ତ୍ୱଚା ତେଲିଆ ହେଉଥିଲେ କରନ୍ତୁ ଏହି ସବୁ ଉପଚାର
ଭୁବନେଶ୍ୱର: ବର୍ଷାଦିନେ ତେଲିଆ ତ୍ୱଚାର ବ୍ୟକ୍ତିମାନଙ୍କର ବହୁତ ସମସ୍ୟା ଦେଖା ଦେଇଥାଏ। ଆସନ୍ତୁ ଜାଣିବା କଣ କଲେ ଦୂରହୋଇ ପାରିବ ଏହି ସବୁ ସମସ୍ୟା
ତ୍ୱଚାର ଲୋମଛିଦ୍ରକୁ ସର୍ବଦା ତୈଳମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ।
ମୁହଁକୁ ସଫା କରିବା ପାଇଁ ଆଷ୍ଟ୍ରିଜେଣ୍ଟ୍ ଟୋନର ବ୍ୟବହାର…