Latest Odisha News

BREAKING NEWS

Yearly Archives

2019

ସୌରଭ ଗାଙ୍ଗୁଲୀଙ୍କ କିଛି ଅଜଣା କଥା ଜାଣନ୍ତୁ ତାଙ୍କ ଜନ୍ମଦିନରେ…

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଇତିହାସର ଅନ୍ୟତମ ସଫଳ ଅଧିନାୟକ ହେଲେ ସୌରଭ ଗାଙ୍ଗୁଲି । ଟିମ୍ ଇଣ୍ଡିଆର ଜଣେ ପ୍ରତିଭାବାନ୍ ଅଧିନାୟକ ଭାବେ ସେ ଅନେକ କିର୍ତ୍ତୀମାନ ହାସଲ କରିଛନ୍ତି । ଭାରତୀୟ କ୍ରିକେଟରେ ସେ ‘ଦାଦା’ ଭାବେ ବେଶ୍ ପରିଚିତ । ଆଜି ସୋରଭ୍ ଦା’ ତାଙ୍କର ୪୭ତମ ଜନ୍ମଦିବସ ପାଳନ…

ମହାନଦୀ ଅଧିକ ମାତ୍ରାରେ ପ୍ରଦୂଷିତ ; ଓଡ଼ିଶାର ଅଧିକାଂଶ ନଦୀଜଳ ପିଇବା ଉପଯୋଗୀ ନୁହେଁ

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ନଦୀ ଓ ଏହାର ଶାଖା ନଦୀ ଗୁଡିକ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ଓଡିଶା ଜଳ ଯୋଗାଣ ଓ ପରିମଳ ବୋର୍ଡ (ଓ.ଡବ୍ଲ୍ୟୁ ଏସ.ଏସ.ବି) ଦେଇଥିବା ରିପୋର୍ଟ ଅନୁଯାୟୀ ବିଶେଷ କରି ମହାନଦୀର ଜଳ ମୁହାଣରେ ଅଧିକ ମାତ୍ରାରେ ଦୂଷିତ ଅଟେ । ନିକଟରେ ମହାନଦୀ ଓ ଏହାର…

ସୋଆ ଏନଏସଏସ୍ ପକ୍ଷରୁ ବନ ମହୋତ୍ସବ ପାଳିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ କୃଷି ମହାବିଦ୍ୟାଳୟ ପକ୍ଷରୁ ୭୦ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋଆ ଏନଏସଏସର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିବା ବେଳେ ମହାବିଦ୍ୟାଳୟର ବିଭିନ୍ନ ସ୍ଥାନରେ ତଥା…

ନୟାଗଡରେ ସିରିଜ୍ ଦୁର୍ଘଟଣା, ୧୨ ଆହତ

ନୟାଗଡ : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କାଳିଆପଡା ଠାରେ ସୋମବାର ଦିନ ଘଟିଥିବା ସିରିଜ୍ କାର୍ ଦୁର୍ଘଟଣାରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କଣ୍ଟିଲୋ ନିକଟସ୍ଥ ବିଜିପୁର ଅଞ୍ଚଳରୁ ବାହାଘର ସାରି ୨ଟି କାରରେ କିଛି ବରଯାତ୍ରୀ ଫେରୁଥିବା ବେଳେ ବିପରୀତ…

ଓଡିଆ ଝିଅ ସୌମ୍ୟା ହାତେଇଲେ ‘ଡିଭା ମିସ୍ ଇଣ୍ଡିଆ’ କ୍ରାଉନ୍

ଭୁବନେଶ୍ୱର : ଡିଭା ମିସ୍ ଇଣ୍ଡିଆ’ କ୍ରାଉନ୍ ଜିତି ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି ଓଡିଆ ଝିଅ ସୌମ୍ୟା ପ୍ରଧାନ । ସେ ପାଖାପାଖି ୨୯ଟି ରାଜ୍ୟରୁ ଯୋଗଦେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାର ଏହି ବିଜୟ ମୁକୁଟ୍ ଅକ୍ତିଆର କରିଛନ୍ତି । ଏଥିସହିତ ସୌମ୍ୟା ନିଜର ପ୍ରତିଭା ବଳରେ…

