Latest Odisha News
Yearly Archives

2019

ସୋମବାରଠୁଁ ପୋଷ୍ଟପେଡ୍ ଫୋନ ସୁବିଧା ପାଇପାରିବେ କାଶ୍ମୀରବାସୀ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଏବେ ଧିରେ ଧିରେ କଟକଣା ଅପସାରଣ ହେବାରେ ଲାଗିଛି । ଆସନ୍ତା ସୋମବାର ଠାରୁ କାଶ୍ମୀର ଉପତ୍ୟକାର ସମସ୍ତ ଜିଲ୍ଲାଗୁଡ଼ିକରେ ବନ୍ଦ କରାଯାଇଥିବା ପୋଷ୍ଟପେଡ୍ ସୁବିଧା ପୁନର୍ବାର ଉପଲବ୍ଧ ହେବ । ମୋବାଇଲରେ ଏହି ପୋଷ୍ଟପେଡ୍ ସୁବିଧା ପୁନର୍ବାର…

ନିର୍ଦ୍ଦେଶିକା ଭାବେ ଓଡ଼ିଆ ଝିଅ ଦେବମିତ୍ରାଙ୍କ ବଲିଉଡ଼ ଡ଼େବ୍ୟୁ; ୧୫ରେ ରିଲିଜ୍ ହେବ ଫିଲ୍ମ୍

ଭୁବନେଶ୍ବର: ବଲିଉଡରେ କମାଲ କଲେ ଓଡ଼ିଆ ଝିଅ ଦେବମିତ୍ରା ବିଶ୍ୱାଳ । ଅପକମିଙ୍ଗ ମୁଭି 'ମୋତିଚୁର୍‌ ଚଖ୍‌ନାଚୁର୍‌' ଜରିଆରେ ବଲିଉଡରେ ଡେବ୍ୟୁ କରିବେ ଦେବମିତ୍ରା । ଆସନ୍ତା ନଭେମ୍ବର ୧୫ ତାରିଖରେ ଏହି ସିନେମା ରିଲିଜ ହେବାକୁ ଥିବାବେଳେ ଶୁକ୍ରବାର ଏହାର ଟ୍ରେଲର ରିଲିଜ ହୋଇଛି ।…

ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ

ବରଗଡ଼: ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଶନିବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି । ଦଳରେ ତାଙ୍କପ୍ରତି ଉଦାସୀନତା ତଥା ହତାଦର ମନୋଭାବ ପ୍ରଦର୍ଶନ କରାଯାଇଥିବାରୁ ସେ ଦଳ ପରିତ୍ୟାଗ କରିଛନ୍ତି ବୋଲି…

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପାଖ ଫୁଟପାଥରେ ପ୍ରସବ କଲେ ମହିଳା

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥାର ତଦାରଖ କରିବା ପାଇଁ ଖୋଦ ସଚିବ ମାନେ ଜିଲ୍ଲାକୁ ଜିଲ୍ଲା ପରିଦର୍ଶନ କରୁଥିବା ବେଳେ ଶୁକ୍ରବାର ଦିନ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ପାଖ ଫୁଟପାଥରେ ଜଣେ ମହିଳାଙ୍କୁ ପ୍ରସବ କରାଇବା ପାଇଁ ବାଧ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୮)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

କଟକ ବଡ ମେଡିକାଲର କୋଠାରୁ ଡେଇଁ ରୋଗୀ ମୃତ

କଟକ: କଟକ ବଡ ମେଡିକାଲର ତିନି ମହଲା କୋଠାରୁ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ରୋଗୀ ଡେଇଁପଡି ଆତ୍ମହତ୍ୟା କରିଛନ୍ତି । ଏଯାବତ୍ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ରୋଗୀଙ୍କୁ ନିକଟରେ ହସ୍ପିଟାଲର ନୂଆ…

ପର୍ଯ୍ୟଟକଙ୍କୁ ପିଟିଲେ ନନ୍ଦନକାନନ କର୍ମଚାରୀ, ଭିଡିଓ ଭାଇରାଲ

ଭୁବନେଶ୍ୱର: ଆସାମରୁ ଆସିଥିବା ପର୍ଯ୍ୟଟକଙ୍କୁ ପିଟିଛନ୍ତି ନନ୍ଦନକାନନ କର୍ମଚାରୀ। ପିଟିପିଟି ପର୍ଯ୍ୟଟକଙ୍କୁ ଲହୁଲୁହାଣ କରିଦେଇଛନ୍ତି । ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ କରୁଛନ୍ତି । ଅନ୍ୟରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ 'ଅତିଥି ଦେବୋ ଭବଃ' ଭଳି…

ସମୁଦ୍ରରେ ବୁଡ଼ିଯାଉଥିବା ସାଙ୍ଗକୁ ନୂଆ ଜୀବନ ଦେଲେ ୧୪ ବର୍ଷର ବାଳକ !

କେନ୍ଦ୍ରାପଡ଼ା: ସମୁଦ୍ରରେ ବୁଡ଼ିଯାଉଥିଲେ ସାଙ୍ଗ, ନିଜ ଜୀବନକୁ ବାଜି ଲଗାଇ ପହଁରି ପହଁରି ନିଜ ବନ୍ଧୁଙ୍କୁ ଉଦ୍ଧାର କରିଛନ୍ତି ଜଣେ ୧୪ ବର୍ଷର ନାବାଳକ । ଜଣେ ନାବାଳକଙ୍କ ଦ୍ୱାରା ଅନ୍ୟ ଜଣଙ୍କ ଜୀବନ ରକ୍ଷା କରିବା ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଚର୍ଚ୍ଚାର ମୁଖ୍ୟ…

ମୋଦୀଙ୍କ ଆତିଥେୟତାରେ ମୁଁ ଅଭିଭୂତ, ଏହା ଦୁଇ ଦେଶର ସମ୍ପର୍କ ବୃଦ୍ଧିରେ ସହାୟକ ହେବ: ଜିନପିଙ୍ଗ

ଚେନ୍ନାଇ: ଭାରତକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଅନୌପଚାରିକ ଶିଖର ବୈଠକ ଏକପ୍ରକାର ସଫଳ ହୋଇଛି । ବିଶ୍ୱର ଏହି ଦୁଇ ବିଶିଷ୍ଟ ନେତାଙ୍କ ମଧ୍ୟରେ ସାକ୍ଷାତ ସଫଳ ହେବା ସହିତ ଭାରତର କୂଟନୈତିକ ବିଜୟ ଘଟିଛି ବୋଲି…

ମର୍ଣ୍ଣିଂୱାକରେ ଚାଲିବା ବେଳେ ବେଳାଭୂମି ସଫାକଲେ ମୋଦୀ !

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାମିଲନାଡୁର ମମଲ୍ଲାପୁରମରେ ତାଜ ଫିସରମ୍ୟାନ କାଭ୍ ରିସର୍ଟ ଆଣ୍ଡ ସ୍ପା ବାହାରେ ଥିବା ସମୁଦ୍ର  ବେଳାଭୂମିରୁ ଅଳିଆ ଉଠାଇଛନ୍ତି। ମାମଲାପୁରମର ସମୁଦ୍ର ବେଳାଭୂମିରେ ପ୍ରାତଃଭ୍ରମଣ କରିବା ସମୟରେ ପ୍ରଧାନମନ୍ତ୍ରୀ ଆଜି ୩୦ ମିନିଟରୁ…