Latest Odisha News

BREAKING NEWS

Yearly Archives

2019

ସୋଆରେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ ସଚେତନତା ଅଭିଯାନ

ଭୁବନେଶ୍ୱର: ଯୁବପିଢ଼ିଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ଛାତ୍ରଛାତ୍ରୀମାନଙ୍କୁ ଗୁରୁବାର ଦିନ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରାଇଛି…

ଟାଇମପାସ୍‍ ପୁସ୍ତକପର୍ବ: ଲୋକାର୍ପିତ ହେଲା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ବହି

ଭୁବନେଶ୍ୱର: ଜଣାଶୁଣା ଲେଖିକା ଡ. ବାସନ୍ତୀ ମହାନ୍ତିଙ୍କ ତିନୋଟି ପୁସ୍ତକ ସ୍ଥାନୀୟ ହୋଟେଲ କେଶରୀଠାରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଲୋକାର୍ପିତ ହୋଇଯାଇଛି । ଟାଇମପାସ୍‍ ପ୍ରକାଶନ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର କୃପାସାଗର ସାହୁ ଶ୍ରୀମତୀ…

‘କାଳିଆ ଯୋଜନା’ରେ ଅଯୋଗ୍ୟ ହିିତାଧିକାରୀଙ୍କ ସଂଖ୍ୟା ୨୦ ଲକ୍ଷ: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଦେଇଥିବା ମନ୍ତବ୍ୟକୁ ବିଜେପି ପକ୍ଷରୁ ଅସ୍ୱୀକାର କରାଯାଇଛି । ବିଜେପି ପକ୍ଷରୁ ଏହି ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଠିକ୍ ନୁହେଁ ବରଂ କାଳିଆ ଯୋଜନାରେ ଅଯୋଗ୍ୟ…

ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ମିଳିଲା ଫାଶୀ ଦଣ୍ଡାଦେଶ

କଟକ: ଜଣେ ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରୁବାର ଦିନ କଟକର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମସ୍ତାକକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି । ଗତବର୍ଷ ଏପ୍ରିଲ୍ ୨୧ ତାରିଖରେ କଟକର ସାଲେପୁର ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ଘଟଣାନୁଯାୟୀ ୨୦୧୮ ମସିହା…

ଭୁବନେଶ୍ୱର ରେଲୱେ ଷ୍ଟେସନ ପୁନଃନିର୍ମାଣ ନିମନ୍ତେ ଓଡ଼ିଶା-ରେଲୱେ ମଧ୍ୟରେ ଆଜି ‘ଏମଓୟୁ’ ସ୍ୱାକ୍ଷରିତ ହେବ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ ନେଇ ଆଜି ଭାରତୀୟ ରେଳବାଇ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହେବାକୁ ଯାଉଛି । ଏହି ପ୍ରସ୍ତାବିତ ଯୋଜନାନୁଯାୟୀ, ଭୁବନେଶ୍ୱର ରେଲୱେ ଷ୍ଟେସନ ଏବଂ ଏହାର ଆଖପାଖ ଅଞ୍ଚଳ ଏକ ମଲଟି ମୋଡ଼ାଲ୍ ହବ୍ (ଆରଏସଏମଏଚ)ରେ…

ଆସନ୍ତାକାଲିଠୁ ସିଭିଲ୍ ସର୍ଭିସ ମେନ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ସେପ୍ଟେମ୍ବର ୨୦ରୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ସିଭିଲ୍ ସର୍ଭିସ (ମେନ୍)ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରୀକ୍ଷା ସିଭିଲ୍ ସର୍ଭିସ ପରୀକ୍ଷାର ୨ୟ ପର୍ଯ୍ୟାୟ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ହୋଇଥିବା ବେଳେ ପ୍ରାର୍ଥୀମାନଙ୍କ ଲାଗି ବିଭିନ୍ନ ବିଷୟବସ୍ତୁ ଉପରେ ପଶ୍ନ…

ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୁନଃଗଠନ ହେବ: ନିରଞ୍ଜନ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୁନଃଗଠନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଦିନ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ନିରଞ୍ଜନ କହିଛନ୍ତି, ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ଙ୍କ ନିର୍ଦ୍ଦେଶାନୁଯାୟୀ ପିସିସିଙ୍କ…

ଲଢୁଆ ବିମାନ ‘ତେଜସ’ରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ସ୍ଥିତ ‘ହାଲ୍’ ବିମାନ ବନ୍ଦରରୁ ଲଢୁଆ ବିମାନ ତେଜସରେ ଗୁରୁବାର ଦିନ ଉଡିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନ୍ୟାସନାଲ୍ ଫ୍ଲାଇଟ୍ ଟେଷ୍ଟ ସେଣ୍ଟରର ପ୍ରୋଜେକ୍ଟ ଡାଇରେକ୍ଟର୍ (ଫ୍ଲାଇଟ୍ ଟେଷ୍ଟ) ଏୟାର ଭାଇସ୍ ମାର୍ସାଲ୍ ଏନ୍ ତିୱାରି ଏହି ବିମାନକୁ…

ଘଡଘଡି ସହ ବର୍ଷା ଆଶଙ୍କା: ୭ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦ୍ୱିପ୍ରହର ୨ଟା ୩୦ମି. ଯାଏଁ ସତର୍କ ସୂଚନା ଜାରି…

ଗିରଫ ହେଲେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

କଟକ: ଓଡିଶା କିକ୍ରେଟ୍ ଆସୋସିଏସନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗୁରୁବାର ଦିନ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ଏହାସହିତ ହୋଟେଲ ସୋଲାନର ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀଠାରୁ କୋଟିଏ…