ପାସ୍ ହେଲା ‘ତିନି ତଲାକ୍’ ବିଲ୍
ନୂଆଦିଲ୍ଲୀ: ଲୋକସଭାରେ ତିନି ତଲାକ୍ ବିଲକୁ ମଞ୍ଜୁରୀ ମିଳିବା ପରେ ପରିଶେଷରେ ମଙ୍ଗଳବାର ଦିନ ଏହି ବିଲ୍ ରାଜ୍ୟସଭାରେ ପାସ୍ ହୋଇଛି ।
ମିଳିଥିବା ସୂଚନାନୁଯାୟୀ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲକୁ ଗୃହରେ ଉପସ୍ଥାପିତ କରିଥିଲେ । ଯଦି କେହି ମୁସଲିମ୍ ବ୍ୟକ୍ତି ତାଙ୍କ…