ନଦୀକୁ ଡ଼େଇଁ ଆତ୍ମହତ୍ୟା କରିବା ଘଟଣା: ପୋଲିସ ଦ୍ୱାରା ମୃତଦେହ ଉଦ୍ଧାର
ଭୁବନେଶ୍ୱର: କାଠଯୋଡ଼ି ନଦୀରେ ଅକ୍ଟୋବର ୯ରେ ଜଣେ ବ୍ୟକ୍ତି ଡ଼େଇଁ ପଡ଼ିଥିଲେ ଏବଂ ସେହିଦିନଠାରୁ ତାଙ୍କର ପତ୍ତା ମିଳୁନଥିଲା । ନଦୀରୁ ଆଜି ପୋଲିସ ତାଙ୍କର ମୃତଦେହ ଉଦ୍ଧାର କରିଛନ୍ତି ।
ପତ୍ନୀଙ୍କ ସହିତ ମନୋମାଳିନ୍ୟ ହେବା ଯୋଗୁଁ ନିଆଳି ଅନ୍ତର୍ଗତ କରଞ୍ଜ ଗ୍ରାମର ଦେବବ୍ରତ ମହାପାତ୍ର…