ସୋଆ କୃଷିବିଜ୍ଞାନ କଲେଜର ଗ୍ରାଜୁଏସନ୍ ଡେ’ ଅନୁଷ୍ଠିତ
ଭୁବନେଶ୍ୱର: ଆମ ଦେଶରେ ଲୋକସଂଖ୍ୟାର ୬୫ ରୁ ୭୦ % କୃଷି ସହିତ ସଂଶ୍ଳିଷ୍ଟ । କୃଷି ହିଁ ଆମ ଦେଶର ମେରୁଦଣ୍ଡ । ତେଣୁ ଦେଶ ନିର୍ମାଣରେ କୃଷି ବିଜ୍ଞାନ ଛାତ୍ରଛାତ୍ରୀମାନେ ଜଡିତ ରହିବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୁଳପତି ପ୍ରଫେସର ଅମିତ…