Latest Odisha News

BREAKING NEWS

Yearly Archives

2019

ବଲାଙ୍ଗିରର ବଙ୍ଗୋମୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବ୍ୟାହତ

ବଲାଙ୍ଗିର: ବଲାଙ୍ଗିରର ବଙ୍ଗୋମୁଣ୍ଡାରେ ୩ ଦଫା ଦାବି ନେଇ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପ୍ରଭାବରେ ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗାଡି ଚଳାଚଳ ବନ୍ଦ ରହିବା ଫଳରେ ଯାତାୟାତ…

ସହକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ଓଡ଼ିଆ ଯବାନ ନାରାୟଣ ସାହୁ(୩୫) ଗ୍ୱଲିଅରର ଏକ ଆର୍ମୀ ବେରକ ଠାରେ ନିଜ ସହକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ନାରାୟଣ ୨୦୦୩ ମସିହାରେ ସେନାରେ ଯୋଗ ଦେଇଥିଲେ । ଏହାପରେ ସେ…

ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ: ୪୨ଟି ଆସନ ସହ ଆଗରେ ଜେଏମଏମ-କଂଗ୍ରେସ ମେଣ୍ଟ, ବିଜେପି ୨୮

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ଦିନ ୧୧ଟା ସୁଦ୍ଧା ହୋଇଥିବା ଭୋଟଗଣତି ଅନୁଯାୟୀ ଜେଏମଏମ-କଂଗ୍ରେସ ମେଣ୍ଟ ୪୨ଟି ଆସନରେ ଆଗୁଆ ରହିଥିବା ବେଳେ ଶାସକ ବିଜେପି ୨୮ଟି ଆସନ ସହିତ ପଛରେ ରହିଛି । ସେହିପରି ଜେଭିଏମ ୩ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ଓ ନିର୍ଦ୍ଦଳୀୟ…

ସଡ଼କ ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ମାଧପୁର ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ ସାମ୍ବାଦିକ ଜଣକ…

ଡିସେମ୍ବର ୨୭ରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୭ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ଏହି ଅବସରରେ ସେ ବଲାଙ୍ଗିରର ବରନିକଣାରେ ନିର୍ମିତ ବିପିଏସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଗତ ୨୦୧୮ ମସିହା ମେ’ ୨୧ରେ ପେଟ୍ରୋଲିୟମ୍ ଓ…

କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅନ୍ତର୍ଗତ କରାଡି ଅଞ୍ଚଳସ୍ଥିତ ଏକ କପଡା ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବାରୁ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଥିôବାବେଳେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଝାଡଖଣ୍ଡ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ, ଭୋଟଗଣତି ଜାରି

ଋାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ନିର୍ଣ୍ଣୟ କରିବ କାହାହାତରେ ରହିବ ଝାଡଖଣ୍ଡ କ୍ଷମତା । ଭୋଟ୍ ଗଣତି ହେଉଥିବା ୮୧ଟି ଆସନ ମଧ୍ୟରୁ ଚଳିତଥର ମୋଟ୍ ୧୨୧୫ ଜଣ ପ୍ରାର୍ଥୀ…

ଓଡ଼ିଶାର ଏହିସବୁ ପିକନିକ୍ ସ୍ପଟ୍ ଯାଆନ୍ତୁ; ନୂଆବର୍ଷରେ ମଜ୍ଜା ଉଠାନ୍ତୁ…

ଭୁବନେଶ୍ବର: ପର୍ଯ୍ୟଟନ ଋତୁ ଆରମ୍ଭ ମାତ୍ରେ ସମସ୍ତେ ଏକାଠି ହୋଇ ବାହାରି ପଡ଼ନ୍ତି ବୁଲିବାକୁ। ଆଉ ଭ୍ରମଣ ସହ ବଣଭୋଜି ର ମଜ୍ଜା ଉଠାଇବାକୁ ଭୁଲନ୍ତି ନାହିଁ। ଜାଣନ୍ତୁ, ଓଡ଼ିଶାର ସେହିଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ... ଗଣ୍ଡାହାତୀ ଜଳପ୍ରପାତ- ସୌନ୍ଦର୍ଯ୍ୟ ଓ ଇତିହାସରେ…

ଓଡିଶା ପରିବେଶ କଂଗ୍ରେସର ସୁପାରିଶ: ନୂଆ ଖଣି ନିଷେଧ ହେଉ, ପରିବେଶକୁ ପ୍ରଭାବିତ କରୁଥିବା ଶିଳ୍ପ ଉପରେ କଟକଣା ଲାଗୁ

ଭୁବନେଶ୍ୱର: ଖଣି ଆଦିବାସୀଙ୍କୁ ଗରିବରୁ ଆହୁରି ଗରିବ କରିଛି । ସେମାନଙ୍କ ଉପାର୍ଜନ ଓ ଜୀବିକାରେ ବାଧା ସୃଷ୍ଟି କରିଛି । ଜଳ ଓ ବାୟୁ ପ୍ରଦୂଷଣ ହେବା ଯୋଗୁ ସେମାନେ ରୋଗାକ୍ରାନ୍ତ ହୋଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ପାଇବାରୁ ବଂଚିତ ହୋଇଛନ୍ତି । ସର୍ବୋପରି ସେମାନଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୩-୧୨-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୧୯ ମସିହା ଡିସେମ୍ବର  ତା ୨୩ ରିଖ  ସୋମବାର   ଧନୁ ୦୮ ଦିନ ପୌଷ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ  ତିଥି    ବିଶାଖା   ନକ୍ଷତ୍ର ତୁଳା  ଚନ୍ଦ୍ର  ଘାତ…