Latest Odisha News

BREAKING NEWS

Yearly Archives

2019

‘ୱାନ ପ୍ଲସ’ର ନୂଆ ସ୍ମାର୍ଟଫୋନ କନସେପ୍ଟ ୱାନ; ଜାନୁଆରୀ ୭ ରେ ହେବ ଲଞ୍ଚ

ମୁମ୍ବାଇ: ମୋବାଇଲ ଫୋନ ନିର୍ମାତା କମ୍ପାନୀ ୱାନ ପ୍ଲସର ନୂଆ ସ୍ମାର୍ଟଫୋନ 'କନସେପ୍ଟ ୱାନ' ଲଂଚିଙ୍ଗ ପ୍ରସ୍ତୁତି ରେ ଅଛି | କମ୍ପାନୀ ଏଥିପାଇଁ ଟ୍ରିଜର ଜାରିକରିଛି | ନିକଟରେ ୱାନ ପ୍ଲସ ଘୋଷଣା କରିଛି ଯେ ୭ ଜାନୁଆରୀ କୁ ଲାସ ବେଗସ ରେ କମ୍ୟୁଟର ଇଲେକ୍ଟ୍ରୋନିକସ ସୋ ସିଇଏସ ୨୦୨୦ ରେ ଏହା…

ଗାନ୍ଧି ଓ ଗୋପବନ୍ଧୁଙ୍କ ଆଦର୍ଶ ଆଜି ବି ପ୍ରାସଙ୍ଗିକ: ପ୍ରତିଭା ରାୟ

ଭୁବନେଶ୍ୱର: ରାଜଧାନୀସ୍ଥିତ ପାନ୍ଥନିବାସ କଳିଙ୍ଗ ସଭାଗୃହରେ ନିମାପଡ଼ା ସାହିତ୍ୟ ସଂସଦର ୬ଷ୍ଠ ଜାତୀୟ ସାହିତ୍ୟୋତ୍ସବ ପାଳିତ ହୋଇଯାଇଛି । ବିଶିଷ୍ଟ ସମାଲୋଚକ ପ୍ରଫେସର ଡକ୍ଟର ବସନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ଲେଖିକା ଜ୍ଞାନପୀଠ ଚୟନ ସମିତିର…

ଦଶକର ଶ୍ରେଷ୍ଠ କ୍ରିକେଟ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଲେ କୋହଲୀ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ୱିଜଡନ ଦଶକର ଶ୍ରେଷ୍ଠ ୫ଜଣ ଖେଳାଳିଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ୪ଜଣ ଖେଳାଳି ହେଲେ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ, ଡେଲ ଷ୍ଟେଇନ ,…

ଆଇଏମଏସ ଓ ସମ୍ ହସ୍ପିଟାଲ୍ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସମ୍ମାନିତ

ନୂଆଦିଲ୍ଲୀ: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲକୁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ଏଠାରେ ସିକ୍ସ ସିଗ୍ମା ହେଲ୍ଥକେୟାର ଏକ୍ସିଲେନ୍ସ ଆୱାଡ - ୨୦୧୯ ରେ ସମ୍ମାନିତ କରାଯାଇଛି ।…

ଆଇଏସଏଲ୍ ଲାଗି କଳିଙ୍ଗ ଷ୍ଟାଡ଼ିୟମ ପ୍ରସ୍ତୁତ; ଏଥର ଘରୋଇ ମାଟିରେ ଖେଳିବ ଓଡ଼ିଶା ଏଫସି !

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଓଡ଼ିଶା ଏଫ୍ସି ପ୍ରଥମ ଥର ପାଇଁ ହିରୋ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ମ୍ୟାଚ୍ ଖେଳିବାକୁ ଯାଉଛି । ଆସନ୍ତା ୨୭ ତାରିଖ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ରେ ଘରୋଇ ଓଡ଼ିଶା ଏଫ୍ସି ଏବଂ ଜାମ୍ସେଦ୍ପୁର ଏଫ୍ସି ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ ।…

ଜାଣନ୍ତୁ, ଏହିସବୁ ବଲିଉଡ୍ ସୁନ୍ଦରୀଙ୍କ ସହ ଅଣ୍ଡରୱାର୍ଲ୍ଡ ଡନଙ୍କ ପ୍ରେମ ସମ୍ପର୍କ !

