ଦୁଃସାହସିକ କ୍ରୀଡ଼ା ସଂସ୍ଥା ‘ଆଶା’ର ସମ୍ପାଦକ ଗଣେଶ ଜେନା ବେଙ୍ଗାଲୁରୁରେ ଦେଲେ ପ୍ରଶିକ୍ଷଣ
ଭୁବନେଶ୍ବର: ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲାର ମୁକୁଟ ମଣିପୁରଠାରେ ଡିସେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଅଙ୍ଗନ ଚାରିୟେ ନେଚର୍ ଷ୍ଟଡି ଆଣ୍ଡ୍ ରକ୍ କ୍ଲାଇମ୍ବିଂ ଶିବିରକୁ ସଫଳତାର ସହ ପରିଚାଳନା କରି ଫେରିଛନ୍ତି ଏହି ଦୁଃସାହସୀ କ୍ରୀଡ଼ାବିତ୍।
୪ ଦିନିଆ ଏହି ଶିବିରରେ…