ହ୍ଵାଟସଆପରେ କିପରି ପଠାଇବେ କ୍ରିସମାସ ଷ୍ଟିକର, ଜାଣନ୍ତୁ
ଭୁବନେଶ୍ୱର: କ୍ରିସମାସ ଅବସରରେ ହ୍ଵାଟ୍ସଆପରେ ବନ୍ଧୁମାନେ ନାନା ରକମର କ୍ରିସମାସ ଷ୍ଟିକର ପଠାଉଥିବା ଦେଖିଥିବେ । ତେବେ ଆପଣ ମଧ୍ୟ ଏହିଭଳି ଷ୍ଟିକର କିପରି ନିଜ ପ୍ରିୟଜନଙ୍କ ନିକଟକୁ ପଠାଇବେ ଜାଣନ୍ତୁ..
୧. ପ୍ରଥମେ ନିଜ ଫୋନର ଗୁଗୁଲ ପ୍ଲେ ଷ୍ଟୋରକୁ ଖୋଲନ୍ତୁ । ସେଠାରେ ସର୍ଚ୍ଚ କରନ୍ତୁ…