ମୁମ୍ବାଇ: ବଲିଉଡ ଓ ଅଣ୍ଡରୱାର୍ଲ୍ଡ ଅଙ୍ଗାଙ୍ଗୀଭାବେ ଜଡିତ କହିଲେ ଭୁଲ ହେବ ନାହିଁ । ଅଫିିସିଆଲ ବଡ ବଡ ପ୍ରଡ୍ୟୁସରମାନେ ରାଜି ହେଉ ନ ଥିଲେ ମଧ୍ୟ ବଲଉଡ ଫିଲ୍ମରେ ଡନଙ୍କ ପଇସା ଲାଗେ । ଏହାର ଫାଇଦା ମଧ୍ୟ ସେମାନେ ପାଆନ୍ତି । କାରୋବାର ଭିତରେ ଯଦି କୌଣସି ଡନ୍ର ଆଖି ସୁନ୍ଦରୀ ଅଭିନେତ୍ରୀଙ୍କ…

୨୦୨୦ ପେସଙ୍କ ଟେନିସ କ୍ୟାରିୟରର ହେବ ଶେଷ ବର୍ଷ !

ନୂଆଦିଲ୍ଲୀ: ଭାରତର ମହାନ ଖେଳାଳି ଶ୍ରେଣୀରେ ସାମିଲ ଲିଆଣ୍ଡର ପେସ୍ ୨୦୨୦ ତାଙ୍କ ଟେନିସ କ୍ୟାରିୟରର ଶେଷ ବର୍ଷ ହେବ ବୋଲି କହିଛନ୍ତି । ଏହା ପରେ ୪୫ ବର୍ଷୀୟ ଏହି ଭେଟେରାନ ଖେଳାଳି ଅବସର ନେଇଯିବେ । କ୍ରିସମାସ ଅବସରରେ ସେ ଏହା ଘୋଷଣା କରିଛନ୍ତି । ପେସ୍ ଅନ୍ତର୍ଜାତୀୟ କ୍ୟାରିୟରରେ ୧୮…

ଗ୍ରାହକଙ୍କ ଲାଗି ବିଏସଏନଏଲର ନୂଆବର୍ଷ ଅଫର, ଜାଣନ୍ତୁ କେତେ ରହିଛି ପ୍ୟାକ୍

ନୂଆଦିଲ୍ଲୀ: ନବବର୍ଷ ଲାଗି ଘରୋଇ ଟେଲିକମ୍ କମ୍ପାନୀ ଗୁଡିକ ନିଜ ନିଜର ପ୍ଲାନ୍ ଜାରି କଲାପରେ ଏବେ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ମଧ୍ୟ ପ୍ରିପେଡ୍ ଯୋଜନା ଲାଗି ଆକର୍ଷଣୀୟ ଅଫର ଆଣିଛି । ନୂଆ ପ୍ଲାନ୍ ଅନୁଯାୟୀ ବିଏସଏନଏଲ ତା’ର ବାର୍ଷିକ ଯୋଜନାର ଅବଧି ପ୍ରାୟ ୬୦ଦିନ ବଢାଇଦେଇଛି ।…

ରାଜଧାନୀରେ ଗିରଫ ହେଲେ ବେଆଇନ୍ ଭାବେ ରହୁଥିବା ଦେହଜୀବୀ

ଭୁବନେଶ୍ୱର: ରାଜଧାନୀରେ ବିନା କାଗଜପତ୍ରରେ ବେଆଇନ ଭାବେ ରହୁଥିବା ଅଭିଯୋଗରେ ଜଣେ ବାଂଲାଦେଶୀ ଦେହଜୀବୀ ଗିରଫ ହୋଇଛି । ଏବେ ଏନଆରସିକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପୋଲିସ…

ପୁରୀ ଲାଗି ଜରୁରୀକାଳୀନ ପାଣ୍ଠିରୁ ଓଡିଶା ସରକାର ଉଠାଇଲେ ୩୦୦ କୋଟି

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରର ଆଖପାଖ ଅଞ୍ଚଳର ବିକାଶ ତଥା ଭୂମି ଅଧିଗ୍ରହଣ କରି ଆକର୍ଷଣୀୟ ଭାବେ ଏକ ଐତିହ୍ୟ ସୁରକ୍ଷାବଳୟ ତିଆରି କରିବା ଲାଗି ଓଡିଶା କଣ୍ଟିଜେନ୍ସି ପାଣ୍ଠି (ଓସିଏଫ) ତଥା ଜରୁରୀକାଳୀନ ପାଣ୍ଠିରୁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା ଉଠାଇଛନ୍ତି । ଏହି ବିକାଶମୟ…