୍ତ ଦ୍ବିତୀୟା ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ…

୨୦୨୦ ମ୍ୟାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ଲାଗି କୌଣସି ସ୍କୁଲରେ ନାହିଁ ଡ଼ିଜିଟାଲ୍ ଲକର୍ !

କଟକ/ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ସମେତ ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ର ଲାଗି ବିଭିନ୍ନ ସୁରକ୍ଷାଜନିତ ପଦକ୍ଷେପମାନ ଗ୍ରହଣ କରାଯାଉଛି । ରାଜ୍ୟ ସରକାର ଏବେ ଶିକ୍ଷାର ମାନବୃଦ୍ଧି ଲାଗି ମଧ୍ୟ ଶତ ଚେଷ୍ଟିତ । ମାଟ୍ରିକ ପରୀକ୍ଷାରେ ସ୍ୱଚ୍ଛତା ଲାଗି ଗଣଶିକ୍ଷା…

ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ: ନବୀନ

ଭୁବନେଶ୍ୱର: ଦୁଇ ଦଶନ୍ଧୀର ରାଜନୈତିକ ଜୀବନ ମଧ୍ୟରେ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ବିଜୁ ଜନତା ଦଳର ଭବିଷ୍ୟତ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ । ବିଜେଡ଼ି ଏକ ଜନ ଆନେ୍ଦାଳନ, ଏହି ଦଳ ରହିବା ଲାଗି…

ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ହେଲା ‘ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ’

ଭୁବନେଶ୍ୱର: ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଏକ ଅନନ୍ୟ ଘଟଣା । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହାୟତାରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ଉଦ୍‍ଘାଟନୀ ଉତ୍ସବ ରବିନ୍ଦ୍ର ମଣ୍ଡପଠାରେ ଏକ…

ଆଳୁ ଓ ପିଆଜ ଦର ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କ ଦୃଢ ପଦକ୍ଷେପ

ଭୁବନେଶ୍ୱର: ପିଆଜ ଓ ଆଳୁ ଏବେ ରୋଷେଇଘରୁ ଉଭାନ୍ ହୋଇଯାଇଛି କହିଲେ ଚଳେ । କାରଣ ପିଆଜ ଓ ଆଳୁ ପରି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ଖାଉଟୀ ଅନେକ ଦିନ ଧରି ହନ୍ତସନ୍ତ ହେବାରେ ଲାଗିଛନ୍ତି । ଏହି ଦରବୃଦ୍ଧିର ନିୟନ୍ତ୍ରଣ ଲାଗି ଓଡ଼ିଶା ସରକାର ଦୃଢ ପଦକ୍ଷେପ…