ପରଦାକୁ ଆସିଲା ନୂଆ ଓଡ଼ିଆ ସିନେମା ‘ଜୋରକା ଝଟକା’
ଭୁବନେଶ୍ୱର: ଅନ୍ୟ ସିନେମା ଜଗତ ପରି ଆମ ଓଡ଼ିଆ ସିନେମା ମଧ୍ୟ ଏବେ ଦ୍ରୁତ ଗତିରେ ମାଡିଚାଲିଛି । ଆଗରୁ ବର୍ଷକୁ ୩ ରୁ ୪ ଟି ସିନେମା ପରଦାକୁ ଆସୁଥିବା ବେଳେ, ଏବେ ପ୍ରାୟ କ୍ରମାଗତ ଭାବେ ଏହା ଜାରି ରହିଛି ।
ଗୁରୁବାର ସତ୍ୟ ଘଟଣା ଉପରେ ଆଧାରିତ ସିନେମା 'ଛବିରାଣୀ' ମୁକ୍ତିଲାଭ କରିଥିବା…