ଆନ୍ତର୍ଜାତୀୟସ୍ତରରେ ଲିଟିଲ୍ ମିସ୍ ଭାବେ କମାଲ କଲେ ସରନ୍ୟା
ଭୁବନେଶ୍ୱର: ଆନ୍ତର୍ଜାତୀୟସ୍ତରରେ ଲିଟିଲ୍ ମିସ ଭାବରେ ପୁଣି କମାଲ କରିଛନ୍ତି ୧୦ ବର୍ଷର ଓଡ଼ିଆ ଝିଅ ସରନ୍ୟା ସାମନ୍ତରାୟ । ଭାରତରୁ ପ୍ରତିନିଧିତ୍ୱ କରି ହଂକଂରେ ଆୟୋଜିତ ପ୍ରତିଯୋଗିତାରେ ସରନ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।
ଭୁବନେଶ୍ୱରସ୍ଥିତ ସେଣ୍ଟ ଯୋଶେଫ ହାଇସ୍କୁଲ୍ରେ ୫ମ…