ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର୍ସ: ୧୮ ଜଣିଆ ଭାରତୀୟ ଦଳରେ ସାମିଲ୍ ହେଲେ ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା
ଭୁବନେଶ୍ୱର: ଉଦୀୟମାନ ଡ଼ିଫେଣ୍ଡର୍ ତଥା ଓଡ଼ିଆ ହକି ତାରକା ବିରେନ୍ଦ୍ର ଲାକ୍ରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ କ୍ୱାଲିଫାୟର୍ସ ମ୍ୟାଚ ଲାଗି ଭାରତୀୟ ୧୮ ଜଣିଆ ଦଳରେ ସାମିଲ୍ ହୋଇଛନ୍ତି ।
ଭାରତୀୟ ଦଳର ଡ୍ରାଗ୍ ଫ୍ଲିକର୍ ସ୍ପେଶାଲିଷ୍ଟ ତଥା…