Latest Odisha News

BREAKING NEWS

Yearly Archives

2019

ଏୟାର ଏସିଆର କ୍ୱାଲାଲୁମ୍ପୁର-ଭୁବନେଶ୍ୱର ବିମାନ ଚଳାଚଳ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: ମାଲେସିଆର ରାଜଧାନୀ କ୍ୱାଲାଲୁମ୍ପୁର ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏୟାର ଏସିଆର ସମୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି । ଏୟାର ଏସିଆ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୨୭ରେ ଏୟାର ଏସିଆର ଏକେ ୩୦ ବିମାନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ…

ନନ୍ଦନକାନନରେ ଅସୁସ୍ଥ ମାଈ ଜଳହସ୍ତୀର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନିକଟରେ ୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଚିଡ଼ିଆଖାନାରେ ଥିବା ଏକ ଜଳହସ୍ତୀର ମୃତ୍ୟୁ ଘଟିଛି । ପ୍ରାଣୀ ଉଦ୍ୟାନରେ ଥିବା ଏହି ଜଳହସ୍ତୀଟି ଗତ କିଛି ଦିନ ହେଲା ଅସୁସ୍ଥ ରହିଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି ।…

ଓଡ଼ିଶାର ୧୬ଟି ଖଣି ନିଲାମ କରିବାକୁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ୨୯ଟି ଖଣି ମଧ୍ୟରୁ ୧୬ଟି ଖଣି ଖୁବଶିଘ୍ର ନିଲାମ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଇତିମଧ୍ୟରେ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ୧୬ଟି ଖଣି ନିଲାମ କରିବାନେଇ ଟେଣ୍ଡର ଆହ୍ୱାନ କରିଛନ୍ତି । ସେଥିମଧ୍ୟରୁ ୯ଟି ଗ୍ରିନଫିଲଡ଼…

କୋର୍ଟ ପରିସରରେ କଳି ଲାଗିଲେ ବିଧାୟକ ଓ ମହିଳା-ତହସିଲଦାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି କୋର୍ଟ ପରିସରରେ ସ୍ଥ୍ାନୀୟ ବିଧାୟକ ଏବଂ ତହସିଲଦାରଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇ କ୍ରମେ ଉଗ୍ର ରୂପ ଧାରଣ କରିଥିଲା । ଏହି ଘଟଣାକୁ କୋର୍ଟ ମଧ୍ୟରେ ରହିଥିବା ଆଇନଜୀବୀମାନେ ଓ ମୋହରିରମାନେ ଦେଖଣାହାରୀ ହୋଇ ଦେଖିଥିଲେ । ନୀଳଗିରି ବିଧାୟକ ସୁକାନ୍ତ…

ଝାଡଖଣ୍ଡ: ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ୨ ସୁରକ୍ଷାକର୍ମୀ ସହିଦ

ରାଞ୍ଚି: ଝାଡଖଣ୍ଡ ଜିଲ୍ଲାର ରାଞ୍ଚି ଅନ୍ତର୍ଗତ ଦଶମ ଫଲ୍ ନିକଟରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଶୁକ୍ରବାର ଦିନ ୨ ଜଣ ଯବାନ ସହିଦ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାଞ୍ଚିର ବୁନ୍ଦୁ ଓ ନାମକୁମ ମଧ୍ୟରେ ଥିବା ଦଶମ ଫଲ୍ ନିକଟସ୍ଥ ନିଷେଧ ମାଓ ସଙ୍ଗଠନ…

ଆଇଆଇଟି ଗୋଆ ନିର୍ଦ୍ଦେଶକଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାକୁ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ: ଆଇଆଇଟି ଗୋଆର ନିର୍ଦ୍ଦେଶକ ବିକେ ଶର୍ମାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାରେ କୌଣସି ପ୍ରମାଣ ସିବିଆଇର ହସ୍ତଗତ ନହେବାରୁ ପ୍ରାୟ ୨ ବର୍ଷ ପରେ ସେ ଏହାକୁ ବନ୍ଦ କରିଛି । ଏହି ମାମଲାର ସବୁଦିଗକୁ ଯାଞ୍ଚ କରିବା ପରେ ଏଜେନ୍ସି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ…

ଜଳସ୍ତର ହ୍ରାସ ନହେଲେ କରାଯିବ ଆନ୍ଦୋଳନ !

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ଥିତ ବାଲିମେଳା ଜଳଭଣ୍ଡାରରେ ବଢୁଥିôବା ଜଳାଶୟକୁ ଆଗାମୀ ଦିନରେ ହ୍ରାସ ନକରାଗଲେ ଆନ୍ଦୋଳନ କରାଯିବ ବୋଲି ଏକ ଆଦିବାସୀ ସଙ୍ଗଠନ ଚେତାବନୀ ଦେଇଛି । ଏକ ବିଜ୍ଞପ୍ତିରେ ‘ଆଦିବାସୀ ବିପ୍ଲବୀ ଚାଷୀ ସଙ୍ଗଠନ’ କହିଛନ୍ତି, ଜଳାଶୟରେ ବୃଦ୍ଧି ପାଉଥିବା ଜଳ…

ଦଶହରାରେ ପରଦାକୁ ଆସୁଛି ଓଡିଆ ଫିଲ୍ମ ‘ଦିସ୍ ଇଜ୍ ମାୟାରେ ବାୟା’

ଶାରଦୀୟ ଦୁର୍ଗାପୂଜା ଅବସରରେ ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟାରେ ବାୟା’ ବଡ ପରଦାରେ ରିଲିଜ ହେବାକୁ ଯାଉଛି । କମେଡି ଓ ରୋମାନ୍ସରେ ଭରପୁର ଏହି ସିନେମାରେ ଅଭିନେତା ସିଦ୍ଧାର୍ଥ ମହାପାତ୍ର ଓ ଝିଲିକ୍, ସ୍ୱରାଜ ଓ ଏଲିନା ନଜର ଆସୁଛନ୍ତି । ଦର୍ଶକମାନେ…

ଗାନ୍ଧୀ ଓ ସର୍ବୋଦୟର ବିଚାର

ଗାନ୍ଧୀ ଓ ସର୍ବୋଦୟର ବିଚାର କେଦାର ମିଶ୍ର ଆମେ ଯେଉଁ ସମୟରେ ବଞ୍ଚୁଛୁ, ସେ ସମୟ ହୁଏତ ଆସନ୍ତାକାଲି ନଥିବ। ଆସନ୍ତାକାଲି ଏକ ନୂଆ ସମୟର ପାହାଚ। ସେ ପାହାଚକୁ ଆମେ ସ୍ଵାଗତ କରୁଛୁ। ପୃଥିବୀର ମଣିଷ, ଭାରତର ନାଗରିକ ଓ ଓଡିଶାର ବାସିନ୍ଦା ଭାବରେ ଆମେ ଆମ ସମୟକୁ ଓ ଆମର ସମାଜକୁ କେମିତି…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୩ ଆହତ

ବାଲେଶ୍ୱର/କେନ୍ଦୁଝର: ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ କେନ୍ଦୁଝର ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ନେଙ୍କଡାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ…