ବିଶ୍ୱକପ୍ ପରେ କ୍ରିକେଟରୁ ଅବସର ନେବେ ଧୋନୀ !
ଲଣ୍ଡନ: କ୍ରିକେଟରୁ ଅବସର ନେବେ ମହେନ୍ଦ୍ର ସିଂହ ଧୋନୀ ! ଚଳିତ ବିଶ୍ୱକପର ଭାରତର ଶେଷ ମ୍ୟାଚ ଖେଳି ଧୋନୀ କ୍ରିକେଟରୁ ସବୁଦିନ ଅବସର ନେବା ସମ୍ପର୍କରେ ପିଟିଆଇରେ ପ୍ରକାଶିତ ହୋଇଛି ।
ଭାରତ ଯଦି ଜୁଲାଇ ୧୪ରେ ଲର୍ଡସଠାରେ ହେବାକୁ ଥିବା ଫାଇନାଲ୍ ଖେଳି ବିଶ୍ୱକପ ବିଜୟୀ ହୁଏ ତେବେ ଏହା…