Latest Odisha News

BREAKING NEWS

Yearly Archives

2019

କମନୱେଲଥ୍ ଚାମ୍ପିୟନସିପ୍: ସ୍ୱର୍ଣ୍ଣ ଜିଣିଲେ ଓଡିଶାର ଭାରୋତ୍ତୋଳନକାରୀ

ଭୁବନେଶ୍ୱର : ଓଡିଶାର ଉଦୀୟମାନ ଭାରୋତ୍ତୋଳନକାରୀ ଭକ୍ତରାମ ଦେସ୍ତି ରାଜ୍ୟଗୋଷ୍ଠୀ ସିନିୟର, ଜୁନିୟର ଏବଂ ଯୁବ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ରାଜ୍ୟଗୋଷ୍ଠୀ କ୍ରୀଡା ଦକ୍ଷିଣ ପାସିଫିକ୍ ଦ୍ୱୀପର ସାମୁଆ ରାଷ୍ଟ୍ରରେ ଅନୁଷ୍ଠିତ ହେଉଛି । ଏହି ୨୦ ବର୍ଷୀୟ…

ରାଜଧାନୀରେ ଧରାପଡିଲେ ୩ ଅପରାଧୀ

ଭୁବନେଶ୍ୱର : ରାଜଧାନୀର ଶିଶୁ ଭବନ ଛକରେ ସୋମବାର ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ ଟିମ୍ ୩ ଜଣ ଅପରାଧିଙ୍କୁ କାବୁ କରିଛି । ଶିଶୁ ଭବନ ଛକରେ କିଛି ଅସାମାଜିକ ବ୍ୟକ୍ତି ଏକ ବାଇକରେ ଯାଉଥିବାନେଇ ପୋଲିସକୁ କୌଣସି ସୁତ୍ରରୁ ସୂଚନା ମିଳିଥିଲା । ପରେ କ୍ୱିକ୍ ଆକ୍ସନ ଟିମ୍ (କ୍ୱାଟ୍) ଓ…

ପୁରୀ: ଆଦିବାସୀ ନାବାଳିକାକୁ ବସରେ ଦୁଷ୍କର୍ମ ଅଭିଯୋଗ

ପୁରୀ : ପୁରୀ ବସଷ୍ଟାଣ୍ଡ ନିକଟରେ ଜଣେ ଆଦିବାସୀ ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗ ହୋଇଛି । ସୋମବାର ବିଳମ୍ବିତ ରାତିରେ କୁମ୍ଭାରପଡା ପୋଲିସ ଉକ୍ତ ନାବାଳିକାକୁ ଉଦ୍ଧାର କରିଛି । ଆଜି ସକାଳେ ପିଡିତା ନାବାଳିକା ଜଣଙ୍କ ବସଷ୍ଟାଣ୍ଡ ନିକଟରେ କାନ୍ଦୁଥିବାବେଳେ କିଛି ଲୋକ ଦେଖିବାକୁ ପାଇଥିଲେ…

ଆଜି ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ମଞ୍ଚେଷ୍ଟର : ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଙ୍ଗଳବାର ଦିନ ମୁହାଁମୁହିଁ ହେଉଛନ୍ତି । ମଞ୍ଚେଷ୍ଟର ସ୍ଥିତ ଓଲ୍ଡ ଟ୍ରାଫେଡ୍ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ଭାରତୀୟ ସମୟାନୁଯାୟୀ ଅପରାହ୍ନ ୩ଟାରେ ମ୍ୟାଚ୍ ଖେଳାଯିବାକୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୦୯-୦୭-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୯ରିଖ ମଙ୍ଗଳବାର ମିଥୁନ ୨୫ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର:-ମକର ରାଶିର ଘାତ…

ରାଜଧାନୀରେ ବରିଷ୍ଠ ନାଗରିକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀରେ ଜଣେ ବରିଷ୍ଠ ନାଗରିକ ଏବଂ ତାଙ୍କ ପରିବାରର କିଛି ସଦସ୍ୟଙ୍କୁ କେତେକ ଅଜଣା ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ପାରାଦ୍ୱୀପ ଡ଼କ୍ ଓ କନଷ୍ଟ୍ରକସନ ସଂସ୍ଥାର ଶ୍ରମିକ ସଂଗଠନ ନେତା ଯତିକାନ୍ତ ବେହେରା ଗୁରୁତର ଆହତ ହୋଇଛନ୍ତି । ମିଳିଥିବା…

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଅନଗ୍ରସରଙ୍କୁ ମିଳିବ ମାସିକ ୧୦ହଜାର ଟଙ୍କା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର: ଏଣିକ ପଦ୍ମଶ୍ରୀ ପୁରସ୍କାର ପାଇଥିବା ଅନଗ୍ରସର ବ୍ୟକ୍ତିମାନଙ୍କୁ ମାସିକ ୧୦ ହଜାର ଟଙ୍କାର ପ୍ରଦାନ କରାଯିବ। ସଂସ୍କୃତି ବିଭାଗ ତରଫରୁ ଆସିଥିବା ସୁପାରିଶକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ନିକଟରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ…

ପାଟକୁରାରେ ନିର୍ବାଚନ ପ୍ରଚାର ଲାଗି ଦଳୀୟ ପ୍ରସ୍ତୁତି ଆରମ୍ଭ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତମାସ ୨୦ ତାରିଖରେ ଭୋଟ ଗ୍ରହଣ ହେବା ନେଇ ଭାରତର ମୁଖ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିବା ପରେ ଶାସକ ବିଜେଡି, ବିରୋଧି ବିଜେପି ଓ କଂଗ୍ରେସ ନିଜ ନିଜ ଦଳର ପାର୍ଥୀ ମାନଙ୍କ ପ୍ରଚାର…

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଉତଥାପନ କରି ଓଡ଼ିଶା ସାଂସଦ ପ୍ରଶଂସିତ

ନୂଆଦିଲ୍ଲୀ: “ପ୍ରଥମ ଅଭିଭାଷଣ, ଚମତ୍କାର ଅଭିଭାଷଣ” । ରାଜ୍ୟସଭାରେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର ମହିଳା ସଂରକ୍ଷଣ ବିଲ୍ ଆଗତ କରିବା ନେଇ ତାଙ୍କର ପ୍ରଥମ ଅଭିଭାଷଣ ଲାଗି ତାଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିୟା ନାଇଡୁ ସ୍ୱତନ୍ତ୍ର ଭାବେ ଉଚ୍ଚ ପ୍ରଶଂସା କରିଛନ୍ତି । ଶ୍ରୀ ପାତ୍ର…

ଜାଣନ୍ତୁ, ଏହି ବିଧାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ କାହିଁକି ଏତେ ଖୁସି

ଭୁବନେଶ୍ୱର : ନିଜ ନିର୍ବାଚନମଣ୍ଡଳୀରେ ଗ୍ରାମୀଣ ଲୋକଙ୍କ କଥା ବୁଝିବା ପାଇଁ ଘଞ୍ଚ ଜଙ୍ଗଲ ପଥ ଦେଇ ଗାଁରେ ପହଞ୍ଚିଛନ୍ତି ବିଜେଡି ବିଧାୟକ ରଘୁନାଥ ଗମାଙ୍ଗୋ । ତାଙ୍କର ଏହି ବଳିଷ୍ଠ ତଥା ସ୍ୱଚ୍ଛ ନେତୃତ୍ୱ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି ।…