Latest Odisha News

BREAKING NEWS

Yearly Archives

2019

ଐତିହ୍ୟ ସହର ହେବ ଏକାମ୍ରକ୍ଷେତ୍ର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରର ଏକାମ୍ରକ୍ଷେତ୍ର ବା ଓଲ୍ଡ ଟାଉନ ଅଞ୍ଚଳକୁ ଐତିହ୍ୟ ସହର ଭାବରେ ପରିଣତ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟସରକାର । ଏଥିପାଇଁ ରାଜ୍ୟସରକାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଟିମ ଗଠନ କରିଛନ୍ତି । ରାଜ୍ୟ…

ମୁକ୍ତିଲାଭ କଲା ଚଳଚ୍ଚିତ୍ର ‘ବାଳ’; ପ୍ରଥମ ଦିନରେ ଚନ୍ଦାଙ୍କ ପାଇଁ ମାଗଣା ଏଣ୍ଟ୍ରି

କଟକ/ଭୁବନେଶ୍ୱର: ଚନ୍ଦା ସିନେପ୍ରେମୀଙ୍କ ପାଇଁ ଖୁସି ଖବର । ଆଜି ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା "ବାଳ- ଦ ରିଦିମ ଅଫ ଲାଇଫ" କୁ ଚନ୍ଦା ଲୋକମାନ ଶୁକ୍ରବାର ଦିନ ଏହାର ନିର୍ମାତା ମାନଙ୍କ ସହ ବସି ମାଗଣାରେ କଟକର ଜୟଶ୍ରୀ ଟକିଜ ଠାରେ ଦେଖିବାର ଆୟୋଜନ କରାଯାଇଥିଲା । ତରଙ୍ଗ ସିନେ…

ବଦଳିଲା କୋଣାର୍କ ସୂର୍ଯ୍ୟମନ୍ଦିରରେ ପ୍ରବେଶ ସମୟ

କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରରେ ପ୍ରବେଶ ତଥା ଲାଇଟ୍ ଆଣ୍ଡ ଶୋ’ ଦେଖିବାର ସମୟସୀମାରେ ଶୁକ୍ରବାର ଦିନଠାରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସୂଚନାନୁଯାୟୀ ଏହି ମନ୍ଦିରରେ ପ୍ରବେଶ ସମୟ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିଛି । ପରବର୍ତ୍ତୀ ସମୟରେ ରାତି ପ୍ରାୟ ୭ଟା ବେଳକୁ…

ଯାଜପୁର ପିଇଓ ମୃତ୍ୟୁ ଘଟଣା: ସୁରକ୍ଷା ନମିଳିଲେ ଘର ଛାଡ଼ିବେ ପରିବାରବର୍ଗ

ଭୁବନେଶ୍ୱର: ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ବିବାଦ ଥମିବାର ନାଁ ନେଉନାହିଁ । ଏହାକୁ ନେଇ ରାଜ୍ୟ ରାଜନୀତି ଏକପ୍ରକା ଉଷ୍ଣ ହୋଇଉଠିଛି । ଏଭଳି ସ୍ଥିତିରେ ସ୍ମିତାରାଣୀଙ୍କ ପରିବାର ଲୋକେ ନିଜ ପୈତୃକ ବାସଗୃହ ଛାଡ଼ି ଅନ୍ୟତ୍ର ଚାଲିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।…

ଇନ୍ଦିରାଗାନ୍ଧୀ ବିମାନ ବନ୍ଦରରୁ ଆରଡିଏକ୍ସ ଜବତ !

ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ବିମାନ ବନ୍ଦରରୁ ସନ୍ଦେହଜନକ ଭାବେ ଶୁକ୍ରବାର ଏକ ବ୍ୟାଗ୍ ଜବତ କରାଯାଇଛି । ସେଥିରେ ବିପୁଳ ପରିମାଣର ବିସ୍ଫୋଟକ ସାମଗ୍ରୀ ରହିଥିବା ନେଇ ଆଶଙ୍କା କରାଯାଉଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶୁକ୍ରବାର ଭୋର୍ ପ୍ରାୟ ୩ଟାରେ ଏହି…

ସ୍ଥଗିତ ରହିଲା ହାଇକୋର୍ଟ ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ଓଡିଶା ହାଇକୋର୍ଟ ବାର ଆସୋସିଏସନ ବୈଠକ ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଗଣମାଧ୍ୟମକୁ ସୂଚନା ଦେଇ ଆସୋସିଏସନ ସଭାପତି ଗୋପାଳ କୃଷ୍ଣ ମହାନ୍ତି କହିଛନ୍ତି ଯେ, ନଭେମ୍ବର ୪ ତାରିଖରୁ କ ହାଇକୋର୍ଟର ସମସ୍ତ ଆଇନଜୀବୀ କାର୍ଯ୍ୟରେ ଯୋଗଦେବେ।…

‘ବାଲିଯାତ୍ରା’କୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା। ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଲୋକସେବା ଭବନରେ ଆୟୋଜିତ ହୋଇଥିବା ଏକ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ…

ପ୍ରଧାନଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର ଆହତ !

ଝାରସୁଗୁଡା: ସରକାର ବିଦ୍ୟାଳୟ ଗୁଡିକୁ ଦଣ୍ଡ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଥିବା ବେଳେ ଝାରସୁଗୁଡା ଜିଲ୍ଲା ବାଲିଜୋରି ନୋଡାଲ୍ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ପ୍ରଧାନଶିକ୍ଷକ ମାଡ ମାରିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।…

ନଭେମ୍ବର ୬ରେ ଓଡିଶା ଆସୁଛନ୍ତି ପ୍ରସିଦ୍ଧ ସମାଜସେବୀ ଆନ୍ନା ହଜାରେ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୬ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରସିଦ୍ଧ ସମାଜସେବୀ କିଶାନ ବାବୁରାଓ ହଜାରେ। ଯିଏକି ଆନ୍ନା ହଜାରେ ନାମରେ ସୁପରିଚିତ । ଗଣମାଧ୍ୟମକୁ ସୂଚନା ଦେଇ ଶୁକ୍ରବାର ନବ ନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, "ଆନ୍ନା ହଜାରେ ଓଡିଶା…

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ – ମହାତ୍ମା ଓ କବିଗୁରୁଙ୍କ ବିତର୍କ

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ - ମହାତ୍ମା ଓ କବିଗୁରୁଙ୍କ ବିତର୍କ କେଦାର ମିଶ୍ର ସ୍ୱାଧୀନତା ଆନ୍ଦୋଳନ ସମୟରେ କେବଳ ଏକ ରାଜନୈତିକ ସଂଘର୍ଷ ଆମେ କରିନଥିଲୁ । ସ୍ଵାଧୀନତା ଆନ୍ଦୋଳନ ସହିତ ଦେଶର ବିଭିନ୍ନ ପ୍ରାନ୍ତରରେ ଏକ ବୌଦ୍ଧିକ ମନ୍ଥନ ମଧ୍ୟ ସମାନ୍ତରାଳରେ ଚାଲିଥିଲା । ଏହି…