Latest Odisha News

BREAKING NEWS

Yearly Archives

2019

ପ୍ଲାଷ୍ଟିକ ବଦଳରେ ପ୍ୟାକେଜିଙ୍ଗ ପାଇଁ ନୂତନ ବିଚାରଧାରା ପ୍ରତି ‘ପୂର୍ବତଟ ରେଳପଥ’ ର ଗୁରୁତ୍ୱାରୋପ

ଭୁବନେଶ୍ୱର: ସ୍ୱଚ୍ଛତା ହିଁ ସେବା - ସ୍ୱଚ୍ଛତା ପକ୍ଷ୍ୟ-୨୦୧୯ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ପରିବେଶ ପ୍ରଦୂଷଣ ଓ ପ୍ଲାଷ୍ଟିକ ମୁକ୍ତ ରାଷ୍ଟ୍ର ଗଠନ ସମ୍ବନ୍ଧରେ ଆଲୋଚନାଚକ୍ର ହୋଇଯାଇଅଛି । ଏହି ଅବସରରେ ଯୋଗଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳପରିସର,…

ଦେଖନ୍ତୁ: ଓଡ଼ିଶା ଉପକୂଳରୁ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଆକାଶରୁ ଆକାଶକୁ ଗତିଶୀଳ କ୍ଷେପଣାସ୍ତ୍ର ଅସ୍ତ୍ରକୁ ଓଡିଶା ଉପକୂଳରୁ ସଫଳତାର ସହ ପରୀକ୍ଷଣ କରାଯାଇଛି । ପରୀକ୍ଷାମୂଳକ ଭାବେ ଏହି କ୍ଷେପଣାସ୍ତ୍ରକୁ ଆଜି ସୁ-୩୦ଏମକେଆଇରୁ ପରୀକ୍ଷଣ କରାଯାଇଥିଲା । Air-to-Air missile Astra successfully flight tested from Su-30…

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ: ପୁନର୍ଗଠିତ ସମନ୍ୱୟ କମିଟିରେ ୭ ସଦସ୍ୟ ସାମିଲ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଉପଲକ୍ଷେ ଓଡିଶା ସରକାର ପୁନର୍ଗଠିତ ସମନ୍ୱୟ କମିଟିରେ ୭ ଜଣ ସଦସ୍ୟଙ୍କୁ ସାମିଲ କରିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଜାରି ବିଜ୍ଞପ୍ତି ଅନୁଯାୟୀ- ଅତନୁ ସବ୍ୟସାଚୀ ନାୟକ (ବିଧାୟକ)-…

ମେଞ୍ଚାଏ ଅଳନ୍ଧୁ

ମେଞ୍ଚାଏ ଅଳନ୍ଧୁ ସୋନାଲି ପଣ୍ଡା ତୁମେ ପଚାରିଲ ମୋ ଚୁପ୍ ରହିବାର କାରଣ ମୁଁ ଉତ୍ତରରେ ଫେରେଇଦେଲି ଲୁଣିଆ ହସରୁ ଚେନାଏ କେଜାଣି କ'ଣ ବୁଝିଲ ମୁଁ ଚଷମା ପିନ୍ଧୁଛି ଏଇ ଏବେଏବେ ମୋ ଆଖି କଣେ ମେଞ୍ଚାଏ ଅଳନ୍ଧୁ ଝରକା ସେପାଖେ ଥୁଣ୍ଟା ଗଛଟିଏ ସେ ଗଛଟାରେ ବାଇଆବସା ହଳେ କାଇଁ ଚିଁ…

କିସମିସର ଅଦ୍ଭୁତ ଔଷଧୀୟ ଗୁଣ !

ଭୁବନେଶ୍ୱର: କିସମିସ ସ୍ୱାସ୍ଥ୍ୟପାଇଁ ବହୁ ଲାଭଦାୟକ ହୋଇଥାଏ । ବିଶେଷକରି ଥଣ୍ଡାଦିନେ ଏହା ଖାଇବା ଦ୍ୱାରା ବହୁ ରୋଗ ବେମାରୀରୁ ରକ୍ଷାମିଳିଥାଏ । କିସମିସରେ ଭରପୂର ମାତ୍ରାରେ ଆଇରନ, ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିୟମ ଓ ଫାଇବର ରହିଛି । ବିଶେଷ କରି ଖିରି ଭଳି ମିଠା ଜିନିଷ…