କାଳବୈଶାଖୀ ଆଶଙ୍କା: ଭୁବନେଶ୍ୱର ସମେତ ରାଜ୍ୟର ଏହିସବୁ ସ୍ଥାନରେ ଆଲର୍ଟ ଜାରି

ଭୁବନେଶ୍ୱର : ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ଭୁବନେଶ୍ୱର ସମେତ ଏହିସବୁ ସ୍ଥାନରେ ପାଖାପାଖି…

ଆଗେ ଦାବି ପୂରଣ ତା’ ପରେ ୭ ଘଣ୍ଟା କାମ: ଶିକ୍ଷକ ସଂଘ

ଭୁବନେଶ୍ୱର : ଓଡିଶାର ବେସରକାରୀ କଲେଜର ଶିକ୍ଷକମାନେ ପ୍ରତିଦିନ ୭ ଘଣ୍ଟା ଡ୍ୟୁଟି କରିବା ନେଇ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶକୁ କଡା ପ୍ରତିବାଦ କରିଛନ୍ତି। ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ୬୬୨ ବର୍ଗର ସଭାପତି ଗୋଲକ ନାୟକ ଗଣମାଧ୍ୟମକୁ ସୂଚନା ଦେଇ…

ପତ୍ନୀ ପରି ଆଉଜଣେ

ପତ୍ନୀ ପରି ଆଉଜଣେ ଦିବ୍ୟସିଂହ ଦାସ ଅଧିକାରୀ କଉ କଥା ମୁଁ ରଖିଚି ଗୋପନ ଆଉ ଭାବିବସୁଚ ଯେତେବେଳେ ନାଇଁ ସେତେବେଳେ! ସବୁତ ଉଝେଇ ଦେଇ ଆସିିଚି ତମ କଥାରେ ଶାଶୁ, ଶ୍ୱଶୁର, ନଣନ୍ଦ, ଭାଉଜ ମୋର କେହି ନୁହନ୍ତି ନିଜର ଏବେ ମୁଁ ତୁମ ପିଣ୍ଡାରେ ଗୋଟାପଣେ ତଥାପି ତ ବେଳେବେଳେ ଲାଗେ…

‘୮୩’ର ଫଟୋ ଶେଆର କଲେ ରଣବୀର, ଲୁକ ଦେଖି ଛୁଟିଲା ପ୍ରଶଂସାର ସୁଅ

ମୁମ୍ବାଇ: ସମ୍ନାକୁ ଆସିଛି ଅଭିନେତା ରଣବୀର ସିଂହଙ୍କ ଆଗାମୀ ଫିଲ୍ମ ‘୮୩’ର ଲୁକ୍‌ । ନିଜ ଜନ୍ମଦିନ ଅବସରରେ ରଣବୀର ଏହାକୁ ସୋସିଆଲ ମିଡିଆରେ ନିଜେ ଶେଆର କରିଛନ୍ତି । ଏହି ଫିଲ୍ମରେ ରଣବୀର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମର ପ୍ରଥମ ପୋଷ୍ଟରରେ ରଣବୀର…

ବିଶ୍ୱକପ ଜିତିବାର ସୁଯୋଗ ଆମେ ହାତଛଡ଼ା କରିବୁନାହିଁ: ବିରାଟ କୋହଲୀ

ଲଣ୍ଡନ: ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲ୍ରେ ଭାରତ ଭେଟୁଛି ନ୍ୟୁଜିଲାଣ୍ଡକୁ । ମଙ୍ଗଳବାର ଦିନ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟୁଥିବା ବେଳେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଦାବିଦାର ଅଷ୍ଟ୍ରେଲିଆ ଭେଟୁଛି ଶକ୍ତିଶାଳୀ ଇଂଲଣ୍ଡ ଦଳକୁ । ଭାରତୀୟ ଅଧିନାୟକ ବିରାଟ…