ରଥ ଉପରେ ଶ୍ରୀସୁଦର୍ଶନଙ୍କୁ ଆଉଜି ଶୋଇଲେ ସେବାୟତ, ଫଟୋ ହେଲା ଭାଇରାଲ୍
ପୁରୀ: ଏବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀରେ ଚାଲିଥିବା ବେଳେ ରଥ ଉପରେ ଜଣେ ବରିଷ୍ଠ ସେବାୟତ ଶ୍ରୀସୁଦର୍ଶନଙ୍କ ଉପରେ ଆଉଜି ଶୋଇଥିବାର ଫଟୋ ଭାଇରାଲ୍ ହୋଇ ଆଲୋଡ଼ନ ସୃଷ୍ଟି କରିଛି ।
ମିଳିଥିବା ସୂଚନାନୁଯାୟୀ, ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ଉପରେ ବରିଷ୍ଠ ଦଇତାପତି ସେବାୟତ ପ୍ରେମାନନ୍ଦ…