ନାରୀ ନିର୍ଯ୍ୟାତନା: ଦେଶରେ ଓଡ଼ିଶାର ସ୍ଥାନ ଦ୍ଵିତୀୟ
ନୂଆଦିଲ୍ଲୀ: ଓଡ଼ିଶାରେ ନାରୀ ଅସୁରକ୍ଷିତ ।ଦେଶରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ବିଭିନ୍ନ ଅପରାଧର ତାଲିକାର ଟପ ୧୦ରେ ଓଡିଶା । ନ୍ୟାସନାଲ କ୍ରାଇମ ରେକର୍ଡ଼ ବ୍ୟୁରୋ(ଏନସିଆରବି) ପକ୍ଷରୁ ପ୍ରକାଶିତ 'କ୍ରାଇମ ଇଣ୍ଡିଆ-୨୦୧୭' ତଥ୍ୟରୁ ଏହି କଥା ଜଣା ପଡ଼ିଛି ।
ଏଥିରେ ପ୍ରକାଶିତ ତଥ୍ୟ…