Latest Odisha News

BREAKING NEWS

Yearly Archives

2019

କର୍ମୀଙ୍କୁ ଚାପୁଡ଼ା ମାରି ଦୁଃଖପ୍ରକାଶ କଲେ ସାଂସଦ

ବ୍ରହ୍ମପୁର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଗୁରୁବାର ଦିନ ଗଜପତି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁଙ୍କୁ ଚାପୁଡ଼ା ମାରିବା ପରେ ବିଜେଡ଼ି ସାଂସଦ ଚନ୍ଦ୍ରଶେଖର ସାହୁ ଦୁଃଖ ପ୍ରକାଶ କରିଛନ୍ତି । “ଏହି ଘଟଣାରେ ମୁଁ ଗଭୀର ଦୁଃଖ ପ୍ରକାଶ କରୁଛି । ଗତ ୨୫ ବର୍ଷ ଧରି ମୁଁ…

ଜବତ ହେଲା ୨ କ୍ୱିଣ୍ଟାଲ ଗଞ୍ଜେଇ; ଜଣେ ଗିରଫ

କଟକ: କଟକ ଶିଖରପୁର ଛକରୁ ବୁଧବାର ଦିନ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହାସହ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ,ବୁଧବାର ଦିନ ରାସ୍ତାରେ ଯାଉଥିବା ଏକ ଗାଡି ଉପରେ ସନ୍ଦେହ ହେବାରୁ ଅବକାରୀ ବିଭାଗ ଗାଡିଟିକୁ ଅଟକାଇ…

ସମ୍ ରୋଗୀଙ୍କ ପାଇଁ ଭରସାଯୋଗ୍ୟ ହସ୍ପିଟାଲ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚିକିତ୍ସା କ୍ଷେତ୍ରରେ ଗରିବ ଲୋକଙ୍କର ସାହାଭରସା ଭାବେ ଉଭା ହୋଇଛି ସମ୍ ହସ୍ପିଟାଲ୍ । କଟକର ଏସ୍ସିବି ଏବଂ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ୍ କଲେଜ ହସ୍ପିଟାଲ୍ ପରେ ରୋଗୀମାନେ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଉପରେ ଅଧିକ ଭରସା ଓ…

ମୁଁ

ମୁଁ ସୁମିତ୍ ପଣ୍ଡା ପ୍ରେମ ପାଇଁ ଦୁନିଆ ଅଣ୍ଡାଳିଲି ଦୁନିଆ ମିଳିଲା, ପ୍ରେମ ନୁହେଁ ! ସଉଦା ପାଇଁ ହାଟ କରି ବାହାରିଲି ଏବେ ନିଜେ ସଉଦା ମୁଁ ଜୀବନ ହାଟରେ ! ମୁଲାମୁଲି କରିବାକୁ କିଛି ଆସନ୍ତି, ନିଜ ହିସାବରେ ମତେ ମୁଖାଟେ ଦିଅନ୍ତି ପିନ୍ଧିବାକୁ ମୋ ଆଖିରେ ତାଙ୍କ ଦୁନିଆ…

ବିଜେପୁର ଉପ-ନିର୍ବାଚନ: ସେପ୍ଟେମ୍ବର ୩୦ରେ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡ଼ି ପ୍ରାର୍ଥୀ

ଭୁବନେଶ୍ୱର: ଆଗାମୀ ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟ ରାଜନୀତି ଏବେ ବିଜେପୁର ଉପ-ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି । ସମସ୍ତ ରାଜନୈତିକ ଦଳ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥସ୍ତରରେ କର୍ମୀମାନଙ୍କୁ ଯୋଗାଯୋଗ…

ଦେଶରେ ୯ଟି ପ୍ରମୁଖ ବ୍ୟାବସାୟିକ ବ୍ୟାଙ୍କ ବନ୍ଦ କଥା ଏକ ଗୁଜବ: ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଦେଶରେ ୯ଟି ବ୍ୟବସାୟିକ ବ୍ୟାଙ୍କଙ୍କୁ 'ଆରବିଆଇ' ବନ୍ଦ କରିବାକୁ ଯାଉଥିବା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଇଛି ଆଇବିଆଇ । ଏହି ଖବରକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଖଣ୍ଡନ କରିଛନ୍ତି । Reports appearing in some…

ଅକୁହା କଥା

ଅକୁହା କଥା ପ୍ରଜ୍ଞା ନିବେଦିତା ନାୟକ ଧୀରେ କୁହ; କାଳେ କିଏ ଶୁଣିନେବ ତୁମ ଛାତିତଳର ସ୍ପନ୍ଦନ ଆଉ ମୋ ନିଃଶ୍ଵାସର ସ୍ଵର । ମିଞ୍ଜିମିଞ୍ଜି ତାରାଭରା ଜହ୍ନରାତିରେ ଗୋଲାପ ପାଖୁଡାର ବର୍ଷା ପୁଣି ନିଦର ସଉଦା। ପ୍ରଶ୍ନଭରା ଆଖିରେ ପ୍ରଣୟର ପ୍ରତିଛବି ଲଜ୍ଜାର ଓଢ଼ଣା ଫାଙ୍କେ…

ଭାରତ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ହେଲା ‘ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର’

ନୂଆଦିଲ୍ଲୀ: ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ଲାଗି ଭାରତ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ନାଗରିକ ପୁରସ୍କାର ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ ଭାରତ ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ପୁରସ୍କାର ଆରମ୍ଭ କରିଛନ୍ତି । ଗୃହ…

କର୍ପୋରେଟ୍ ଟ୍ୟାକ୍ସ ହ୍ରାସର ପ୍ରଭାବ: ଏବେ ୫,୦୦୦ କମ୍ ଦାମରେ ମିଳିବ ମାରୁତି କାର୍ !

ନୂଆଦିଲ୍ଲୀ: ଦେଶ ସର୍ବବୃହତ କାର୍ ନିର୍ମାଣ କମ୍ପାନୀ ‘ମାରୁତି ସୁଜୁକି’ ବୁଧବାର ଦିନ ଗ୍ରାହକଙ୍କ ଲାଗି ଏକ ଖୁସି ଖବର ଆଣିଦେଇଛି । କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ହେବାଯୋଗୁଁ ଏହାର ସୁପ୍ରଭାବ କାର୍ କ୍ରେତାଙ୍କୁ ମିଳିଛି । ମାରୁତି ସୁଜୁକି କମ୍ପାନୀ କାର୍ ମୂଲ୍ୟରେ ୫,୦୦୦ ଟଙ୍କା ହ୍ରାସ…

ସେଞ୍ଚୁରୀ ମାରିଲା ଆୟୁଷ୍ମାନଙ୍କ ‘ଡ୍ରିମଗାର୍ଲ’!

ମୁମ୍ବାଇ: ଆଇଫା ଆୱାର୍ଡ଼ ପ୍ରାପ୍ତ ଟ୍ୟାଲେଣ୍ଟେଡ଼ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମଗାର୍ଲ'ର ଆୟ ୧୦୦ କୋଟିରେ ପହଞ୍ଚିଛି । ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶଙ୍କ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମଟି ୧୦୧.୪୦ କୋଟି ଆୟ କରି ସାରିଲାଣି । ଫିଲ୍ମଟିକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି…