ମୋଷ୍ଟ୍ ୱାଣ୍ଟେଡ ପଥର ମାଫିଆ ମହମ୍ମଦ ତବରେଜ୍ କୋଲକାତା ଏୟାରପୋର୍ଟରୁ ଗିରଫ
ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ମୋଷ୍ଟ ୱାଣ୍ଟେଡ୍ ପଥର ମାଫିଆ ମହମ୍ମଦ ତବରେଜକୁ କୋଲକାତା ଏୟାରପୋର୍ଟରୁ ମଙ୍ଗଳବାର ଦିନ ଗିରଫ କରିଛି ।
ଏହି ପଥର ମାଫିଆ ତବରେଜ୍ ଥାଇଲାଣ୍ଡକୁ ଖସି ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ କୌଣସି ସୂତ୍ରରୁ ଖବରପାଇ…