Latest Odisha News

BREAKING NEWS

Yearly Archives

2019

ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କଲେ ନବୀନ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ବୁଧବାର ଦିନ ପ୍ରକାଶ ପାଇଥିବା ପାଟକୁରା ନିର୍ବାଚନୀ ଫଳାଫଳକୁ ନେଇ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ଏହି ବୈଠକରେ ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ…

ଧୋନୀ କାଶ୍ମୀରରେ ଭାରତୀୟ ସେନା ସହିତ ଦେଶଲାଗି ସେବା କରିବେ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ତଥା ଲେଫ୍ଟନାଣ୍ଟ କର୍ଣ୍ଟେଲ (ସମ୍ମାନିତ) ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ସେନା ସହିତ ସାମିଲ ହୋଇ କାଶ୍ମୀର ଉପତ୍ୟକାରେ ଦେଶମାତୃକା ଲାଗି ସେବା କରିବେ । ଧୋନୀ ଏବେ ୧୦୬ ପାରାଚ୍ୟୁଟ୍ ବାଟାଲିୟନ ସହ ସାମିଲ୍ ହୋଇ ଜୁଲାଇ ୩୧ରୁ ଅଗଷ୍ଟ ୧୫…

ସିଲଭର୍ ସିଟିରେ ଆତଙ୍କ, ମାତିଛି ‘ସାଇକୋ କିଲର୍’…

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରୁଥିବା ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଏଯାବତ୍ ପାଖାପାଖି ୩ ଜଣ ନିରାଶ୍ରୟ ପ୍ରାଣ ହରାଇଥିବା ଜଣାପଡିଛି । ସିଲଭର ସିଟି ରାଜରାସ୍ତାରେ ଗତକିଛି…

ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ

ଭୁବନେଶ୍ୱର : ସ୍ୱତନ୍ତ୍ର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷାଫଳ ଗୁରୁବାର ଦିନ ପ୍ରକାଶ ପାଇଛି । ଚଳିତ ଥର ପାଖାପାଖି ୧୪ ହଜାର ୬୨୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୪, ୬୨୨ ଜଣ ପରିକ୍ଷାର୍ଥୀ ର‌୍ୟାଙ୍କ ହାସଲ କରିଛନ୍ତି । ବି.ଟେକରେ ରବିନ୍ଦ୍ର ବେହେରା…

ମ୍ୟାଟ୍ରିକ୍ ଓ +୨ ଲାଗି ଗୋଟିଏ ବୋର୍ଡ଼ ସ୍ଥାପନ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିର ପ୍ରସ୍ତାବିତ ଚିଠା ଅନୁଯାୟୀ, ଓଡ଼ିଶା ସରକାର ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରି ଦୁଇଟି ଶିକ୍ଷା ପରିଷଦକୁ ମିଶ୍ରଣ କରି ଗୋଟିଏ ବୋର୍ଡ଼ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।…

କଥାକୁହା ଫଟୋ: ମେଘୁଆ ଆକାଶ ଦେଖି ବିଭୋର କୃଷକ, ଚାଷଲାଗି ଏବେଠୁଁ ସଜବାଜ…

ଭୁବନେଶ୍ୱର: ପାଣିପାଗ ବିଭାଗର ସୂଚନାନୁଯାୟୀ ଆସନ୍ତା ୪ଦିନ ଧରି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଅନେକ ସ୍ଥାନରେ କୃଷିକାର୍ଯ୍ୟ ଆରମ୍ଭ ହୋଇନଥିଲେ ମଧ୍ୟ ଆଜିର ଅସରାଏ ବର୍ଷା ଚାଷୀ ମନରେ ଆଣି ଦେଇଛି ଖୁସି ।

ଭଦ୍ରକରେ ମିଳିଲା ବିରଳ ପ୍ରଜାତି ମାଛ, ଦାମ୍ ଜାଣିଲେ ଉଡିଯିବ ହୋସ୍ !

ଭଦ୍ରକ: ଓଡିଶା ଉପକୂଳବର୍ତ୍ତୀ ଧାମରା ପୋର୍ଟ ନିକଟ ଗଭୀର ସମୁଦ୍ର ମଧ୍ୟରୁ ଜଣେ ମତ୍ସ୍ୟଜୀବୀ ଗତକାଲି ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି । ପରେ ଏହି ମାଛଟିକୁ ପ୍ରାୟ ୩୨ ହଜାର ମୂଲ୍ୟ ଟଙ୍କାରେ ନିଲାମ କରାଯାଇଥିବା ଜଣାପଡିଛି । କୈବଲ୍ୟ ପ୍ରଜାତିର ଏହି ଦୁର୍ଲଭ ମାଛଟିର ଓଜନ ପାଖାପାଖି…

ଭୁବନେଶ୍ୱରରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି ସ୍ଥିତ ହନୁମାନ ମନ୍ଦିର ନିକଟରୁ ଗୁରୁବାର ଦିନ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ କେହି ତାଙ୍କୁ ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ଖଣ୍ଡଗିରି ପୋଲିସ…

ଲୋକସଭାରେ ଆଜି ପୁଣି ଆଗତ ହେବ ‘ତ୍ରିପଲ ତଲାକ’ ବିଲ୍

ନୂଆଦିଲ୍ଲୀ : ଲୋକସଭାରେ ଗୁରୁବାର ଦିନ ମୋଦି ସରକାରଙ୍କ ପକ୍ଷରୁ ‘ତ୍ରିପଲ ତଲାକ’ ବିଲ୍ ଆଗତ ହେବାନେଇ ସମ୍ଭାବନା ରହିଛି । ଗୃହରେ ଆଜି ବିଧେୟକ ଉପରେ ଆଲୋଚନା ହେବା ପରେ ଏହି ତିନି ତଲାକ ବିଲ୍ ପାସ୍ ହୋଇପାରେ । ପ୍ରାପ୍ତ ସୂଚନାନୁଯାୟୀ ଏଥିପାଇଁ ବିଜେପି ନିଜର ସମସ୍ତ ସାଂସଦଙ୍କୁ ହ୍ୱିପ୍…

ଜାତକ

ଜାତକ ବିପିନ ନାୟକ ଏବେ ଆଦର ନୁହେଁ ଅବଜ୍ଞାର କଠୋରତାରୁ ଜନ୍ମ ନେଉଛି ମୁଁ ରାତି ରିକ୍ତତା ସ୍ଵେଦ ଫୁଲ ପରି ପାପମାନଙ୍କୁ କାକର ଖିଅକରେ ଗୁନ୍ଥୁଚି ଯେ ଗୁନ୍ଥୁଚି କାଳେ ସୁଗନ୍ଧିତ ହେବ ସମୟ, ଝଲସିଯିବ ଶବ୍ଦ ମୁହୁର୍ତ୍ତେ ଅକ୍ଷରର ମୁହଁରୁ ଫିଟି ପଡିବ ମେଘ ମହୁ ଗୁଞ୍ଜନ,…