ପୁରୀରେ ରାନୁ ମଣ୍ଡଳ !
ପୁରୀ: ସାରା ଦେଶରେ ଇଣ୍ଟରନେଟ୍ ମାଧ୍ୟମରେ ନିଜର କୋମଳ କଣ୍ଠସ୍ୱର ଲାଗି ବେଶ୍ ଚର୍ଚ୍ଚିତ ହୋଇପଡ଼ିଥିବା ରାନୁ ମଣ୍ଡଳ ଏବେ ଓଡ଼ିଶାର ପୁରୀ ବୁଲିବାକୁ ଆସିଥିବା କଥା କେତେକ ସୋସିଆଲ୍ ମିଡ଼ିଆରେ ପ୍ରକାଶିତ ହୋଇଛି ।
ଇତିମଧ୍ୟରେ ରାନୁ ମଣ୍ଡଳ ନିଜର ଏକ ଫେସବୁକ୍ ଆକାଉଣ୍ଟ କରିଛନ୍ତି । ସେହି…