Latest Odisha News
Yearly Archives

2019

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୧-୦୭-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୧ ରିଖ ରବିବାର କର୍କଟ ୦୫ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ଭୁକ୍ତ ପଞ୍ଚମୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ମେଷ…

ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହେଲା ପାଟକୁରା ନିର୍ବାଚନ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନ ଶନିବାର ଦିନ କାଁ ଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଗଣମାଧ୍ୟମକୁ ସୂଚନାଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତି, ଶନିବାର ଦିନ ୫ଟା ସୁଦ୍ଧା…

ଛଳନାର ଶହେବାଙ୍କ ନଈଟିଏ ତୁମେ

ଛଳନାର ଶହେବାଙ୍କ ନଈଟିଏ ତୁମେ ପଞ୍ଚାନନ ନାୟକ ଜାଣେ, ମୋର ମୃତ୍ୟୁ ଖବର ପାଇ ତମେ ଖୁବ ଖୁସି ହେବ। ଆକାଶକୁ ଚାହିଁ ଦୀର୍ଘ ତମ ଦୀର୍ଘଶ୍ଵାସ ଛାଡିଦେଲାବେଳେ ହେ ପ୍ରଭୁ, ମୁକ୍ତି ମିଳିଗଲା ନିଶ୍ଚୟ ଭାବିବ। ମୁଁ ମଲା ପରେ ତମେ ଲୁହ ଝରେଇବ, ଅଥଚ, ସେ ଲୁହରେ ମୁଁ ନୁହେଁ,…

ଦୁଇଟି ଅଣୁ ଗଳ୍ପ

ଦୁଇଟି ଅଣୁ ଗଳ୍ପ ଗାୟତ୍ରୀ ଦାସ ୧. ଜିତାପଟ ବାହାର ଟିଣ କବାଟରେ ଦୁମ୍ ଦୁମ୍ କରାଘାତ। କାନ୍ଥର ଗୋଟିଏ କଣକୁ ଟଂଗା ହୋଇଥିବା କ୍ୟାଲେଣ୍ଡରର ପୃଷ୍ଠାକୁ ନିରିଖିଲା ସେ। ଆଜି ତିନି ତାରିଖ। ମାସର ପ୍ରଥମ ସପ୍ତାହରେ ଦିନକ ପାଇଁ ଆସେ ଲୋକଟା। ସବୁ ଚିହ୍ନା ଜଣା ଗ୍ରାହକଠୁ ଟିକେ ଅଲଗା। ସାଥିରେ…

ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷିତଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ୩ଥର ମୁଖ୍ୟମନ୍ତ୍ରୀ ରହିଥିବା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷିତଙ୍କର ୮୧ ବର୍ଷ ବୟସରେ ଆଜି ନୂଆଦିଲ୍ଲୀର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି । ଶ୍ରୀମତୀ ଦିକ୍ଷିତଙ୍କର ମୃତ୍ୟୁ ଶନିବାର ଦିନ ୩ଟା ୩୦ ମିନିଟରେ ହୋଇଥିବାର ସୂଚନା ମିଳିଛି । ଏହି ଦିବଂଗତ…

କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦଘାଟନ ଉତ୍ସବରେ ‘ଗାନ୍ଧୀଙ୍କ ଭାରତ’ ବିଷୟରେ ଆଲୋଚନା

ଭୁବନେଶ୍ୱର: କର୍ଣ୍ଣାଟକ ରାଜ୍ୟରେ ବିଜେପି ଶାସନ କ୍ଷମତା ଆପଣାଇବାକୁ ଯେଉଁ ଉଦ୍ୟମ କରୁଛି ତାହା କେବଳ ନୈତିକତାର ଅଭାବରେ ହୋଇପାରିବ ବୋଲି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା କହିଛନ୍ତି । ଭୁବନେଶ୍ୱରଠାରେ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯ର ଉଦଘାଟନୀ ଦିବସରେ ଯୋଗଦେଇ…

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପ: ଜୁଲାଇ ୨୫ରେ ନୂତନ ନୟାଗଡ଼-ମହୀପୁର ରେଳଲାଇନ୍ ପରୀକ୍ଷଣ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନ ଓ ମହୀପୁର ମଧ୍ୟରେ ନୂତନ ରେଳ ଲାଇନକୁ ଆସନ୍ତା ୨୫ ତାରିଖ ଦିନ ରେଳ ସଂରକ୍ଷା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ କରାଯିବ । ପରୀକ୍ଷା ମୂଳକ ଭାବେ ରେଳ ଇଞ୍ଜିନ ଚଳାଚଳ ଆରମ୍ଭ ହେଲାଣି । ରେଳ ଇଞ୍ଜିନ ଚଳାଚଳ ପ୍ରତି…

ଏମିତି ଜାଗା ଯେଉଁଠି ବାପା-ମାଆ ପିଲାଙ୍କ ଉପରେ ଜମା ରାଗନ୍ତିନି

ଗ୍ରୀନଲାମଡ ଆଲାସ୍କା ଏବଂ କାନାଡାର ବରଳ ଅଂଚଳରେ ଇନ୍ୟୁଈ ଲୋକ ରୁହନ୍ତି । ଏଠି ସବୁଠୁ ବଡ କଥା, ଏମାନେ କେବେ ବି ନିଜ ପୁଅ-ଝିଅଙ୍କ ଉପରେ ରାଗନ୍ତିନି କି ବିରକ୍ତ ହୋଇ ପାଟିତୁଣ୍ଡ କରନ୍ତିନି । ଏମାନଙ୍କ ଜୀବନରେ ରାଗ ଏବଂ କ୍ରକ୍ତିର କୌଣସି ସ୍ଥାନ ନାହିଁ । ଏମାନେ ଏସବୁକୁ ଜମା ପ୍ରାଧାନ୍ୟ…

ମଧୁମେହକୁ ଭଲ କରିବ ମେଥି

ସାଧାରଣତଃ ଆମେମାନେ ମେଥିକୁ ରୋଷେଇ ଘରେ ବ୍ୟବହାର କରୁ । କିନ୍ତୁ ଏହା ବ୍ୟତୀତ ମେଥିରେ ଭରି ରହିଛି ଔଷଧୀୟ ଗୁଣ । ଏଥିରେ ମ୍ୟାଗ୍ନେସିୟମ୍, ଫସ୍‌ଫରସ୍‌ ଓ ଭିଟାମିନ୍‌ ବି-୬ ପରି ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି । ଏହାକୁ ରାତିରେ ଭିଜାଇ ଚୋବାଇ ଚୋବାଇ ଖାଇବା ଦ୍ୱାରା ଏବଂ ଏହାର ପାଣି…

୬ଟି ରାଜ୍ୟର ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଜଗଦୀପ ଧନକର୍ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଏହି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମଧ୍ୟପ୍ରଦେଶର ରାଜ୍ୟପାଳ…