Latest Odisha News

BREAKING NEWS

Yearly Archives

2019

ଜମ୍ମୁ-କାଶ୍ମୀରରେ ଆଜିଠୁ ସକ୍ରିୟ ହେଲା ପୋଷ୍ଟପେଡ୍ ଫୋନ୍ ସେବା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଏବେ ଧିରେ ଧିରେ କଟକଣା ଅପସାରଣ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ସୋମବାର ଠାରୁ କାଶ୍ମୀର ଉପତ୍ୟକାର ସମସ୍ତ ଜିଲ୍ଲାଗୁଡ଼ିକରେ ବନ୍ଦ କରାଯାଇଥିବା ପୋଷ୍ଟପେଡ୍ ସୁବିଧା ପୁନର୍ବାର ସକ୍ରିୟ ହୋଇଛି । ମୋବାଇଲରେ ଏହି ପୋଷ୍ଟପେଡ୍…

୫ଟି ରାଜ୍ୟରେ ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ: ଏନଆଇଏ ମୁଖ୍ୟ

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ଜାମାତ୍ ଉଲ୍ ମୁଜାହିଦ୍ଦିନ ତଥା ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ହେଉଥିବା ନେଇ ସୋମବାର ଦିନ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି(ଏନଆଇଏ)ର ମୁଖ୍ୟ ୱାଇସି ମୋଦି ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବୈଠକରେ ଏନଆଇଏର ମୁଖ୍ୟ ଏଭଳି…

ଦରମା ବୃଦ୍ଧି ଦାବିରେ ହାଲ୍ କର୍ମଚାରୀଙ୍କ ଧାରଣା

କେରାପୁଟ: କୋରାପୁଟ ଜିଲ୍ଲା ସୁନାବେଡା ନିକଟସ୍ଥ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲି. (ହାଲ୍)ର ଶତାଧିକ କର୍ମଚାରୀ ବେତନ ବୃଦ୍ଧି ତଥା ଅନ୍ୟାନ୍ୟ ଦାବି କରି ଆଜିଠାରୁ ଅନିଶ୍ଚିତକାଳ ଯାଏଁ ଧାରଣାରେ ବସିଛନ୍ତି । ଅଲ୍ ଇଣ୍ଡିଆ ଏଚଏଏଲ୍ ଟ୍ରେଡ୍ ୟୁନିୟନ୍ ଦ୍ୱାରା ଆହ୍ୱାନ କରାଯାଇଥିବା ଏହି…

ଅଭିନବ କାର୍ଯ୍ୟକ୍ରମ ‘ଥିଲେ ଦିଅ, ନ’ଥିଲେ ନିଅ’; ଉପକୃତ ହେଲେ ଗରିବ ଜନସାଧାରଣ

ଟିକିରି: ରାୟଗଡା ଜିଲ୍ଲା ଟିକିରି ଗ୍ରାମ ପ୍ରାଥମିକ ବିଦ୍ୟାଲୟ ସମୁଖରେ ଶୁକ୍ରବାର ଦିନ ଟିକିରି ବିକାଶ ପରିଷଦ ପକ୍ଷରୁ ଥିଲେ ଦିଅ, ନଥିଲେ ନିଅ କାର‌୍ୟ୍ୟକ୍ରମ ର ଶୁଭାରମ୍ଭ ହୋଇଛି । ଏଥିରେ ଟିକିରି ଥାନାଧିକାରୀ ସୁଜ୍ଞାନୀ ସାହୁ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ । ଟିକିରି ଅଂଚଳର…

ସିଡିଏମଓଙ୍କ ନିଲମ୍ବନକୁ ବିଜେପିର ବିରୋଧ, ୬ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା

ସୁନ୍ଦରଗଡ: ‘ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା କରିଥିବା ଦର୍ଶାଇ ଓଡିଶା ସରକାର ଗତ ରବିବାର ଦିନ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ (ସିଡିଏମଓ) ପଙ୍କଜ ପଟେଲଙ୍କୁ ନିଲମ୍ବିତ କରିଥିଲେ । ଯାହାକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ୬ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା…

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଲାଗି ହବିଷ୍ୟାଳୀଙ୍କ ଭିଡ଼

ପୁରୀ/ଭୁବନେଶ୍ୱର: ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସକୁ ସବୁଠୁ ପବିତ୍ର ମାସ ଭାବେ ବିବେଚନା କରାଯାଇଥାଏ । ସେହି ପରିପ୍ରେକ୍ଷୀରେ ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ ଏବଂ ହବିଷ୍ୟାଳୀମାନେ ଆରମ୍ଭ କରିଛନ୍ତି ବ୍ରତ । ପୁରୀ ଶ୍ରୀମନ୍ଦିରର ଆଖପାଖ ଅଞ୍ଚଳରେ ଶ୍ରୀଜୀଉଙ୍କ…

ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟର ବାର୍ଷିକୋତ୍ସବ: ଓଡ଼ିଶୀ ନୃତ୍ୟର ତାଳରେ ଝୁମିଲେ ଦର୍ଶକ…

ଭୁବନେଶ୍ୱର: ଶ୍ରୀରାଧା କଳାକୁଞ୍ଜ ଅନୁଷ୍ଠାନ ତରଫରୁ ୧୦ମ ବାର୍ଷିକ ଉତ୍ସବ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀରାଧା କଳାକୁଞ୍ଜ ଓଡ଼ିଶାର ଏକ ସୁପ୍ରତିଷ୍ଠିତ ଅନୁଷ୍ଠାନ ଯାହାର ମୁଖ୍ୟ ପ୍ରତିଷ୍ଠାତା ଗୁରୁ  ମିନତୀ ପ୍ରଧାନ। ଉକ୍ତ ସନ୍ଧ୍ୟରେ ବରେଣ୍ୟ ଅତିଥି ରୂପରେ…

ସଡକ ଦୁର୍ଘଟଣାରେ ୪ ଜାତୀୟସ୍ତରର ହକି ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ

ହୌଶଙ୍ଗାବାଦ: ମଧ୍ୟପ୍ରଦେଶର ହୌଶଙ୍ଗାବାଦ ଅଞ୍ଚଳରେ ସୋମବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ଜଣ ହକି ଖେଳାଳିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୧୦)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ବଲାଙ୍ଗିରରେ କଲରାପତରିଆ ବାଘ ଆତଙ୍କ

ଟିଟଲାଗଡ: ବଲାଙ୍ଗିର ଜିଲ୍ଲାର ସଇଁନ୍ତଲାସ୍ଥିତ ବଡମାଳ ଗୋଳାବାରୁଦ କାରଖାନା ନିକଟସ୍ଥ ଅଞ୍ଚଳରେ କଲରାପତିଆ ବାଘ ବିଚରଣ କରୁଥିବା ନଜରକୁ ଆସିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତ କିଛି ଦିନ ହେବ ଉକ୍ତ ଅଞ୍ଚଳରେ ଏକ କଲରାପତରିଆ ବାଘ…