ଆଇଆଇଏମସିରେ ‘ହିନ୍ଦୀ ଦିବସ’ ପାଳିତ
ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଶୁକ୍ରବାର ଦିନ ‘ହିନ୍ଦୀ ଦିବସ’ ପାଳିତ ହୋଇଯାଇଛି ।
ଏହି ଅବସରରେ ଅତିଥିଭାବେ ଯୋଗଦେଇ ଶିକ୍ଷାବିତ ଡ. ଉମାଶଙ୍କର ପାଣ୍ଡେ କହିଛନ୍ତି, “ଦେଶର ସାଂସ୍କୃତିକ, ଧାର୍ମିକ ଓ ରାଜନୈତିକ ଭାବନାକୁ ଯୋଡ଼ିପାରିଛି ହିନ୍ଦୀ ଭାଷା । କେବଳ…