Latest Odisha News

BREAKING NEWS

Yearly Archives

2019

ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଜୟ ଲକ୍ଷ୍ୟ ୨୬୫ ରନ୍

ଲଣ୍ଡନ: ବିଶ୍ୱକପର ଚୁଡ଼ାନ୍ତ ଲିଗ୍ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଜୟ ଲକ୍ଷ୍ୟ ରହିଛି ୨୬୫ ରନ୍ । ଶ୍ରୀଲଙ୍କା ଦଳ ଆଞ୍ଜେଲୋ ମାଥ୍ୟୁସଙ୍କ ଦମଦାର ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ କରିଛି ୨୬୪ ରନ୍ । ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଟସରେ ଜିତି…

ଏଏସଆଇ ଦ୍ୱାରା ଆରମ୍ଭ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କାର୍ଯ୍ୟ

ପୁରୀ: ରଥଯାତ୍ରାରେ ବାହାରି ଚତୁର୍ଦ୍ଧା ମୂର୍ତ୍ତି ଏବେ ୯ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିବେ । ଶ୍ରୀଜୀଉମାନଙ୍କ ଅନୁପସ୍ଥିତିରେ ଏବେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା (ଏଏସଆଇ) ଦ୍ୱାରା ଶ୍ରୀମନ୍ଦିରସ୍ଥ ଗର୍ଭଗୃହର ଯାଞ୍ଚକାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀମନ୍ଦିରସ୍ଥ…

+୨ ନାମଲେଖା ସମୟସୀମା ଆଉ ୨ଦିନ ବଢିଲା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ୨ ନାମଲେଖା ଚାଲୁ ରହିଥିବା ବେଳେ ଏହାର ନାମଲେଖା ଅବଧୀକୁ ବୃଦ୍ଧି କରିଛିି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏହି ନାମ ଲେଖାକୁ ସମୟକୁ ଅତିରିକ୍ତ ୨ଦିନକୁ ବୃଦ୍ଧି କରାଯାଇଥିବା ନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା…

‘ଏମବିବିଏସ୍’ ଓ ‘ବିଡିଏସ’ ଲାଗି ଆରମ୍ଭ ହେଲା ନମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ନିଟ (ନାସନାଲ ଏଲିଜୀବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ) ଦ୍ୱାରା ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କ 'ଏମବିବିଏସ୍' ଓ 'ବିଡିଏସ' ଲାଗି ପ୍ରଥମ ପର୍ଯ୍ୟାୟରେ ନାମ ଲେଖା ଆରମ୍ଭ ହୋଇଛି । ଏନଇଟି (ନାସନାଲ ଏଲିଜୀବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ) ପାଇଁ ଜୁଲାଇ ୧୦ ଯାଏଁ…

ଶ୍ରୀଲଙ୍କାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି, ଜିତିବା ଲକ୍ଷ୍ୟରେ ଭାରତ

ଲଣ୍ଡନ: ବିଶ୍ୱକପରେ ଆଜି ବିରାଟ ବାହିନୀ ତା’ର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳୁଛି ପଡ଼ୋଶୀ ଶ୍ରୀଲଙ୍କା ସହିତ । ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶକ୍ତିଶାଳୀ ଭାରତୀୟ ଦଳ ପୂର୍ବରୁ ସେମିଫାଇନାଲକୁ ଉନ୍ନୀତ ହୋଇସାରିଥିବା…

କିତ୍‍କିତ୍‍

କିତ୍‍କିତ୍‍ ଅଶୋକ କୁମାର ସିଂହ ରେଖା ଟାଣିଛି କିଏ, ଜଣାନାହିଁ ମୋର ଡେଇଁବାର ଅଛି, ଛୁଇଁବାର ଅଛି ତୁମେ ଖସି ଯାଉଥିବ, ମୁଁ ମାଡି ବସୁଥିବି ମୁଁ ଖସି ଯାଉଥିବି, ତୁମେ ଧରିବାକୁ ହାଇଁ ପାଇଁ ଏ ରାହା, ରହନ୍ତା ନାହିଁ ତୁମକୁ ଛୁଇଁବା ପର୍ଯ୍ୟନ୍ତ? ରହେ ନାହିଁ, ରହେ ନାହିଁ, ନିଶ୍ଵାସ…

ରିଲିଜ ହେଲା ସଞ୍ଜୟ ଲୀଲା ଭଂସାଲୀଙ୍କ ‘ମଲାଲ’

ମୁମ୍ବାଇ : ଜୁଲାଇ ୫ (ଶୁକ୍ରବାର) ପରଦାକୁ ଆସିଛି ସଞ୍ଜୟ ଲୀଲା ଭଂସାଲୀଙ୍କ ‘ମଲାଲ’ । ଏହାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଦୁଇ ନବାଗତ କଳାକାର । ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଭାଣିଜୀ ଶର୍ମିନ ସହଗଲ ଓ ଅଭିନେତା ଜାବେଦ ଜାଫରୀଙ୍କ ପୁଅ…

ଇଞ୍ଜିନିୟର ଉଠବସ୍ ଘଟଣା: ପଟଣାଗଡ଼ ବିଧାୟକଙ୍କୁ ମିଳିଲା ଜାମିନ

ପାଟଣାଗଡ଼: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ । ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବିଚ୍‌ ରାସ୍ତାରେ ଉଠବସ କରାଇବା ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ ସରୋଜ । ବିଧାୟକଙ୍କୁ ଶନିବାର ଦିନ ଭୁବନେଶ୍ଵରର ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ…

ରାଜ୍ୟରେ ଆଗାମୀ ୨୪ ଘଣ୍ଟା ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ଭିତରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଶନିବାର ପୂର୍ବାନୁମାନ କରିଛି । ଭାରତୀୟ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଉତ୍ତର-ପାଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୦୬-୦୭-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୦୬ ରିଖ ଶନିବାର ବାର ମିଥୁନ ୨୨ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ବୃଷ ସିଂହ କନ୍ୟା ରାଶିର…