Latest Odisha News

BREAKING NEWS

Yearly Archives

2019

ସ୍ଥିତି ସମୀକ୍ଷା ଲାଗି ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଉପଦେଷ୍ଟାଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ସ୍ଥିତି ସମୀକ୍ଷା ପାଇଁ ମଙ୍ଗଳବାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡଃ ବିଜୟ କୁମାର ସାହୁ ଗଞ୍ଜାମ ଜିଲ୍ଲା ଗସ୍ତ କରି ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇଥିଲେ । ଏହି ଦୁଇଦିନିଆ ବୈଠକର ପ୍ରଥମ ଦିନରେ ଓଏଭିଏସ୍ ନିର୍ଦ୍ଦେଶକ,…

ଦିଲ୍ଲୀ ସମେତ ପୂର୍ବ ଭାରତରେ ଭୂକମ୍ପ…

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଦିନ ଭୂକମ୍ଫ ଅନୁଭୂତ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି । ଏହି ଭୂକମ୍ଫ ଦିଲ୍ଲୀ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣାରେ ଅନୁଭୂତ ହୋଇଛି । ଭାରତ-ପାକିସ୍ତାନ ସୀମାନ୍ତ କାଶ୍ମୀରର କିଛି ଅଞ୍ଚଳରେ ମଧ୍ୟ…

ପରିବେଶରେ ‘ସବୁଜ ବଳୟ’ ସୃଷ୍ଟି ଲାଗି ‘ଆଦାନୀ ଧାମରା ପୋର୍ଟ’ର ସଫଳ ପ୍ରୟାସ…

ଧାମରା:  ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବା ଲକ୍ଷ୍ୟ ନେଇ ଗତ ଏକ ଦଶନ୍ଧି ଧରି ଆଦାନୀ ଧାମରା ପୋର୍ଟ ପକ୍ଷରୁ ଏହାର ରେଳଧାରଣାର ଉଭୟ ପାଶ୍ୱ, ବିଦ୍ୟାଳୟ ଏବଂ ପଞ୍ଚାୟତଗୁଡ଼ିକରେ ସବୁଜ ବଳୟ ସୃଷ୍ଟି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଆସୁଅଛି । ଆଦାନୀ ଗ୍ରୂପର ଏକ ଶାଖା ଭାବେ…

‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ ହେବେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ ଜଗତର ଦିବଙ୍ଗତ କଳାକାର ସୁପରଷ୍ଟାର ଅମିତାଭ ବଚ୍ଚନ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ 'ଦାଦା ସାହେବ ଫାଲକେ' ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । The legend Amitabh Bachchan who entertained and inspired for 2 generations has been selected…

‘ସମ୍ ହସ୍ପିଟାଲ’ରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ‘ସମ୍ ହସ୍ପିଟାଲ’ରେ ସର୍ଜନମାନେ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଦୁଇଜଣ ରୋଗୀଙ୍କ ପାଟି ଭିତରୁ ସଫଳତାର ସହ ନୂତନ ପଦ୍ଧତିରେ ସବ୍ମାନଡିବୁଲାର ଗ୍ରନ୍ଥିକୁ…

ନଷ୍ଟ ପ୍ରେମିକ

ନଷ୍ଟ ପ୍ରେମିକ ରିତାଞ୍ଜଳି ମହାରଣା ଯଦି ବ୍ୟାକୁଳ ତୁମେ ଉଡିବାକୁ ତେବେ ଅଣନିଶ୍ୱାସୀ ହେବା ଆଗରୁ ଉଡିଯାଅ, ଖୋଲିଦେଲି ପ୍ରେମ ପଞ୍ଜୁରି ଦ୍ୱାର ଯେଉଁଠି ପୋଷା ମନେଇବାର ପ୍ରଚେଷ୍ଟାରେ ହାରିଯାଏ ବାରମ୍ବାର। ହୁଏତ ମୁଁ ଜିଇ ଯାଇପାରେ ନିଃସଙ୍ଗ ମୁଦ୍ରାରେ ପ୍ରତାରିତ…

ଟ୍ୱିନସିଟିରେ ସ୍ଥାପିତ ହେବ ପୋଲିସର ‘ସ୍ପେଶାଲ କ୍ରାଇମ୍ ୟୁନିଟ୍’

ଭୁବନେଶ୍ୱର: ଦିନକୁ ଦିନ ଡ୍ରଗ୍ସ ସ୍ମଗଲିଂ, ସାଇବର କ୍ରାଇମ୍ ଓ ଅନ୍ୟ ଅପରାଧ ଗୁଡିକ ବଢୁଥିବାରୁ ଏକ 'ସ୍ୱତନ୍ତ୍ର କ୍ରାଇମ୍ ୟୁନିଟ୍' ସ୍ଥାପନ କରିବା ଲାଗି କମିଶନରେଟ୍ ପୋଲିସ ଯୋଜନା କରୁଛି । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,…

ପ୍ରବଳରୁ ଅତି ପ୍ରବଳ ବର୍ଷା: ୧୯ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୯ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ମୟୁରଭଞ୍ଜ, କଟକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ,…

କଳାହାଣ୍ଡି ଗଣଦୁଷ୍କର୍ମ ମାମଲାରେ ୪ଜଣ ଅଟକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଏକ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେପ୍ଟେମ୍ବର ୧୪ ତାରିଖରେ କଲେଜ ଛାତ୍ରୀଙ୍କୁ ଘଞ୍ଚ ଜଙ୍ଗଲରେ ଗଣଦୁଷ୍କର୍ମ କରାଯିବା ପରେ ଅଭିଯୁକ୍ତମାନେ ଅଶ୍ଳୀଳ…

ସୋସିଆଲ୍ ମିଡିଆର ଦୂରୁପଯୋଗ ରୋକିବା ଲାଗି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିନକୁ ଦିନ ସୋସଆଲ୍ ମିଡିଆର ଦୂରୁପଯୋଗ ବଢୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ ରୋକ ଲଗାଇବା ତଥା ସନ୍ତୁଳନ ବଜାୟ ରଖିବା ପାଇଁ ମଙ୍ଗଳବାର ଦିନ ସ୍ୱତନ୍ତ୍ର ଗାଇଡ ଲାଇନ୍ ପ୍ରସ୍ତୁତ କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏପରିକି…