Latest Odisha News

BREAKING NEWS

Yearly Archives

2019

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପ୍ ଆଜିଠୁ ଆରମ୍ଭ

କଟକ: ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପ୍ ବୁଧବାର ଦିନ ଠାରୁ କଟକରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ଉଦଘାଟନୀ ଉତ୍ସବରେ ଅନ୍ୟ ଅତିଥିମାନଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ରହିଛନ୍ତି । ଏହି ଚାମ୍ପିୟନସିପ୍ ଜୁଲାଇ ୧୭ରୁ ଆରମ୍ଭ ହୋଇ ୨୨ ତାରିଖ ଯାଏଁ…

ରାଶି ଅନୁଯାୟୀ ଶିବଙ୍କୁ କିପରି ପୂଜା କଲେ ଦୂର ହେବ ଗ୍ରହପୀଡା, ଜାଣିବାକୁ ଚାହାନ୍ତି?

ଶ୍ରାବଣ ମାସ ଭଗବାନ ଶିବଙ୍କ ଅତିପ୍ରିୟ ମାସ । ଶ୍ରାବଣ ମାସରେ କରାଯାଉଥିବା ଶିବଙ୍କ ପୂଜା, ବ୍ରତ ଏବଂ ଉପାସନା ବହୁତ ଫଳଦାୟୀ ହେବା ସହ ପ୍ରଭାବଶାଳୀ ମଧ୍ୟ । ଶାସ୍ତ୍ରରେ “ଶିବ” ଶବ୍ଦର ଅର୍ଥ କଲ୍ୟାଣକାରୀ ଏହି ଦୃଷ୍ଟିକୋଣରୁ ବିଚାର କଲେ ଜ୍ୟୋତିଷ ଶାସ୍ତ୍ରରେ ଶ୍ରାବଣ ମାସକୁ ବିଶେଷ ଗୁରୁତ୍ୱ…

ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କଟକ: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ପ୍ରାପ୍ତ ଡି.ପ୍ରକାଶ ରାଓ ଅସୁସ୍ଥ ହୋଇ କଟକ ବଡ ମେଡିକାଲର ମେଡିସିନ୍ ୱାଡର ଆଇସିୟୁରେ ଚିକିତ୍ସାଧିନ ରହିଛନ୍ତି । ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲକୁ…

ଅଫିସରେ ଷ୍ଟାଇଲିସ୍ ଲୁକ୍…

ଭୁବନେଶ୍ୱର: ଆଜିକାର ସମୟରେ ଉଭୟ ମହିଳା ଓ ପୁରୁଷ ସବୁବେଳେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି, କିନ୍ତୁ ଅନେକାଂଶ ସମୟରେ ତାହା କିପରି କରିବେ ଜାଣିପାରନ୍ତି ନାହିଁ । ସେହିପରି ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ରହିଥାନ୍ତି, ସେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୭-୦୭-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୧୭ ରିଖ ବୁଧବାର କର୍କଟ ୧ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଉତ୍ତରାଷାଢା ନକ୍ଷତ୍ର ମୀମକର ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ…

ଆଜି ପାଟକୁରାରେ ନବୀନଙ୍କ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଲାଗି ନିର୍ବାଚନୀ ପ୍ରଚାର କରିବା ପାଇଁ ମଇଦାନକୁ ଓହ୍ଲାଇବେ । ଗସ୍ତକାର୍ଯ୍ୟ ସୂଚୀ…

ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂହଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ଆସାମର ଗୌହାଟୀଠାରେ ଜୁନ ୨୬, ୨୦୧୯ରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଙ୍ଗୀତ ନାଟକ ଏକାଡେମୀ ଫେଲୋ (ଏକାଡେମୀ ରତ୍ନ) ପାଇଁ ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂ, ଜାକିର ହୁସେନ, ଜତିନ ଗୋସ୍ୱାମୀ ଓ କେ କଲ୍ୟାଣସୁନ୍ଦରମ…

“ପୁରୀ ଟ୍ରିପଲ୍ ମର୍ଡ଼ର୍ ଘଟଣା ଦୁର୍ଭାଗ୍ୟଜନକ”, ବିଧାନସଭାରେ କହିଲେ ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ କହିଛନ୍ତି, ପୁରୀ ଜିଲ୍ଲା ସଦାନନ୍ଦପୁର ନିକଟସ୍ଥ ପଟ୍ଟନାୟିକିଆ ଛକରେ ଘଟିତ ଟ୍ରିପଲ୍ ମର୍ଡ଼ର୍ ଘଟଣା ଦୁର୍ଭାଗ୍ୟଜନକ । ଏେନେଇ ସ୍ପଷ୍ଟିକରଣ ଦେବାକୁ ବିରୋଧିଦଳର ସଦସ୍ୟମାନେ ବାଚସ୍ପତିଙ୍କୁ ଦାବି କରିବା ପରେ…

ଦର୍ପଣ

ଦର୍ପଣ ସୁଧୀର ମେହେର ଯେବେ ବି ଆସିଚ ଗଭୀର ଶ୍ରଦ୍ଧାରେ ତୋଳି ଧରିଚି ନିବୁଜ ଛାତି ଭିତରେ । ତମେ ହସିଲେ ହସିଚି କାନ୍ଦିଲେ କାନ୍ଦିଚି ତମର ପ୍ରତିଟି ଭାବ ଅଭାବକୁ ଆଖିର ତାରା ସାଜି ପ୍ରତିବିମ୍ବିତ କରିଚି । ଛାତି ତଳେ ଟିକେନାକୁ ପାରଦ ଅଛି ବୋଲି ତ ଏତେ କଥା! ନାଇଁତ...…

ଆଜି ରାତି ସବୁ ଓଡ଼ିଆଙ୍କ ଘରେ ବନ୍ଦ ରହିଛି ରୋଷେଇ, ଏହା କ’ଣ ଜରୁରୀ ?

ଭୁବନେଶ୍ୱର: ଆଂଶିକ ଚନ୍ଦ୍ରଗ୍ରହଣ ଆଜି ରାତିରେ ଓଡ଼ିଶା ସମେତ ଭାରତର ଅଧିକାଂଶ ସ୍ଥାନରେ ରାତି ୧୨ଟା ୧୩ ମିନିଟରୁ ବୁଧବାର ସକାଳ ୫ଟା ୨୪ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ତେଣୁ, ପରମ୍ପରାଗତ ଭାବେ ମଙ୍ଗଳବାର ରାତିରେ ସାଧାରଣତଃ ସମସ୍ତ ଓଡ଼ିଆଙ୍କ ଘରେ ରନ୍ଧାକାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ…