Latest Odisha News

BREAKING NEWS

Yearly Archives

2019

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୧୯-୦୭-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୧୯ ରିଖ ଶୁକ୍ରବାର କର୍କଟ ୦୩ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ ରାଶିର…

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ସମସ୍ତ ମ୍ୟାଚ ଜିତି ସେମିରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ

କଟକ: ଜବାହରଲାଲ ନେହରୁ ଷ୍ଟାଡିୟମଠାରେ ଖେଳା ଯାଉଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସରେ ଲଗାତାର ସବୁ ମ୍ୟାଚରେ ବିଜୟ ହୋଇ ସେମିରେ ଜାଗା ପକ୍କା କରିଛନ୍ତି ଉଭୟ ଭାରତୀୟ ମହିଳା ଓ ପୁରୁଷ ଟେବୁଲ ଟେନିସ ଦଳ । ସୂଚନା ମୁତାବକ ଗୁରୁବାର ଭାରତୀୟ ପୁରୁଷ ଦଳ 'ଗ୍ରୁପ-ଏଫ'ରେ ୱେଲଜ ସହ…

ଆମ ଦେହ କେତେ ଗରମ ସହିପାରିବ!

ଓଡିଶାର ଅନେକ ଅଂଚଳରେ ଖରାଦିନେ ତାପମାତ୍ରା ୪୫ଡିଗ୍ରୀ ସେଲସିୟସ ଛୁଏଁ । ଫାରେନାଇଟରେ ମାପିଲେ ଏହା ଆମ ଦେହର ସାଧାରଣ ତାପମାନ (୯୮.୪ଡିଗ୍ରୀ ଫାରେନାଇଟ୍)ଠୁ ବେଶ ଅଧିକ (୧୧୩ ଡିଗ୍ରୀ ଫାରେନାଇଟ୍) । ରାଜସ୍ଥାନର କିଛି ସ୍ଥାନରେ ତ ପାରଦ ୫୦ଡିଗ୍ରୀ ସେଲସିୟସ ଛୁଇଁଯାଏ । ଏତେ ତାପମାନ ଆମ ଶରୀର…

କର୍ଣ୍ଣାଟକ ବିଧାନସଭାରେ ଆଜି ହେଲାନି ଆସ୍ଥା ଭୋଟ, ଜୁଲାଇ ୧୯ ତାରିଖକୁ ଘୁଞ୍ଚାଇଲେ ଉପ ବାଚସ୍ପତି

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡ଼ି କୁମାରସ୍ୱାମୀଙ୍କ ସରକାର ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଉଦ୍ଦେଶ୍ୟରେ ଗୁରୁବାର ଆସ୍ଥା ଭୋଟର ସାମ୍ନା କରିଥାନ୍ତା । ଏହାକୁ ବିଧାନସଭାର ଉପ ବାଚସ୍ପତି ଜୁଲାଇ ୧୯ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ମିଳିଥିବା…

ଆମେରିକାରେ ପାଳିତ ହେଲା ରଥଯାତ୍ରା, ‘ହରିବୋଲ୍’ ଧ୍ୱନୀରେ କମ୍ପିଲା ଚିକାଗୋ…

ଚିକାଗୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସୁଦୂର ଆମେରିକାର ଚିକାଗୋ ସହରରେ ପାଳିତ ହୋଇଯାଇଛି । ଚିକାଗୋ ସହରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ସ୍ଥାପିତ ‘ଶ୍ରୀ ଜଗନ୍ନାଥ ସୋସାଇଟି ଅଫ ଗ୍ରେଟର୍ ଚିକାଗୋ’ ଆନୁକୂଲ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ସମେତ,…

