ଶ୍ରୀଜଗନ୍ନାଥ ମନ୍ଦିର ସ୍ୱର୍ଣ୍ଣାଳଙ୍କାର ଗଣନା ଲାଗି ଦାବି କଲା ବିଜେପି
ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରରେ ଶ୍ରୀଜୀଉମାନଙ୍କ ଲାଗି ଗଚ୍ଛିତ ଥିବା ସ୍ୱର୍ଣ୍ଣାଳଙ୍କାର ଗଣନା ଲାଗି ମଙ୍ଗଳବାର ଦିନ ଓଡ଼ିଶା ସରକାରଙ୍କୁ ଦାବି କରିଛି ବିଜେପି ।
ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ମାଧ୍ୟମରେ ବରିଷ୍ଠ ବିଜେପି ନେତା ତଥା…