ବାଲେଶ୍ଵରରେ ସାହିତ୍ୟ ଅକାଦେମିର ‘ଅସ୍ମିତା’

ବାଲେଶ୍ଵରରେ ସାହିତ୍ୟ ଅକାଦେମିର 'ଅସ୍ମିତା' ● ଭାଷା ଆନ୍ଦୋଳନରେ ବାଲେଶ୍ଵରର ଅବଦାନ ସମ୍ପର୍କରେ ବ୍ୟାଖ୍ୟା କଲେ ଅତିଥିଗଣ ବାଲେଶ୍ଵର: କେନ୍ଦ୍ର ସାହିତ୍ୟ ଅକାଦେମି ଆନୁକୂଲ୍ୟରେ ନାରୀ ସ୍ରଷ୍ଟାଙ୍କୁ ନେଇ ଏହାର 'ଅସ୍ମିତା' କାର୍ଯ୍ୟକ୍ରମ ବାଲେଶ୍ଵର ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି।…

ବିବାହକୁ ନେଇ ଭାଇରାଲ ଭିଡିଓ ଯୋଗୁଁ ଚର୍ଚ୍ଚାରେ କ୍ୟାଟ୍ରିନା କୈଫ

ମୁମ୍ବାଇ: ଲୁଚିଛପି ବିବାହ କଲେ ବଲିଉଡର ଆଗଧାଡ଼ିର ଚୁଲବୁଲି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ । ଫିଲ୍ମ ପାଇଁ ହେଉ ଅବା ରିଲେସନଶିପ ପାଇଁ , ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏଥର କିନ୍ତୁ କ୍ୟାଟ୍ରିନାଙ୍କ…

ଓଡିଶାରେ ନିଲାମ ହେବ ୪୦ ଖଣି: ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ଆର୍ଥୀକ ବର୍ଷରେ ରାଜ୍ୟ ସରକାର ଓଡିଶାର ପାଖାପାଖି ୪୦ଟି ଖଣିକୁ ନିଲାମ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏନେଇ ମଙ୍ଗଳବାର ଦିନ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ୪୦ଟି ଖଣି…

ବୈଷୟିକ ଜ୍ଞାନ-କୌଶଳରେ ଚାଷ; ଏଥର ଧାନ ଅମଳ ଦ୍ୱିଗୁଣା ହେବାନେଇ ବାଲେଶ୍ୱର ଚାଷୀଙ୍କ ଦୃଢୋକ୍ତି

ଭୁବନେଶ୍ୱର: “ଏଥର ଖରିଫ ଋତୁରେ ମୁଁ ନିଶ୍ଚିତ ଭାବେ ପ୍ରଚୁର ଧାନ ଅମଳ କରିପାରିବି,”ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲା ସୋରୋ ବ୍ଲକ ଅନ୍ତର୍ଗତ କୁରୁଡ଼ା ଗ୍ରାମର ଚାଷୀ ପ୍ରହ୍ଲାଦ ବେହେରା । ସେ ଅନେକ କୃଷି ବୈଜ୍ଞାନିକମାନଙ୍କର ସୁପରାମର୍ଶ ଗ୍ରହଣ କରି ଚାଷ କରିବା ସହିତ ଉନ୍ନତମାନର ବୈଷୟିକ…

ଛଅ ବର୍ଷର ବିସ୍ମୟ ବାଳକ ବିରଜାଶଙ୍କର, ଅନର୍ଗଳ ଗାଉଛନ୍ତି ଭାଗବତ

ଯାଜପୁର: ନାମ ବିରଜାଶଙ୍କର ପାଢ଼ୀ, ବୟସ ୬ ବର୍ଷ । ମାତ୍ର ଚମତ୍କାର ତାର ପ୍ରତିଭା । ଶ୍ରୀମଦ୍‌ ଓଡିଆ ଭାଗବତକୁ ଅନର୍ଗଳ ପାଠ କରୁଛନ୍ତି ଏହି ୬ ବର୍ଷର ବିସ୍ମୟ ବାଳକ । ମାତ୍ର ଛଅ ବର୍ଷ ବୟସର ଏହି ଛୋଟ ପିଲାଟି ମୁଖସ୍ଥ କରିପାରିଛି ଭାଗବତକୁ । ଠିକ ସେ କଥା କହି ପାରୁନଥିଲେ ମଧ୍ୟ ଭାଗବତର…