ଫେରିଯାଉଥିବା ଢେଉସବୁ

ଫେରିଯାଉଥିବା ଢେଉସବୁ ସୁଷମା ଦାଶ ମୁଁ ଜାଣିଥିଲି ଦିନେ ନା ଦିନେ ଏମିତି ହେବ ବୋଲି। ସବୁବେଳେ ଶାମୁକା ଯେ ସ୍ୱାତି ନକ୍ଷତ୍ରରେ ପୂର୍ଣ୍ଣଗର୍ଭା ହେବ, ଏ କଥାର ମାନେ ନାହିଁ। ଆକାଶର ସବୁ ମେଘ ଯେ ବରଷା ହୋଇ ମାଟିକୁ ଛୁଇଁବ କିଏ କହିବ ସେ କଥା ! ସବୁ ଫୁଲ କଣ ଫଳ ହୋଇ ପାରନ୍ତି ? ସବୁ ଫୁଲ…

ରିଲିଜ୍‌ ହେଲା ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଲ’ର ଟ୍ରେଲର

ମୁମ୍ବାଇ: ଖିଲାଡି ବଏ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଲ’ର ଟ୍ରେଲର ଗୁରୁବାର ଦିନ ରିଲିଜ୍‌ ହୋଇଛି । ଅକ୍ଷୟ କୁମାର ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଟ୍ରେଲଟି ଏକଦମ ଧମାକାଦାର ହୋଇଛି । ଏହାକୁ ଦେଖିବା ପରେ ଫିଲ୍ମଟି ହିଟ୍‌ ହେବ ବୋଲି ସିନେ ସମୀକ୍ଷକ ମାନେ ମତ…

ରାଜଧାନୀରୁ ୫ ଡ୍ରଗସ ବ୍ୟବସାୟୀଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ ଗୁରୁବାର ଦିନ ୫ ଜଣ ଡ୍ରଗସ ବ୍ୟବସାୟୀଙ୍କୁ ଗିରଫ କରିଛି । ବେଆଇନ ମାଦକ ଦ୍ରବ୍ୟ କାରବାରକୁ ରୋକିବା ପାଇଁ ଆରମ୍ଭ କରାଯାଇଥିବା ବିଶେଷ ଅଭିଯାନ ସମୟରେ ପୋଲିସକୁ ଏହି ସଫଳତା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି ପ୍ରଶାନ୍ତ କୁମାର ରାଉତ,…

ଆଚାରି ଚିକେନ୍

ଚଟ୍‌ପଟା ଖାଦ୍ୟ ଖାଇବାକୁ କିଏବା ଭଲ ନପାଏ । ଆଜି ଆମେ ପ୍ରସ୍ତୁତ କରିବା ଚଟପଟା ଆଚାରୀ ଚିକେନ । ଆବଶ୍ୟକ ସାମଗ୍ରୀ: ଚିକେନ୍‌, କଟା ପିଆଜ, ପିଆଜ- ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍‌, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ,…

ଆଜି ବଜାରକୁ ଆସିଲା ‘ସାମସଙ୍ଗ୍ ଗ୍ୟାଲାକ୍ସି ଏ୮୦’ ମୋବାଇଲ୍ ଫୋନ୍

ଭୁବନେଶ୍ୱର: ଦକ୍ଷିଣ କୋରିଆର ଜଣାଶୁଣା ମୋବାଇଲ୍ ଫୋନ କମ୍ପାନୀ ସାମସଙ୍ଗ୍ ଆଜି ଭାରତୀୟ ବଜାରରେ ଲଞ୍ଚ୍ କରିଛି ‘ସାମସଙ୍ଗ୍ ଗ୍ୟାଲାକ୍ସି ଏ୮୦’ ମୋବାଇଲ୍ ଫୋନ୍ । ଯେଉଁ ସ୍ମାର୍ଟ୍ ଫୋନରେ ରହିଛି ରୋଟେଟିଂ ହୋଇପାରୁଥିବା ୩ଟି କ୍ୟାମେରା । ଭାରତୀୟ ବଜାରରେ ଆଜି ଉପଲବ୍ଧ ହୋଇଛି ଗ୍ୟାଲାକ୍ସି…