Latest Odisha News

BREAKING NEWS

Yearly Archives

2019

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୩)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ଗୁଜୁରାଟରେ ଭାଙ୍ଗିଲା ବ୍ରିଜ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗୁଜୁରାଟ: ଗୁଜୁରାଟର ଜୁନାଗଡ ଠାରେ ଅବସ୍ଥିତ ଏକ ପୋଲ୍ ରବିବାର ଦିନ କୌଣସିକାରଣ ବଶତଃ ଭାଙ୍ଗିଯାଇଥିଲା । ଯାହାକୁ ନେଇ ଦେଖଣାହାରୀଙ୍କ ମଧ୍ୟରେ ଅଚାନକ କିଛି ସମୟ ଲାଗି ଆତଙ୍କ ଖେଳିଯାଇଥିଲା । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୭-୧୦-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧ ୯ ମସିହା ସେପ୍ଟେମ୍ବର ମାସ ତା ୭ରିଖ ସୋମବାର କନ୍ୟା ୨୧ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ନବମୀ ଭୁକ୍ତ ଦଶମୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର…

ଅଲୋଡା ଶିଶୁ କନ୍ୟା, ଜଙ୍ଗଲରୁ ହେଲା ଉଦ୍ଧାର

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ଜଙ୍ଗଲରୁ ଗତକାଲି ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଜଙ୍ଗଲ ମଧ୍ୟରେ ଉକ୍ତ ଶିଶୁଟି କାନ୍ଦୁଥିବାର ସ୍ଥାନୀୟ ବାସିନ୍ଦାମାନେ ଶୁଣିବାକୁ ପାଇଥିଲେ । ପରେ ଏନେଇ ଗ୍ରାମବାସୀମାନେ…

ହ୍ରାସ ପାଇଲା ପେଟ୍ରୋଲ ଦର, ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର: ଲଗାଦାର ଚାରିଦିନ ହେବ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟୁଛି । ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଘଟିଛି । ବର୍ତ୍ତମାନ ଭୁବନେଶ୍ୱରେ ଲିଟର ପ୍ରତି ପେଟ୍ରୋଲ ଦର ୭୩.୦୮ ଟଙ୍କା ରହିଥିବାବେଳେ ଡିଜେଲ ଦର ଲିଟର ପ୍ରତି ୭୨.୦୮ ଟଙ୍କା…

ଧୂପକାଠି ଧୂଆଁ ହୋଇପାରେ କ୍ୟାନସରର କାରଣ !

ଭୁବନେଶ୍ୱର: ସାଧାରଣତଃ ଆମେ ଶୁଣିଥିବା ସିଗାରେଟ ଟାଣିଲେ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି କି ଆପଣ ଘରେ ଜାଳୁଥିବା ଧୂପକାଠିର ଧୂଆଁ ସମ୍ପର୍କରେ ? ଏହା ଆପଙ୍କ ଶରୀରକୁ କେତେ କ୍ଷତି ପହଞ୍ଚାଉଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଘରେ ହେଉ ଅବା…

ଘଟଗାଁ ପୀଠରେ ମହାଷ୍ଟମୀ; ଆଜି ମଧ୍ୟରାତ୍ରୀରେ ହେବ ଏହି ବିଶେଷ ଉପଚାର ପୂଜା

ଘଟଗାଁ: ପବିତ୍ର ମହାଷ୍ଟମୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ପୀଠ । ସମସ୍ତ ଶକ୍ତିପୀଠ ଗୁଡିକରେ ଆଜି ନବମୀ ପାଳନ ହୋଇଥିବା ବେଳେ ମା'ତାରିଣୀଙ୍କ ପୀଠରେ ପାଳନ କରାଯାଇଛି ମହାଷ୍ଟମୀ ପୂଜା । କଳିଯୁଗରେ ଦୁର୍ଗାଙ୍କ ଅବତାର କୁହାଯାଉଥିବା କରୁଣାମୟୀ…

ଘଡଘଡି ସହ ବର୍ଷା ଆଶଙ୍କା: ୧୬ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଦେବଗଡ,…

ଆଜିବି ବଞ୍ଚିଛନ୍ତି ମହିଷାସୁରର ବଂଶଜ, ଖୁସିରେ ନୁହେଁ ଶୋକରେ ପାଳନ କରୁଛନ୍ତି ଦଶହରା

ଭୁବନେଶ୍ୱର: ଦେଶର ପ୍ରାୟ ସମସ୍ତ ସ୍ଥାନରେ ଅତି ଆନନ୍ଦ ଉଲ୍ଲାସରେ ଦଶହରା ପର୍ବ ପାଳନ କରାଯାଏ । ନୂଆ ପୋଷାକ ଭିନ୍ନଭିନ୍ନ ଖାଦ୍ୟ ସାଙ୍ଗକୁ ବନ୍ଧୁବାନ୍ଧବ ମେଳରେ ଘର ଉଲ୍ଲସିତ ହୋଇଉଠେ । ମାଆଙ୍କ ସ୍ୱାଗତ ପାଇଁ ଖାଲି ମଣିଷ ନୁହେଁ ପ୍ରକୃତି ମଧ୍ୟ ତା'ର ରୂପର ପସରା ମେଲାଇ ଦେଇଥାଏ । ମାଆଙ୍କ…

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଓଡିଶା ଜଜ୍ ଇନ୍ଦ୍ରଜିତ ମହାନ୍ତି

ଜୟପୁର: ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ରବିବାର ଦିନ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପସ୍ଥିତିରେ ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର । ଶ୍ରୀ ମହାନ୍ତି ହେଉଛନ୍ତି ଓଡିଶା ହାଇକୋର୍ଟର…